ସୋସିଆଲ ଇନଫ୍ଲୁଏନ୍ସର ପାଇଁ ଲଞ୍ଚ ହେଲା ଡିଗ୍ରୀ କୋର୍ସ, ନାମ ଲେଖାଇ କମାଇପାରିବେ ଲକ୍ଷାଧିକ ଟଙ୍କା

ଓଡିଶା ଭାସ୍କର: ଆଜିକାଲି ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହେବାକୁ ଚାହିଁଛନ୍ତି । ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଇନଫ୍ଲୁଏନ୍ସର ହେବାକୁ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏହି କାମ ପାଇଁ ଆରମ୍ଭ ହୋଇଛି ଏକ ସ୍ନାତକ…

ଘର କୋଣରେ ପଡିଥିଲା ମୃତ ଶ୍ରବଣ କୁମାର, ଅନ୍ଧ ବାପା, ମାଆଙ୍କୁ ନ ଥିଲା ଖବର, ୪ ଦିନ ପରେ ଉଦ୍ଧାର କଲା ପୋଲିସ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଆସିଛି ଏକ ହୃଦୟବିଦାରକ ଖବର । ଗୋଟିଏ ଘରେ ପୁଅର ମୃତଦେହ ସହ ନିଜ ଅଜାଣତରେ ପଡି ରହିଥିଲେ ଅନ୍ଧ ବାପା ମାଆ । ୪ ଦିନ ପରେ ପୋଲିସ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ବାପା, ମାଆ ଅର୍ଦ୍ଧ…

ଜିଓ ଫାଇନାନ୍ସରେ ଧନତେରସ ଅଫର, ସୁନା ଚୋରିର ରହିବନି ଆଶଙ୍କା

ନୂଆଦିଲ୍ଲୀ: ଧନତେରସ ଅବସରରେ ଜିଓ ଫାଇନାନ୍ସ ଆଣିଛି ବଡ ଅଫର । ଏବେ ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ମାତ୍ର ୧୦ ଟଙ୍କାରେ ସୁନା କିଣିବାର ମୌକା ଦେଉଛି । ଘରେ ବସି ଏତେ କମ ଟଙ୍କାରେ…

ଡାକ୍ତରାଣୀଙ୍କୁ ବାହା ହେବାକୁ ଡାକ୍ତର ଯୌତୁକ ରାଶିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ: ଏମ୍ସର ଜଣେ ଡାକ୍ତରଙ୍କ ଯୌତୁକ ଲୋଭକୁ ନେଇ ଏକ୍ସରେ ଚର୍ଚ୍ଚା । ଡାକ୍ତର ବିବାହ ପାଇଁ ଝିଅ ଘରଠାରୁ ଦାବି କରିଛନ୍ତି ୫୦ କୋଟି ଟଙ୍କା । ଏହି ଟଙ୍କା ଦେବାକୁ ଝିଅର ବାପା ଓ ମାଆ ସେମାନଙ୍କ ସବୁ ସମ୍ବଳ…

ସୁଟକେଶରେ ପ୍ରେମିକଙ୍କୁ ଭରି ହତ୍ୟା କରିଥିବା ଘଟଣାରେ ପ୍ରେମିକା ଦୋଷୀ ସାବ୍ୟସ୍ତ

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ୪ ବର୍ଷ ତଳେ ଘଟିଥିବା ଚମକପ୍ରଦ ଘଟଣାରେ ଆସିଛି ରାୟ । ୪ ବର୍ଷର ଶୁଣାଣି ପରେ କୋର୍ଟ ଅଭିଯୁକ୍ତା ପ୍ରେମିକାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣାରେ ପ୍ରେମିକା ଖେଳ ଖେଳରେ…

କୁନି ପୁଅକୁ କୁରାଢୀରେ ହାଣି ହତ୍ୟା କଲା ପରେ ବାପାର ଆତ୍ମହତ୍ୟା ଉଦ୍ୟମ, କାରଣ ବୁଲାଇ ଦେବ ମୁଣ୍ଡ

ଚିତ୍ରକୂଟ: ଉତ୍ତର ପ୍ରଦେଶର ଚିତ୍ରକୂଟ ଜିଲ୍ଲାରୁ ଆସିଛି ଏକ ଚକିତ କଲାପରି ଘଟଣା । ମାତ୍ର ୫ ବର୍ଷର ନୀରିହ ପୁଅର ବେକକୁ କୁରାଢୀରେ ହାଣି ମାରିବା ପରେ ଅଭିଯୁକ୍ତ ବାପା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍୍ୟମ…

ଭାରତ ଭୁଲିଯାଇଥିବା ରୋଗ ସହ ପାକ କରୁଛି ଲଢେଇ, ଇସଲାମ ସହ ଯୋଡି ଅଭିଯାନକୁ କରାଯାଉଛି ପଣ୍ଡ

ଇସଲାମାବାଦ: ଭାରତରେ ଯେଉଁ ରୋଗକୁ ସମୂଳେ ନିପାତ କରାଯାଇଛି, ସେହି ରୋଗ ସହ ପାକିସ୍ତାନ ସରକାର ଲଢେଇ କରୁଛି । ରୋଗ ନିରାକରଣ ପାଇଁ ଚଳିତ ବର୍ଷର ତୃତୀୟ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି ରୋଗର ନାଁ ପୋଲିଓ । ଆଜି…

୮ କୋଟି ଟଙ୍କା ନଦେବାରୁ ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ, ପ୍ରେମିକ ସହ ମାରି ଜାଳିଦେଲା

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଅକ୍ଟୋବର ୮ ତାରିଖରେ ହୋଇଥିବା କଫି ବାଗାନ ହତ୍ୟା ଘଟଣାର ରହସ୍ୟ ଉପରୁ ପୋଲିସ ପରଦା ଉଠାଇଛି । ମୃତ ୫୪ ବର୍ଷୀୟ ରମେଶଙ୍କୁ ହତ୍ୟା କରିଥିଲା ତାଙ୍କ ପତ୍ନୀ । ପ୍ରେମିକ ସହ…

ନଭେମ୍ବର ୧ରୁ LPG ଦର ସହ ଅନେକ ନିୟମରେ ହେବ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଅକ୍ଟୋବର ସରିବାକୁ ଆଉ ଦିନ ତିନିଟା । ତାପରେ ଆସିବ ନଭେମ୍ବର । ଏହି ନଭେମ୍ବର ଆସୁ ଆସୁ ଆପଣଙ୍କ ପକେଟରେ ପଡିବ ପ୍ରଭାବ । ନଭେମ୍ବର ୧ ତାରିଖରୁ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଏଲପିଜି…

ଅକନୁରରେ ସେନାକୁ ବଡ ସଫଳତା, ଲୁଚିଥିବା ୩ ଆତଙ୍କୀ ସେନା ଗୁଳିରେ ନିହତ

ଶ୍ରୀନଗର: ଜମ୍ମୁର ଅକନୁର ଅଞ୍ଚଳରେ ସୁରକ୍ଷାବଳଙ୍କୁ ବଡ ସଫଳତା । ସେନା ଗୁଳିରେ ୩ ଆତଙ୍କୀ ନିହତ । ସୋମବାର ସକାଳୁ ସେନା ଉପରେ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଅପରେସନ । ଏଥିରେ ତିନି ଜଣ ଆତଙ୍କଦାବୀଙ୍କ ମୃତ୍ୟୁ ହୋଇଛି…