fbpx

(video)କ୍ରିକେଟ୍ ମ୍ୟାଚ୍‌ରେ ରନ୍ ନେବା ସମୟରେ ହୃଦଘାତରେ ଟଳି ପଡିଲେ ଇଂଜିନିୟର, ଭାଇରାଲ୍ ହେଉଛି ସେହି ସମୟର ଭିଡିଓ

ନୂଆଦିଲ୍ଲୀ: ନୋଏଡାରୁ ଏକ ଆଚମ୍ବିତ କରିଦେବା ପରି ମାମଲା ସାମ୍ନାକୁ ଆସିଛି । ଏଠାରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ଜଣେ ଯୁବକ ରନ୍ ନେବା ସମୟରେ ଅଚାନକ ହୃଦଘାତର ଶିକାର ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ…

ଚୀନ୍ ପହଞ୍ଚିବା ମାତ୍ରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଲାଗିଲା କ୍ଲାସ୍‌, ଡ୍ରାଗନ କହିଲା ଆମେ ଭାରତକୁ ସମ୍ମାନ କରୁ

ନୂଆଦିଲ୍ଲୀ: ଭାରତ ସହ ବିବାଦ ମଧ୍ୟରେ ଚୀନରେ ପହଞ୍ଚିଥିବା ମାଲଦ୍ୱୀପର ରାଷ୍ଟ୍ରପତିଙ୍କୁ ମଧ୍ୟ ଚୀନ୍ ଗଣମାଧ୍ୟମର ସାମ୍ନା କରିବାକୁ ପଡିଥିଲା। ମାଲଦ୍ୱୀପ ସହିତ ଭାରତର କୂଟନୈତିକ ବିବାଦ  ତାଙ୍କ ଗସ୍ତ ସମୟରେ ଚୀନ୍‌ର…

୫୮ ବର୍ଷ ପୁରୁଣା ଘରୁ ମିଳିଲା ରୂପାର ସୁଟକେସ୍‌, ଖୋଲିଲା ପରେ ଭୟରେ କମ୍ପିଲେ ଘର ମାଲିକ

ନୂଆଦିଲ୍ଲୀ: ପ୍ରାୟ ସମୟରେ ଆପଣଙ୍କୁ ଘରର ମରାମତି ସମୟରେ ଏପରି କିଛି ମିଳିଥାଏ ଯାହା ତାଙ୍କର ପୁରା ଜୀବନକୁ ହିଁ ବଦଳାଇ ଦେଇଥାଏ । ଏପରି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଦମ୍ପତିକୁ ନିଜ ଘରୁ ଏପରି କିଛି…

ସମୁଦ୍ର ଭିତରକୁ ଯିବାକୁ ଲାଗୁଛି କି ଡର, ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପରେ ଯାହା କଲେ ଦେଖିବା ପରେ ତୁଟିଯିବ ସବୁ ଭୟ

ନୂଆଦିଲ୍ଲୀ: ଯଦି ଆପଣ ଲାକ୍ଷାଦ୍ୱୀପ ବୁଲିଯିବାକୁ ମନ ରଖିଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବେଶ୍ କାମରେ ଆସିବ । ଏଠାରେ ପାଣି ଭିତରେ ଜୀବନକୁ ଦେଖିବାର ଅଲଗା ମଜା ରହିଛି । କିନ୍ତୁ ପ୍ରାୟ ସମୟରେ ଲୋକମାନେ ପାଣି…

ଭକ୍ତିମୟ ପରିବେଶ ଭିତରେ ରାମ ମନ୍ଦିର ଉପରେ ଆକ୍ରମଣ, ଭାଙ୍ଗିଦେଲେ ରାମ ଓ ହନୁମାନଙ୍କ ମୂର୍ତ୍ତି

ରାଞ୍ଚି: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସାରା ଦେଶରେ ଏବେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । କିନ୍ତୁ ଏହାରି ମଧ୍ୟରେ ରାଞ୍ଚିରେ ପୁଣି ଥରେ ଏପରି ପରିବେଶକୁ ବିଗାଡିବାକୁ…

(video)ସମୁଦ୍ରରେ ୧୫ ଫୁଟ ଗଭୀରରେ ଆୟୋଜିତ ହୋଇଥିଲା ଏହି ସରକାରର କ୍ୟାବିନେଟ୍ ବୈଠକ, ବିଶ୍ୱବ୍ୟାପି ଭିଡିଓ ହୋଇଥିଲା ଭାଇରାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ସମୁଦ୍ରରେ ଡାଇଭିଂ କରିବା ସହ ଲୋକଙ୍କୁ ସେଠାକୁ ବୁଲି ଯିବାକୁ ନିବେଦନ କରିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ମାଳଦ୍ୱୀପର ମନ୍ତ୍ରୀଙ୍କୁ ଏପରି ଖଟକା…

୧୦ ଦିନ ତଳେ ମନ୍ତ୍ରୀ ପଦରେ ଶପଥ ନେଇଥିଲେ , ଏବେ ଉପନିର୍ବାଚନରେ ହାରିଲେ

ନୂଆଦିଲ୍ଲୀ: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲା କରଣପୁର ବିଧାନସଭା ସିଟ୍‌ରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ଏଠାରେ ବିଜେପି ପ୍ରତ୍ୟାଶୀ ସୁରେନ୍ଦ୍ର ପାଲ ସିଂହ ଟିଟି ନିର୍ବାଚନରେ ପରାଜୟ ବରଣ…

ହାଇଟେକ୍ ଟ୍ରାଜେଡି; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ

ଭୁବନେଶ୍ୱର: ହାଇଟେକ୍ ଘଟଣାକୁ ନେଇ ଆଜି ତାତିଛନ୍ତି ଛାତ୍ର କଂଗ୍ରେସ । ଭୁବନେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରେ କରିଛନ୍ତି ଅଣ୍ଡାମାଡ । ରାଲିରେ ଆସି ଆନ୍ଦୋଳନ କରିବା ସହ ଅଣ୍ଡାମାଡ କରିଛନ୍ତି ।…

ଅଯୋଧ୍ୟାରେ ରାମ ମନ୍ଦିର ଲାଗି ଏ ପର୍ଯ୍ୟନ୍ତ ଆସିଲାଣି କେତେ ଚାନ୍ଦା? ଭାରତରେ ସବୁଠାରୁ ଅଧିକ ଚାନ୍ଦା କିଏ ଦେଇଛନ୍ତି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲାଗି ଦେଶ ବିଦେଶରୁ ରାମ ଭକ୍ତ ହୃଦୟଖୋଲି ଦାନ ଦେଇଛନ୍ତି…

ବିଲକିସ୍ ବାନୋ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ପୁଣି ଜେଲ୍ ଯିବେ ୧୧ ଦୋଷୀ

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ଆସିଲା ବଡ ନିଷ୍ପତ୍ତି । ସୁପ୍ରିମକୋର୍ଟ ସୋମବାର ଦେଇଥିବା ନିଜର ଏକ ବଡ ରାୟରେ ଗୁଜରାଟ ଦଙ୍ଗା ପୀଡିତା ବିଲକିସ୍ ବାନୋଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ…