ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ନିଆଗଲା ବଡ ପଦକ୍ଷେପ; ଏବେ କୌଣସି ବି ହସ୍ପିଟାଲରେ କରାଇପାରିବେ କ୍ୟାସଲେସ୍ ଚିକିତ୍ସା
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରିଥିବା ଲୋକଙ୍କ ଲାଗି ଏକ ବଡ ଖୁସି ଖବର ଆସିଛି । ଏବେ ସେମାନଙ୍କୁ ଦେଶର କୌଣସି ବି ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା କରାଇବାର ସୁବିଧା ମିଳିବ । ଏପରିକି ସେହି…