ରାଜଧାନୀରେ ଏହିସବୁ ଯାନର ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ:ଦିଲ୍ଲୀ-ଏନସିଆର୍ରେ ଏୟାର କ୍ୱାଲିଟି ଅଧିକ ଖରାପ ହୋଇଯାଇଥିବା କାରଣରୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଅତ୍ୟାବଶ୍ୟକ ନ ଥିବା ବହୁ ନିର୍ମାଣ କାର୍ଯ୍ୟ, ବିଏସ୍ ୩ ପେଟ୍ରୋଲ ଓ ବିଏସ୍ ୪…