ମହିଳା ବିରୋଧୀ ଅପରାଧକୁ ନେଇ ପୁରୁଣା ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ବ୍ୟଥିତ ମୁଖ୍ୟମନ୍ତ୍ରୀ । ଏହି ଶ୍ରେଣୀର ଅପରାଧ ପ୍ରତି ତାଙ୍କ ସରକାର ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛି । ଗ୍ରାମାଞ୍ଚଳର ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ…