fbpx

ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ପିଏମ୍ କିଷାନର ୧୫ ତମ କିସ୍ତି, ଫଟାଫଟ୍ କରିନିଅନ୍ତୁ ଚେକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ପ୍ରଦାନ କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି । ଯଦି ଆପଣ ଏହି ଯୋଜନାରେ ଜଣେ ଲାଭାର୍ଥୀ ଅଟନ୍ତି ତେବେ…

ବର୍ଦ୍ଦି କ୍ଷମତାର ଦୁରୁପଯୋଗ କରି ପୋଲିସ ଗଣିବ ୫୦,୦୦୦ ଟଙ୍କା ଜୋରିମାନା, କୋର୍ଟ କହିଲେ ଏପରି ଭୁଲ୍ ପାଇଁ କ୍ଷମା ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିନା କାରଣରେ ଅଧଘଣ୍ଟା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଲକଅପ୍‌ରେ ରଖିବା ଭୁଲ୍ ଲାଗି ପୋଲିସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି । ଏକ ମାମଲାର ଶୁଣାଣୀ କରି କୋର୍ଟ ସଂପୃକ୍ତ…

ଭଉଣୀକୁ ଗୁଳି ମାରି ହତ୍ୟା କଲା ଭାଇ, ହତ୍ୟା ପରେ ଥାନାରେ ଆତ୍ମସମର୍ପଣ

ଭୁବନେଶ୍ୱର: ଭାଇ ଭଉଣୀ ମଧ୍ୟରେ ସଂପର୍କ ଅତି ନିବିଡ ଅତି ପବିତ୍ର । କିନ୍ତୁ କେନ୍ଦୁଝରରୁ ଆସିଛି ଏକ ଅଭାବନୀୟ ଘଟଣା । ଜିଲ୍ଲାର ପଣ୍ଡାପଡା ଥାନା ସମଗିରି ଗାଁରେ ଭାଇର ଗୁଳିମାଡରେ ଭଉଣୀର ମୃତ୍ୟୁ ହୋଇଛି । ନିଜ…

ଦେଶରେ ୫ ରାଜ୍ୟରେ ନିର୍ବାଚନକୁ ନେଇ ଖୁବ୍ ଶୀଘ୍ର ହୋଇପାରେ ଘୋଷଣା, ଆଜି ବସୁଛି ନିର୍ବାଚନ ଆୟୋଗ ବୈଠକ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ସହିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଖୁବ୍ ଶୀଘ୍ର ବିଗୁଲ ବାଜିବାକୁ ଯାଉଛି । ଗୁରୁବାର ନିର୍ବାଚନ ଆୟୋଗ ନିର୍ବାଚନ ପୂର୍ବ ସ୍ଥିତି ସମୀକ୍ଷା…

କାନାଡାକୁ ନେଇ ଭାରତ ଓ ଆମେରିକା ସଂପର୍କ ବି ବିଗିଡିଯାଇପାରେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ବାଇଡେନ୍‌ଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ରାଜନୈତିକ ସମ୍ବନ୍ଧ ଏବେ ବହୁତ ଖରାପ ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଖବର ଆସିଛି କି ଖୁବ୍ ଶୀଘ୍ର ଭାରତ ଓ ଆମେରିକା ସମ୍ବନ୍ଧରେ ବି ଫାଟ ସୃଷ୍ଟି ହେବାକୁ ଯାଉଛି । ଏହି…

ପୁଅ ଝିଅ ଏକାଠି ବସିଲେ କିମ୍ବା ଥଟ୍ଟା ମଜା କଲେ କଲେଜରୁ ନାମ କାଟି ଦିଆଯିବ, କେଉଁ କଲେଜରେ ଲାଗିଲା ଏପରି ନୋଟିସ୍ ଜାଣନ୍ତୁ

ନୂଆଦିଲ୍ଲୀ: ବିହାର ଜୟପ୍ରକାଶ ବିଶ୍ୱବିଦ୍ୟାଳୟର ଜେଡ୍‌ଏ ଇସଲାମିଆ ପିଜି କଲେଜର ତୁଗଲକି ଆଇନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଅଧ୍ୟକ୍ଷଙ୍କ ନୋଟିସ୍‌ରେ କୁହାଯାଇଛି ଯେ, କଲେଜରେ ପୁଅ ଝିଅ ଏକାଠି…

ସିକିମ ବନ୍ୟାରେ ଓଡିଆ ଯବାନ ସହୀଦ, ଭିଡିଓ କଲ୍ ଯୋଗେ ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର

ଭୁବନେଶ୍ୱର: ସିକିମ ପ୍ରଳୟଙ୍କାରୀ ବନ୍ୟାରେ ସହୀଦ ହୋଇଛନ୍ତି ଓଡିଆ ପୁଅ ହାବିଲଦାର ସରୋଜ ଦାସ । ସେ ୨ ଦିନ ଧରି ଥିଲେ ନିଖୋଜ ଥିଲେ । ଆଜି ଭିଡିଓ କଲ ଯୋଗେ ଫଟୋ ଦେଖି ମୃତଦେହ ଚିହ୍ନଟ କରିଛନ୍ତି ପରିବାର । ଏହି ଭୟାବହ…

‘ଗରିବୀ କ’ଣ ତାହା ମୁଁ ଭଲ ଭାବରେ ଜାଣିଛି କାରଣ ମୁଁ ଗରିବୀ ଭିତରେ ହିଁ ବଢିଛି’, ଯୋଧପୁରରେ ଏପରି କିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଯୋଧପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟା ସମୟରେ ରାଜସ୍ଥାନର ଯୋଧପୁରରେ ପହଞ୍ଚିଛନ୍ତି । ଏଠାରେ ସେ ୫୦୦୦କୋଟି ଟଙ୍କା ମୂଲ୍ୟର ବିକାଶ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାପରେ…

ମନରେଗା ଶ୍ରମିକଙ୍କ ସଫଳ କାହାଣୀ, ବାପା ବିଲରେ ଘାସ କାଟୁଥିବା ବେଳେ ଏସୀୟ କ୍ରୀଡାରେ ପୁଅ ଜିତିଲା ମେଡାଲ

ନୂଆଦିଲ୍ଲୀ: ଘରେ ପାଳିତ ପଶୁଙ୍କ ଲାଗି ସାଇକେଲରେ ଚାରା ଲଦି ଘରକୁ ଫେରୁଥିବା ଛୋଟେଲାଲଙ୍କୁ ଗ୍ରାମବାସୀ ଯେତେବେଳେ କହିଥିଲେ ତାଙ୍କ ପୁଅ ଏସିଆନ ଗେମ୍ସରେ କାଂସ୍ୟ ପଦକ ଜିତିଯାଇଛି ବୋଲି ସେତେବେଳେ ଏହି ଗରିବ ବାପାର…

ଏହି ବ୍ୟକ୍ତିଙ୍କୁ ମିଳିଛି ୬୯୦ ବର୍ଷ ଆଜୀବନ କାରାଦଣ୍ଡ, ଅପରାଧ ଜାଣିଲେ ଆପଣ କହିବେ ମଣିଷ ନୁହେଁ ରାକ୍ଷାସ

କାଲିଫର୍ଣ୍ଣିଆ: ନିରୀହ ଶିଶୁଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗରେ ଜଣେ ପୁରୁଷ ସେବକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୬୯୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ବ୍ୟକ୍ତିଙ୍କ ଉପରେ ୨ରୁ ୧୨ ବର୍ଷ ବୟସର…