fbpx

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଭୂତ କରୁଥିଲା ଡ୍ୟୁଟି ! ଘଟଣା ପଛର ସତ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ କିଛି ଦିନ ତଳେ ବାଲିଆ ଜିଲ୍ଲା ଗସ୍ତରେ ଯାଇଥିଲେ । ତେବେ ସିଏମ୍‌ଓ ଅଫିସ୍ ପକ୍ଷରୁ ତାଙ୍କ କାର୍ଯ୍ୟକ୍ରମରେ ଏପରି ଜଣେ କର୍ମଚାରୀଙ୍କୁ ଡ୍ୟୁଟିରେ ରଖାଯାଇଥିଲା…

(video)ଘରର ଦ୍ୱାର ବନ୍ଦ କରିଦେଲେ ପତ୍ନୀ, ଖୋଲିବା ଲାଗି ପତିଙ୍କ ନିକଟରେ ରଖିଲେ ଏପରି ସର୍ତ୍ତ

ନୂଆଦିଲ୍ଲୀ: ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଭଲପାଇବା ସହିତ କଳି ଝଗଡା ବି ଲାଗି ରହିଥାଏ । ଏବେ ସୋସିଆଲ ମିଡିଆରେ ଏପରି ଏକ ଦମ୍ପତିଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଘର…

ବିପଦରେ ଏହି ଟେଲିକମ୍ କମ୍ପାନୀର ଲକ୍ଷ ଲକ୍ଷ ଗ୍ରାହକ, ଡାର୍କ ୱେବ୍‌ରେ ବିକ୍ରୀ ହେଉଛି ପର୍ସନାଲ ଡାଟା

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ବିଏସଏନଏଲ୍‌କୁ ଏବେ ଡାଟା ବ୍ରିଚ୍‌ର ସାମ୍ନା କରିବାକୁ ପଡୁଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଲକ୍ଷ ଲକ୍ଷ ବିଏସଏନଏଲ୍ ଇଣ୍ଟରନେଟ୍ ଓ ଲ୍ୟାଣ୍ଡଲାଇନ୍ ୟୁଜର୍ସଙ୍କ ଚୋରୀ ହୋଇଥିବା ଡାଟା…

ତାରାତାରିଣୀ ମନ୍ଦିର ଫାଟକକୁ ପିଟିଲା ବସ୍‌, ବ୍ରେକ୍ ଫେଲ୍ ହେବାରୁ ଘଟିଛି ଦୁର୍ଘଟଣା

ଭୁବନେଶ୍ୱର: ଆଜି ମଧ୍ୟାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ପୋଲସରାରେ ଏକ ବସ୍ ଦୁର୍ଘଟଣା ଘଟିଛି । ବ୍ରେକ୍ ଫେଲ୍ ହେବାରୁ ବସ୍‌ଟି ଦୁର୍ଘଟଣାର ସାମ୍ନା କରିଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ବସ୍‌ଟି ତାରାତାରିଣୀ…

ପାରା ମାରିଲେ ୬ଲକ୍ଷ ଜୋରିମାନା କିମ୍ବା ଏକ ବର୍ଷ ଜେଲ୍‌, ପ୍ରଶାସନର ବିନାନୁମତିରେ ଘରୁ ବି ତଡିପାରିବେ ନାହିଁ

ନୂଆଦିଲ୍ଲୀ:ବିଶ୍ୱର ବିଭିନ୍ନ ଦେଶରେ ଏବେ ପାରା ଲୋକମାନଙ୍କ ପାଇଁ ବଡ ସମସ୍ୟା ପାଲଟିଯାଇଛନ୍ତି । ବିଭିନ୍ନ ରୋଗର ପ୍ରସାର କରିବା ସହିତ ଅନ୍ୟାନ୍ୟ ସମସ୍ୟାର ମଧ୍ୟ କାରଣ ପାଲଟିଛନ୍ତି । ଜାପାନ ବି ଏଥିରୁ ବଞ୍ଚିତ ନୁହେଁ…

କ୍ଷୀର ଓ ପାଣି ଠାରୁ ଅଧିକ ବିକ୍ରୀ ହୋଇଛି ମଦ, ଗୋଟିଏ ମାସରେ ୩୦୦କୋଟିର ମଦ ପିଇଗଲେ ଏହି ସହରର ଲୋକ

ଗୁରୁଗ୍ରାମ: ଦେଶର ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମରେ କ୍ଷୀର ଓ ପାଣି ଠାରୁ ଅଧିକ ମଦ ବିକ୍ରୀ ହୋଇଥାଏ । ଦେଶର ଅନ୍ୟତମ ସାଇବର ସିଟି ବୋଲାଉଥିବା ଗୁରୁଗ୍ରାମରୁ ଏପରି ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

(video)ସ୍କୁଲ ବ୍ୟାଗ ଧରି ଟ୍ରାଫିକ୍ ମଝିରେ ପହଞ୍ଚିଗଲା ଯୁବତୀ, ତା’ପରେ ଯାହା କଲା ଦେଖନ୍ତୁ ଭିଡିିଓ

ଏକ ସମୟ ଥିଲା ଯେତେବେଳେ ଇଣ୍ଟରନେଟ୍ ଚଲାଇବା ବହୁତ ମହଙ୍ଗା ଥିଲା । ଲୋକମାନେ ମାସକରେ କେତେବେଳେ କେମିତି ଭିଡିଓ ଦେଖୁଥିଲେ । କିନ୍ତୁ ଯେବେଠାରୁ ଇଣ୍ଟରନେଟ୍ ଚଲାଇବା ଶସ୍ତା ହେଲା ସେବେଠାରୁ ଲୋକମାନେ ନିଜେ ଫେମସ୍…

(video)ବିଜେପିର ବିଜୟ ଲାଗି ୬ ବର୍ଷ ପିନ୍ଧି ନ ଥିଲେ ଜୋତା, ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପିନ୍ଧାଇଲେ ଜୋତା

ନୂଆଦିଲ୍ଲୀ: ବିଜେପିକୁ ଏକ କ୍ୟାଡର ଆଧାରିତ ପାର୍ଟି କୁହାଯାଏ । ଏହି ଦଳରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କ ପାଇଁ ବିଜେପି ଏହାର ବୁଥ୍ ମ୍ୟାନେଜମେଣ୍ଟ କରିଥାଏ । ନିର୍ବାଚନରେ ଦଳର କର୍ମୀ ପ୍ରତ୍ୟେକ…

ରେଳଷ୍ଟେସନରେ ଖଞ୍ଜା ଯାଇଥିଲା ଟାଇମ ବମ୍‌, ଆତଙ୍କବାଦୀ ରଚିଥିଲେ ବଡ ଷଡଯନ୍ତ୍ର

ନୂଆଦିଲ୍ଲୀ:ପାକିସ୍ତାନର କରାଚୀ କାଣ୍ଟ ରେଳ ଷ୍ଟେସନରେ ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦିଆଯାଇଛି । କରାଚୀ ପୋଲିସର ସୂଚନା ଅନୁସାରେ କାଣ୍ଟ ରେଳ ଷ୍ଟେସନରେ ଟାଇମ୍ ବମ୍ ଫିଟ୍ କରିଦିଆଯାଇଥିଲା । କିନ୍ତୁ…

ହାତରେ ଚାର୍ଜ ହେବ ସ୍ମାର୍ଟଫୋନ୍‌, ବିଜୁଳି କି ପାୱାର ବ୍ୟାଙ୍କର ପଡିବନି ଆବଶ୍ୟକତା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆମ ଲାଇଫଷ୍ଟାଇଲରେ ଏକ ଜରୁରୀ ଅଂଶ ପାଲଟିଯାଇଛି । ସାଙ୍ଗ ସାଥି ପରିବାର ଲୋକଙ୍କ ସହ ସଂପର୍କରେ ରହିବା ଠାରୁ କିଣାବିକା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ମୋବାଇଲର ଆବଶ୍ୟକ ପଡିଥାଏ । କିନ୍ତୁ…