fbpx

ଗ୍ରାମୀ ଆୱାର୍ଡ ଦୌଡରେ ହାରିଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗୀତ, ଜିତିଲା ଜାକିର ହୁସେନଙ୍କ ‘ପସ୍ତୋ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତ ‘ଆବଣ୍ଡାନ୍ସ ଇନ୍ ମିଲେଟସ୍‌’ ଗ୍ରାମୀ ଆୱାର୍ଡସ୍ ୨୦୨୪ ରେସ୍‌ରେ ହାରିଯାଇଛି । ଯେଉଁ ଶ୍ରେଣୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ ନୋମିନେଟ୍ ହୋଇଥିଲା ତାହାକୁ…

ଝାରଖଣ୍ଡ ବିଧାନସଭାରେ ଚମ୍ପଇ ସୋରେନ ରଖିଲେ ବିଶ୍ୱାସମତ, କହିଲେ, ‘ହେମନ୍ତ ହୈ ତୋ ହିମତ ହୈ’

ରାଞ୍ଚି: ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଆଜି ବହୁମତ ସାବ୍ୟବସ୍ତ କରିବେ । ଫ୍ଲୋର ଟେଷ୍ଟ ସମୟରେ ବିଧାନସଭାର କାର୍ଯ୍ୟବାହୀ ଆରମ୍ଭ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ବିଧାନସଭାରେ…

ପୁଣି ମନୀଷ ସିସୋଦିଆଙ୍କୁ ଝଟ୍‌କା, ବଢିଲା ଜେଲ୍ ଅବଧି

ନୂଆଦିଲ୍ଲୀ: ଆପ୍ ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ କ୍ୟାବିନେଟ୍ ସହଯୋଗୀ ମନୀଷ ସିସୋଦିଆଙ୍କୁ ବଡ ଝଟକା ଲାଗିଛି । ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରିଲା…

୨୦୧୬ ପରି ଚଳିତ ବର୍ଷ ବି ଅନୁଭୂତ ହେବ ପ୍ରବଳ ତାତି, ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ: ଭାରତରେ ଏଥର ବସନ୍ତ ଋତୁ ବହୁତ କମ୍ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ । ଏହାପରେ ଭୀଷଣ ଗରମ ଅନୁଭୂତ ହେବ । ପାଣିପାଗ ବିଜ୍ଞାନୀ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ତାତି ପ୍ରବଳ ରହିବ ବୋଲି ଚେତାବନୀ ଶୁଣାଇଛନ୍ତି ।…

ନକ୍ସଲଙ୍କ ବିରୁଦ୍ଧରେ ଲଢେଇରେ ସିଆରପିଏଫ୍ ଯବାନଙ୍କ ଖାସ୍ ଦୋସ୍ତ ପାଲଟିଛି ଏକ ଛେଳି, ଜାଣନ୍ତୁ ନାମକରଣର ରହସ୍ୟ

ରାୟପୁର: ଛତିଶଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବାଟାଲିୟନ ୧୫୦ ମାଓବାଦୀଙ୍କ ସାମ୍ନା କରୁଛନ୍ତି । ସୁକମା ଜିଲ୍ଲାରେ ମାଓବାଦୀଙ୍କ ବିରୁଦ୍ଧରେ ଜାରି ରହିଥିବା ଏହି ଲଢେଇରେ ଯବାନମାନଙ୍କୁ ଚାପମୁକ୍ତ କରିବାରେ…

ନିଜ ଟଙ୍କା ପଇସାର ସୁରକ୍ଷା ପାଇଁ ପେଟିଏମ୍ ଛାଡି ଅନ୍ୟ ପ୍ଲାଟଫର୍ମ ଆପଣାଅ, କେଟ୍ ଦେଲା ପରାମର୍ଶ

ନୂଆଦିଲ୍ଲୀ: କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍‌) ବ୍ୟବସାୟୀଙ୍କୁ ନିଜ କାରବାର ସମ୍ବନ୍ଧିତ ଦେଣନେଣ ପେଟିଏମ୍ ପରିବର୍ତ୍ତେ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ପେଟିଏମ୍ ୱାଲେଟ୍ ଓ…

‘ତୁମେ ଆମ ସହ ମିଶିଲେ ଆମେ ତୁମକୁ ଛାଡିଦେବୁ’; ବିଜେପି ବିରୁଦ୍ଧରେ କେଜ୍ରିୱାଲ ଆଣିଲେ ବଡ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପି ବିରୁଦ୍ଧରେ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ତାଙ୍କୁ ବିଜେପିରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ଆପ୍ ବିଧାୟକଙ୍କୁ କିଣିବା ନେଇ…

ସ୍ୱାସ୍ଥ୍ୟ ବିଭାଗରେ ଖେଳିଗଲା ଆତଙ୍କ, ଲକ୍ଷ୍ନୌ ଜେଲ୍‌ରେ ବନ୍ଦ ୩୬ କଏଦୀ HIV ପଜିଟିଭ୍‌

ଲକ୍ଷ୍ନୌ: ଲକ୍ଷ୍ନୌ ଜିଲ୍ଲା ଜେଲ୍‌ରେ ୩୬ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାଦ୍ୱାରା ଜେଲ୍ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଛି । ସଂକ୍ରମିତଙ୍କୁ ମେଡିସିନ୍ ଦିଆଯାଉଛି ।…

କାଲି ଝାଡଖଣ୍ଡ ବିଧାନସଭାରେ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପୂର୍ବରୁ ସକ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ

ରାଞ୍ଚି: ଝାଡଖଣ୍ଡରେ ନୂଆ ସରକାର ଗଠନ ହେବା ପରେ କ୍ଷମତାଧାରୀ ଦଳ ଲାଗି ଫ୍ଲୋର ଟେଷ୍ଟ ପାସ୍ କରିବା ଏକ ବଡ ଆହ୍ୱାନ ଅଟେ । ଏଥିପାଇଁ ଝାଡଖଣ୍ଡ ବିଧାନସଭାର ୨ ଦିବସୀୟ ବିଶେଷ ଅଧିବେଶନ ୫ ଫେବୃୟାରୀରୁ ବସିବ । ସେହିପରି…

ଗୁଗଲ ଆଣିଲା କମାଲ ଫିଚର, ଏବେ ଆପଣ ଯେପରି ଚାହିଁବେ ସେପରି ଫଟୋ ତିଆରି କରିପାରିବେ

ନୂଆଦିଲ୍ଲୀ: ଚାଟ୍‌ଜିପିଟିକୁ ଟକ୍କର ଦେବାକୁ ଗୁଗଲ ବାର୍ଡ ଲଗାତର ଚେଷ୍ଟା କରୁଛି । ଏଥିପାଇଁ କମ୍ପାନୀ ନିଜ ପ୍ଲାଟଫର୍ମରେ ନୂଆ ଫିଚର ଯୋଡିଛି । ଏହି ଫିଚର ସହାୟତାରେ ୟୁଜର ଇମେଜ୍ କ୍ରିଏଟ୍ କରିପାରିବେ । ଏପରି ତ…