fbpx

(video)କହୁ କହୁ ଭାରତକୁ ଶତ୍ରୁ ଦେଶ ବୋଲି କହିଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ, ପାକିସ୍ତାନର କ୍ରିକେଟପ୍ରେମୀ ବି କଲେ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଜାକା ଅସରଫଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଭାରତକୁ ଶତ୍ରୁ ଦେଶ ବୋଲି…

ଇସ୍କନ ବିରୋଧରେ ଟିପ୍ପଣୀ ଦେଇ ଫସିଗଲେ ମେନକା, ରୁଜୁ ହେବାକୁ ଯାଉଛି ୧୦୦ କୋଟି ଟଙ୍କାର ମାନହାନି ମାମଲା

କୋଲକାତା: ଇସ୍କନ ମନ୍ଦିର ବିରୋଧରେ ଟିପ୍ପଣୀ ଦେଇ ବିଜେପି ସାଂସଦ ମେନକା ଗାନ୍ଧୀ ସମସ୍ୟାରେ ପଡି ଯାଇଛନ୍ତି । ଇସ୍କନ ପକ୍ଷରୁ ଏବେ ଏହି ମାମଲାରେ ମେନକା ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇସ୍କନ…

ଅତ୍ୟନ୍ତ ଲଜ୍ଜାଜନକ, ଯୁବକଙ୍କୁ ନିଃବସ୍ତ୍ର କରି ବେଲ୍ଟରେ ପିଟି କୁକୁର ପରି ଆଚରଣ କରିବାକୁ କଲେ ବାଧ୍ୟ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ଦାତିଆରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଏଠାରେ କିଛି ବଦମାସ୍ ବ୍ୟକ୍ତି ଜଣେ ଯୁବକଙ୍କ ଦେହରୁ ପୋଷାକ କାଢି ତାଙ୍କୁ ବେଲ୍ଟରେ ପିଟିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ବେକରେ ବେଲ୍ଟ…

ପଶୁଙ୍କ ରାଣୀ ହେଉଛି ୪୬ ଲକ୍ଷ ଟଙ୍କା ମୂଲ୍ୟର ଏହି ମଇଁଷି, ବହୁବାର ଜିତିିଲାଣି ବିୟୁଟି କଣ୍ଟେଷ୍ଟ

ନୂଆଦିଲ୍ଲୀ: ଶୀର୍ଷକଟି ପଢି ଆପଣ ଆମକୁ ପାଗଳ ବୋଲି କହିବେ । କିନ୍ତୁ ଏହା କୌଣସି ମନଗଢା କାହାଣୀ ନୁହେଁ ଏହା ସଂପୂର୍ଣ୍ଣ ସତ ଖବର । ହରିୟାଣାର ଏକ ମଇଁଷିକୁ ନେଇ ଏବେ ସବୁଠି ଚର୍ଚ୍ଚା କାରଣ ସେ ଏବେ ନିଜ ଅଞ୍ଚଳର…

ଚୀନ୍ ସେନାଙ୍କ ଲାଗି ଅଭେଦ୍ୟ ପାଲଟିବ ଭାରତର ଅଦୃଶ୍ୟ ସଡକ, ଜାଣି ବି ପାରିବନି ଡ୍ରାଗନ ପହଞ୍ଚିଯିବେ ସୈନିକ

ନୂଆଦିଲ୍ଲୀ:ଭାରତ ଚୀନ୍ ସହ ବିବାଦୀୟ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ନିଜର ସ୍ଥିତିକୁ ମଜଭୁତ କରିବା ଲାଗି ଏକ ଅଦୃଶ୍ୟ ସଡକ ନିର୍ମାଣ କରୁଛି । ଏହି ସଡକର ବିଶେଷତ୍ୱ ହେଉଛି ଏହା ଚୀନ୍ ସେନାଙ୍କ ଲାଗି…

ଭାରତକୁ ତେଲ ଉପରେ ଦେଉଥିବା ରିହାତି ବନ୍ଦ କରିଦେଇଛି ରୁଷ, ତଥାପି ଭାରତ କିଣିବାକୁ ବାଧ୍ୟ

ନୂଆଦିଲ୍ଲୀ: ରୁଷ ପୂର୍ବରୁ ରିହାତି ଦରରେ ଭାରତକୁ ଅଶୋଧିତ ତେଲ ଯୋଗାଣ କରୁଥିଲା । କିନ୍ତୁ ଏବେ ଏହା ବହୁତ ଉଚ୍ଚା ଦରରେ ଭାରତକୁ ତେଲ ବିକ୍ରୀ କରୁଛି । ଅକ୍ଟୋବର ଲାଗି ଯେଉଁଁ ତେଲ ରୁଷରୁ ଭାରତ ଆସୁଛି ତାହା ପଶ୍ଚିମ…

ଅକ୍ଟୋବରରେ ଲାଗୁଛି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଜାଣି ନିଅନ୍ତୁ ସମୟ ଓ କେଉଁ ରାଶି ଉପରେ ପଡିବ ପ୍ରଭାବ 

 ଅକ୍ଟୋବରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଲାଗୁଛି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ରାଶି ଉପରେ ଗଭୀର ପ୍ରଭାବ ପଡିଥାଏ । ପିତୃପକ୍ଷ ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ ଲାଗୁଛି । ଏହି ଗ୍ରହଣ ଯଦିଓ ଭାରତରେ ଦେଖାଯିବ…

ଗୋଟିଏ କି ଦୁଇଟି ନୁହେଁ ଏହି ଅଭିନେତା ଗୋଟିଏ ଫିଲ୍ମରେ କରିଥିଲେ ୪୫ ଚରିତ୍ର, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରହିଛି ନାମ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିଭିନ୍ନ କାରନାମା ବିଷୟରେ ତ ଆପଣମାନେ ଶୁଣିଥିବେ । କେହି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ତ ଆଉ କେହି ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛି । କିନ୍ତୁ ଆପଣ ଏପରି ଜଣେ ଦକ୍ଷିଣ…

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଲମ୍ବିତ କଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବିଧାନସଭାରେ ବିରୋଧୀ ବିଧାୟକଙ୍କ ଅଜବ କାରନାମା ଦେଖିବାକୁୁ ମିଳିଥିଲା । ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ପ୍ର୍ରଥମେ ହୋହାଲ୍ଲା କରିଥିଲେ ଓ ପରେ ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି…

(video)କୁଲି ପରେ ଏବେ ବଢେଇ ଅନ୍ଦାଜରେ ରାହୁଲ ଗାନ୍ଧୀ, ହାତୁଡି ଧରି ଶିଖିଲେ ବଢେଇ କାମ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ରାହୁଲ ଗାନ୍ଧୀଙ୍କ ବଢେଇ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କିଛିଦିନ ପୂର୍ବରୁ ରାହୁଲ ଗାନ୍ଧୀ କୁଲି ବେଶରେ ଷ୍ଟେସନରେ…