ଶୀଘ୍ର କରନ୍ତୁ ପେନସନଭୋଗୀ, ଏହି ତାରିଖ ଭିତରେ ଦାଖଲ କରିବାକୁ ହେବ ଜୀବତ ଥିବାର ପ୍ରମାଣ
ନୂଆଦିଲ୍ଲୀ: ଆସିଛି ପେନସନଭୋଗୀଙ୍କ ଜୀବିତ ଥିବାର ପ୍ରମାଣ ଦେବାର ସମୟ । ନଭେମ୍ବର ମାସରେ ସମସ୍ତ ସରକାରୀ ଓ ଘରୋଇ ସଂସ୍ଥା ନିକଟରେ ସେଠୁ ପାଉଥିବା ପେନସନ ପାଇଁ ପେନସନଭୋଗୀଙ୍କୁ ଦେବାକୁ ହୋଇଥାଏ ଲାଇଫ ସାର୍ଟିଫିକେଟ ।…