fbpx

ପୂର୍ଣ୍ଣଗର୍ଭା ଭାର୍ଗବୀକୁ କୁନି ଛୁଆ ସହ ଡେଇଁପଡିଲା ମା’, ଉଦ୍ଧାର ହେଲା…

ଭୁବନେଶ୍ବର: ବର୍ଷା ପାଇଁ ଭାର୍ଗବୀ ଗର୍ଭ ପୂରି ଉଠିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବାହ ଦେଖିବାକୁ ଲୋକଙ୍କ ଥାଟ ପଟାଳ ପଡୁଛି ନଦୀ ବନ୍ଧରେ । ଲୋକଙ୍କ ଭିତରେ ଭୟ, କାଳେ ବନ୍ଧ ଭାଙ୍ଗିବ । ହେଲେ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ରଖିଲା ସମ୍ପର୍କ, ଗର୍ଭବତୀ ହେବା ପରେ…

ସୁନ୍ଦରଗଡ: ଆଧୁନିକତାର ଚାକ ଚକ୍ୟରେ ମଣିଷ ଭିତରେ ମରିଯାଉଛି ମାନବିକତା । ଉତ୍ସୃଙ୍ଖଳିତ ଜୀବନ ଶୈଳୀରେ ପ୍ରେମ ହରାଉଛି ଗରିମା । କେତେବେଳେ ପ୍ରେମରେ ବିଶ୍ୱାସ ମୃତ୍ୟୁକୁ ଡାକି ଆଣିଛୁ ତ କେତେବେଳେ ନାରୀ ମୁଣ୍ଡାଉଛି…

ୱାନ ନେସନ, ୱାନ ଇଲେକ୍ସନ: ଇଣ୍ଟି ମେଣ୍ଟରେ ଫାଟ

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ପ୍ରସ୍ତାବରେ ମୋଦି କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ କଂଗ୍ରେସ ଏହାକୁ ବିରୋଧ କରୁଛି । କିନ୍ତୁ ଏହାକୁ ଇଣ୍ଡି ମେଣ୍ଟର ସହଯୋଗୀ ଦଳମାନେ ସମର୍ଥନ କରିଛନ୍ତି । ଏହାକୁ ଦେଖି ମେଣ୍ଟରେ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉତ୍ପୀଡନ ଘଟଣାରେ ଆସିଷ୍ଟାଣ୍ଟ ପ୍ରଫେସର ସସ୍ପେଣ୍ଡ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଯୌନ ଉତ୍ପୀଡନ ଘଟଣାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଘଟଣାରେ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି । ଆଇସିସି ରିପୋର୍ଟ…

ଲେବାନନ ଉପରେ ଇଜରାଇଲର ଆକ୍ରମଣ ପରେ ଟ୍ରେଣ୍ଡ କରୁଛି ପେଜର ଆଟାକ୍

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ବିସ୍ଫୋରଣ ପଛରେ ଇଜରାଏଲର ହାତ ଥିବା ସମ୍ଭାବନା । ଏହି ସନ୍ଦେହ ପରେ ଆଟାକକୁ ନେଇ ଅନେକ ନୂଆ ନୂଆ ଓ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏଥିରେ ହିଜବୁଲ୍ଲାହର ଫୋନ ତୋଡୋ ଅଭିଯାନ ପାଇଁ…

Breaking: କ୍ୟାମ୍ପରେ ହଠାତ୍ ଏମିତି କିଛି ଘଟିଲା କି, ସାଥୀ ଯବାନଙ୍କ ଗୁଳିରେ ଟଳିପଡିଲେ ଦୁଇ ଯବାନ

ଛତିଶଗଡ: ସାଥୀ ଯବାନଙ୍କ ଗୁଳିରେ ଦୁଇ ଯବାନ ନିହତ । ମୃତକ ଦୁଇ ଯବାନ ହେଲେ ରୂପେଶ ପାଟେଲ ଓ ସନ୍ଦୀପ ପାଣ୍ଡେ । ଅନ୍ୟ ଦୁଇ ମଧ୍ୟ ଗୁଳି ମାଡରେ ଗୁରୁତର ହୋଇଛନ୍ତି । ଘଟଣା ପରେ ଅନ୍ୟ ସାଥୀ ଯବାନମାନେ ଅଭିଯୁକ୍ତ ଯବାନ…

ସବୁ ପରେ ମଧ୍ୟ ହେଇପାରୁନାହାନ୍ତି ସଫଳ, ଆପଣାନ୍ତୁ ଏହି ଉପାୟ, ସଫଳତା ଚୁମିବ ପାଦ

ଆପଣ ଅନେକ ପରିଶ୍ରମ କରୁଛନ୍ତି, ଦକ୍ଷତା ଓ ସଚ୍ଚୋଟତା ସହ କାମ କରୁଛନ୍ତି । ସବୁ ପରେ ମଧ୍ୟ ହାତକୁ ଆସୁଛି ବିଫଳତା । ନିଜଠାରୁ କମ ଶିକ୍ଷା, ଦିକ୍ଷାର ବ୍ୟକ୍ତି ସହଜରେ ଓ ଶଳ୍ପ ସମୟରେ ସଫଳତାର ଶୀର୍ଷରେ ପହଞ୍ଚି ଯାଉଥିଲେ…

ସୈନିକ ସ୍କୁଲରେ ବାହାରିଛି ଅନେକ ପଦ, ପଦବୀ: ଆଶାୟୀ ୱେବସାଇଟରେ କରିପାରନ୍ତି ଆବେଦନ

ନୂଆଦିଲ୍ଲୀ: ବେରୋଜଗାର ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଏହି କ୍ଷେତ୍ରରେ ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ ।…

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବିବାଦୀୟ ବିଳାଶପୂର୍ଣ୍ଣ କ୍ୱାଟର ଛାଡିବେ କେଜରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଅରବିନ୍ଦ କେଜରିୱାଲ ଇସ୍ତଫା ଦେବା ପରେ ପ୍ରାୟ ୫୦ କୋଟିରୁ ଅଧିକ ଖର୍ଚ୍ଚ କରି ନବୀକରଣ କରିଥିବା କ୍ୱାଟର ମଧ୍ୟ ଛାଡିବେ ।ଏହାକୁ ନେଇ ସବୁଠି ଚର୍ଚ୍ଚା । ମଙ୍ଗଳବାର…

ପିତୃପକ୍ଷରେ ରହୁଛି ଚନ୍ଦ୍ରଗ୍ରହଣ: କେମିତି ଦେବେ ପିତୃପୁରୁଷଙ୍କୁ ଶ୍ରାଦ୍ଧ? କିପରି ପ୍ରସନ୍ନ ହେବେ ପୂର୍ବଜ

ଗ୍ରହଣକୁ ହିନ୍ଦୁ ଧର୍ମରେ ଅଶୁଭ ବୋଲି ଗ୍ରହଣ କରାଯାଇଛି । ବିଶ୍ୱାସ ରହିଛି ଏହି ସମୟରେ ବିଶ୍ୱ, ବ୍ରହ୍ମାଣ୍ଡରେ ନକାରାତ୍ମକ ଶକ୍ତିଙ୍କ ରାଜୁତି ବଢିଥାଏ । ତେଣୁ ଏହି ସମୟରେ ହେଉଥିବା କାମ ଅଶୁଭ । ତେଣୁ ଗ୍ରହଣ ସମୟରେ…