ଶାଦୀ ଡଟ୍ କମ୍‌ରେ ଆସିଲା ଯୌତୁକ କାଲକୁଲେଟର! ନିଜ ବିଷୟରେ ଡିଟେଲ୍ସ ଦେବା ପରେ ଆସୁଛି ଏପରି ରେଜଲ୍ଟ

ନୂଆଦିଲ୍ଲୀ:ମେଟ୍ରୋମନିଆଲ୍ ସାଇଟସ୍‌ରେ ଲୋକମାନେ ନିଜ ଜୀବନସାଥି ସନ୍ଧାନ କରିଥାନ୍ତି । ଏପରି ଏକ ୱେବସାଇଟ୍ ହେଉଛି ଶାଦୀ ଡଟ୍ କମ୍‌  । ଏହାର ମାଲିକ ହେଉଛନ୍ତି ଅନୁପମ୍ ମିତ୍ତଲ । ଏହି ୱେବସାଇଟ୍‌ରେ ଏକ ନୂଆ ଫିଚର…

(Video)‘ମୋର ବିନା ଅନୁମତିରେ ମୋତେ କାହିଁକି ଜନ୍ମ ଦେଲ?’ ଏପରି ଅଭିଯୋଗ ଆଣି ମା’ ବାପାଙ୍କ ଉପରେ କେସ୍ କଲେ ମହିଳା

ନୂଆଦିଲ୍ଲୀ: ଯେତେବେଳେ ପତି-ପତ୍ନୀ ମା’ ବାପା ହୁଅନ୍ତି ସେତେବେଳେ ଏହା ସେମାନଙ୍କ ଲାଗି ଜୀବନରେ ସବୁଠାରୁ ଅଧିକ ଖୁସିର ମୁହୂର୍ତ୍ତ ହୋଇଥାଏ । ଯେତେବେଳେ ପରିବାରରେ ଏକ ଶିଶୁ ଜନ୍ମ ହୋଇଥାଏ ସେତେବେଳେ ତା’ର…

(Video)ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ଗୋପୀଚାନ୍ଦ ଅନ୍ତରୀକ୍ଷରେ ଦେଖାଇଲେ ତ୍ରିରଙ୍ଗା, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରଥମ ମହାକାଶ ପର୍ଯ୍ୟଟକ ଗୋପୀଚନ୍ଦ ଥୋଟାକୁରା ଇତିହାସ ରଚିଛନ୍ତି । ଏପରି କରିବାରେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଅଟନ୍ତି । ଯେତେବେଳେ ମହାକାଶ ଯାନ ଉଡାଣ ଭରିବା ଆରମ୍ଭ କରିଥିଲା…

ମଙ୍ଗଳବାର କରନ୍ତୁ ଏହି ଉପାୟ, ହନୁମାନଜୀ କରିବେ ଆପଣଙ୍କ ରକ୍ଷା

ଓଡ଼ିଶା ଭାସ୍କର: ହନୁମାନଜୀଙ୍କୁ ଅଞ୍ଜନୀପୁତ୍ର, ବାୟୁପୁତ୍ର, ବଜରଙ୍ଗବାଲୀ, ମାରୁତି, ସଂକଟମୋଚନ, କେଶରୀନନ୍ଦନ ସହିତ ବିଭିନ୍ନ ନାମରେ ଆମେ ଜାଣୁ । ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ଉପରେ ହନୁମାନଜୀଙ୍କ ଦୟା ରହିଥାଏ…

ଏଣିକି ଟଚ୍ ନ କରି ବି ଚାଲିବ ଫୋନ୍‌, ଜାଣନ୍ତୁ କ’ଣ କରିବାକୁ ହେବ

ଓଡ଼ିଶା ଭାସ୍କର: ଆପଣ ନିଜ ଫୋନ୍‌କୁ ଟଚ୍ ନ କରି ବ୍ୟବହାର କରିବାକୁ ଚାହୁଁଛନ୍ତି କି? ତେବେ ଖୁବ୍ ସହଜରେ ଆପଣ ଏହା କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ । Spatial Touch ନାମକ ଏକ…

(video)ପ୍ରେଗନାନ୍ସୀ ଅବସ୍ଥାରେ ଭୋଟ ଦେବାକୁ ପହଞ୍ଚିଲେ ଦୀପିକା, ହାତ ଧରି ଯତ୍ନର ସହ ବୁଥ୍ ମଧ୍ୟକୁ ନେଇଗଲେ ରଣବୀର

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ୨୦୨୪ ଲାଗି ମେ’ ୨୦ରେ ୫ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ମହାରାଷ୍ଟ୍ରରେ ଆଜି ଭୋଟିଂ ହେଉଛି । ତେବେ ମୁମ୍ବାଇର ସମସ୍ତ ସେଲିବ୍ରିଟି ନିଜର ଏହି ଗଣତାନ୍ତ୍ରିକ ଅଧିକାରକୁ ଉପଭୋଗ…

୭୫,୦୦୦ ଟପିଯିବ ସୁନା, ଇରାନ ରାଷ୍ଟ୍ରପତି ରଇସିଙ୍କ ଦେହାନ୍ତ ଓ ଅନ୍ୟାନ୍ୟ କାରଣ ଦାୟୀ

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଖରାପ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଭୌଗଳିକ-ରାଜନୈତିକ ଅସ୍ଥିରତା ମଧ୍ୟରେ ସୁନାର…

ଭୁଲ୍‌ରେ ବି କାର୍‌ରେ ଛାଡି ଆସନ୍ତୁନି ଏହି ୫ ଟି ଜିନିଷ, ଖରାରେ ହୋଇପାରେ ବିସ୍ଫୋରଣ

ଓଡ଼ିଶା ଭାସ୍କର: ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସହ୍ୟ କରି ଦେଇଛି । ଦେଶର କେତେକ ସ୍ଥାନରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ଟପିଯାଇଛି । ସରକାର ମଧ୍ୟ ହିଟୱେଭ୍ ଆଲର୍ଟ ଜାରି କରି…

୯ ବର୍ଷରେ ମହିଳା କରିଛନ୍ତି ୧୪ ବଳାତ୍କାର ଓ ଧୋକାଦାରୀ ମାମଲା, ୨ ଓକିଲ ବି ଅଛନ୍ତି ତାଲିକାରେ

ଜୟପୁର: ରାଜଧାନୀ ଜୟପୁରର ସଦର ଥାନା ପୋଲିସ ଏପରି ଜଣେ ମହିଳାଙ୍କୁ ଗିରଫ କରିଛି ଯିଏ କି ଗତ ୯ ବର୍ଷରେ ୧୪ ବଳାତ୍କାର ଓ ଧୋକାଦାରୀ ମାମଲା ଦାଖଲ କରିଛନ୍ତି । ଏହା ମଧ୍ୟରୁ କେତେକ ମାମଲାରେ ପୋଲିସ ଏଫଆଇଆର୍ ରୁଜୁ ବି…

ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମରୁ ଆସିଲା ଦୁଃଖଦ ଖବର, ଏ ପର୍ଯ୍ୟନ୍ତ ୧୪ ଶ୍ରଦ୍ଧାଳୁଙ୍କ ହେଲାଣି ମୃତ୍ୟୁ

ଡେରାଡୁନ୍‌: ଗତ ମେ’ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀରେ ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଲଗାତର…