Astrology ୫ ରାଶି ପାଇଁ ଆସୁଛି ସବୁଠାରୁ ଭଲ ଦିନ, ସବୁ କ୍ଷେତ୍ରରେ ହେବ ଉନ୍ନତି Sima Ray Oct 14, 2024 ଓଡିଶା ଭାସ୍କର: ୧୫ ତାରିଖରୁ ବଦଳି ଯିବ ୫ ରାଶିର ରାଶିଫଳ । ଏଯାଏଁ ଯେଉଁ ସବୁ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଥିଲେ, ମଙ୍ଗବାରରୁ ସେ ସବୁ ବଦଳି ଯିବ । ସୁଦିନ ଆପଣଙ୍କ ଦ୍ୱାର ଦେଶରେ ଆପଣଙ୍କ ପାଇଁ ଅପେକ୍ଷା କରିଛି ।…
Breaking News ମୁରବୀ ବିହୀନ ବିଜେଡି, କଥା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲାଣି Sima Ray Oct 14, 2024 ଭୁବନେଶ୍ୱର: ବିଜେଡିରେ ଏ କଣ ଚାଲିଛି । ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳର ମୁଖପାତ୍ର ଦେଖାଉଛନ୍ତି ବାହାରର ରାସ୍ତା । ତାଙ୍କ ରହିବା ନ ରହିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କହୁଛନ୍ତି ମୁଖପାତ୍ର । ଆଜି…
Breaking News ଜଳୁଛି ବହରାଇଚ, ଦୁର୍ଗା ବିସର୍ଜନ ବେଳେ ପଥରମାଡରୁ ହିଂସା ସୃଷ୍ଟି, ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ Sima Ray Oct 14, 2024 ବହରାଇଚ: ଅଶାନ୍ତ ୟୁପିର ବହରାଇଚ ଜିଲ୍ଲାର ହରଦି । ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ଅବସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ବଢିଛି ଉତ୍ତେଜନା । ବିସର୍ଜନ ଶୋଭାଯାତ୍ରାରେ ଡିଜେ ବଜାଇବାକୁ ନେଇ ଦେଖାଦେଇଥିଲା…
Breaking News (Breaking) ରେରା ଆଇନରେ କରାଯିବ ସଂଶୋଧନ: ରାଜସ୍ୱ ମନ୍ତ୍ରୀ Sima Ray Oct 14, 2024 ଭୁବନେଶ୍ୱର: ବଦଳିବ ରିଅଲିଷ୍ଟେଟ ରେଗୁଲେଟୋରୀ ଅଥୋରିଟି ଆଇନ । ଆଇନରେ ସଂଶୋଧନ ହେବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିପାଇଁ ଆବଶ୍ୟକ ଆଲୋଚନା କରାଯିବ…
Breaking News (Breaking) ଦୀପାବଳିରେ ଫୁଟିବନି ବାଣ, ଆସିଲା କଡା କଟକଣା Sima Ray Oct 14, 2024 ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ ।…
Breaking News ଭୟରେ ଭାଇଜାନ, ରାତିରେ ଆସୁଛି ଭୟଙ୍କର ସ୍ୱପ୍ନ, ଆଖିରୁ ହଜିଗଲାଣି ନିଦ Sima Ray Oct 14, 2024 ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ମହାରାଷ୍ଟ୍ର ପୋଲିସ ସିଦ୍ଦିକିଙ୍କ ନିକଟତମ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଛି । ତାଙ୍କ ମୁମ୍ବାଇ ବାସଭବନରେ ଅଧିକ ସୁରକ୍ଷା କର୍ମୀ ମୁତୟନ…
Breaking News ବାବା ସିଦ୍ଦିକି ହତ୍ୟାକାଣ୍ଡ, ଏବେ ବି ଦୁଇ ମୁଖ୍ୟ ଅଭିଯୁକ୍ତ ପୋଲିସଠୁ ବହୁ ଦୂରରେ Sima Ray Oct 14, 2024 ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଲୋକଙ୍କ ନାଁ ବଢିବାରେ ଲାଗିଛି । ବର୍ତ୍ତମାନ ସାମ୍ନାକୁ ଆସିଛି ୫ଟି ନାଁ । ସେମାନେ ହେଲେ ଶିବ କୁମାର ଗୌତମ, ମହମ୍ମଦ…
Breaking News ଜଳବାୟୁ ପରିବର୍ତ୍ତନ ବ୍ୟକ୍ତିର ମନୋବଳ ଓ ନୈତିକ ଚିନ୍ତାଧାରକୁ ପ୍ରଭାବିତ କରିପାରେ Sima Ray Oct 13, 2024 କାନାଡା: ନୈତିକ ମୂଲ୍ୟବୋଧ ହେଉଛି ଆଦର୍ଶ ଯାହା ବ୍ୟକ୍ତିକୁ ଭଲ ମନ୍ଦ, ଭୁଲ ଠିକ ମଧ୍ୟରେ ପ୍ରଭେଦ ବୁଝାଏ । ଏହା ମଣିଷର ରାଜନୈତିକ ଆଦର୍ଶ, ଆଦର୍ଶବୋଧ, ବୌଦ୍ଧିକ ବିଚାରଧାରା ଓ କାମକୁ ଦିଗ ଦେଇଥାଏ । ଏହା ଦର୍ଶାଇଥାଏ…
Breaking News ରାବଣ ଦହନ କେବେ, କେମିତି ଓ କେଉଁଠି ପ୍ରଥମେ ହୋଇଥିଲା, ଜାଣନ୍ତି କି? Sima Ray Oct 13, 2024 ଭୁବନେଶ୍ୱର: ଆଜି ଦଶହରାର ଅନ୍ତିମ ଦିବସ । ମଣ୍ଡପରେ ଦଶମୀ ପୂଜା ସହ ରାବଣ ପୋଡି ଉତ୍ସବ ପରେ ଶେଷ ହେବ ଏହି ପର୍ବ । ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେଉଛି । ତେବେ ରାବଣ ପୋଡି…
Breaking News ଅଭାବ, ଅସୁବିଧା ଦୂର କରିବାର ବେଳ ଆସିଛି, ଚାହିଁଲେ ଆଜି ଭାଗ୍ୟ ବଦଳାଇ ଦେଇପାରିବେ Sima Ray Oct 13, 2024 ନୂଆଦିଲ୍ଲୀ: ଦଶହରାରେ ରାବଣ ଦହନ ଅନୁଷ୍ଠିତ ହୁଏ । ରାବଣକୁ ପୋଡିବା ପରେ ସରିନଥାଏ ଦଶହରା ଓ ରାବଣ ପୋଡିର ପର୍ବ । ରାବଣର ଚିତାଭସ୍ମ ବା ପାଉଁଶ ସଂଗ୍ରହ କରି ତାକୁ ଘରକୁ ଆଣିବା ହେଉଛି ପର୍ବ ସମାପ୍ତି । ରାବଣର…