fbpx

(video)ଆକାଶରୁ ବର୍ଷିଲା ପ୍ରଳୟ, ଘର ଠାରୁ ଆରମ୍ଭ କରି ଯାନବାହନ ସବୁକିଛି ବୁୁଡିଗଲା

ନାଗପୁର: ମହାରାଷ୍ଟ୍ର ନାଗପୁରରେ ଆକାଶରୁ ଯେପରି ପ୍ରଳୟ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଏତେମାତ୍ରାରେ ବର୍ଷା ହୋଇଛି ଯେ, ଘର, ବଜାର, ଯାନବାହନ ସବୁକିଛି ପାଣିରେ ବୁଡି ଯାଇଛି । ସ୍ଥିତି ଏପରି ହୋଇଛି ଯେ,…

ଜାନୁଆରୀରେ ୪ ପ୍ରତିଶତ ବୃଦ୍ଧି ସହିତ ୫୦ ପ୍ରତିଶତ ଟପିଯିବ ମହଙ୍ଗା ଭତ୍ତା, କେବେ ଗଠିତ ହେବ ୮ମ ବେତନ କମିଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁଲାଇ ମାସ ପ୍ରାରମ୍ଭରୁ ୪ ପ୍ରତିଶତ ଡିଏ ବୃଦ୍ଧି ପ୍ରଦାନ କରାଯିବ । ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରେ ପହଞ୍ଚିବ ବୋଲି…

ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ ସହ ମହାଦେବ ନଗରୀରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର, କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜା

ନୂଆଦିଲ୍ଲୀ:ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଆଜି ବାରଣାସୀରେ ପହଞ୍ଚିଛନ୍ତି ଓ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସଚ୍ଚିନଙ୍କ ସହିତ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ବି ଏହି ମନ୍ଦିରରେ…

ପୁରୁଷଙ୍କ ମନସ୍ତତ୍ତ୍ୱ ପଢିବାର କୌଶଳ ଶିଖାଉଛନ୍ତି ମହିଳା ଗୁପ୍ତଚର ଆଲିୟା ରୋଜା, କେତେ ରହିଛି ତାଙ୍କ ଫି’ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଗୁପ୍ତଚରଙ୍କ ଦୁନିଆ ଯେତିକି ବିସ୍ମୟକର ହୋଇଥାଏ ସେତିକି ରହସ୍ୟମୟ ବି ହୋଇଥାଏ । ସାଧାରଣ ଲୋକ ସେମାନଙ୍କ ମଧ୍ୟରେ ରହି ବି ସେମାନଙ୍କୁ ବୁଝି ପାରି ନ ଥାନ୍ତି । ସାରା ବିଶ୍ୱରେ ବହୁ ଗୁପ୍ତଚରଙ୍କ କାହାଣୀ…

ବନ୍ଦ ହେବାକୁ ଯାଉଛି SBIର ଏହି ଲାଭଦାୟକ ଯୋଜନା, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ନିଜ ସଞ୍ଚୟର ନିବେଶ କରିବା ଲାଗି ଫିକ୍ସଡ ଡିପୋଜିଟ୍ ବା ଏଫଡି ସର୍ବଦା ଏକ ଲୋକପ୍ରିୟ ବିକଳ୍ପ ରହିଆସିଛି । ଏଥିରେ ଆପଣଙ୍କ ପଇସା ସୁରକ୍ଷିତ ରହିବା ସହ ରିଟର୍ଣ୍ଣ ବି ଜୋରଦାର ମିଳିଥାଏ । ବରିଷ୍ଠ…

IBSA ମନ୍ତ୍ରୀସ୍ତରୀୟ ବୈଠକରେ ଭାରତରେ ମହିଳା ସଂରକ୍ଷଣକୁ ନେଇ ଖୁବ୍ ପ୍ରଶଂସା, ତାଳିମାଡରେ ଭାରତକୁ ସ୍ୱାଗତ କଲେ ଏହିସବୁ ଦେଶ

 ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା(ଆଇବିଏସ୍‌ଏ) ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଲୋଟେ ପ୍ୟାଲେସ ହୋଟେଲର ଚତୁର୍ଥ ମହଲାରେ…

ଯଦି ଆମେରିକାକୁ ଭାରତ ଓ କାନାଡା ମଧ୍ୟରୁ ବାଛିବାକୁ କୁହାଯିବ ତେବେ … ? ପେଣ୍ଟାଗନର ପୂର୍ବତନ ଅଧିକାରୀଙ୍କ ଉତ୍ତର କ’ଣ ରହିଛି ଆସନ୍ତୁ…

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏବେ ଆମେରିକା ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଏକ ଗୁରୁତ୍ୱପୂର୍ଣ୍ଣ…

କାହିଁକି ଆଜି ନିଦରୁ ଉଠିଲେନି ବିକ୍ରମ ଓ ପ୍ରଜ୍ଞାନ, ଇସ୍ରୋର ବୈଜ୍ଞାନିକ କଲେ ବଡ ଖୁଲାସା

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଚନ୍ଦ୍ରରେ ଶୋଇ ଯାଇଥିବା ବିକ୍ରମ ଓ ପ୍ରଜ୍ଞାନ ଏବେ ଆହୁରି କିଛି ସମୟ ଲାଗି ଆରାମ କରିବେ । ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ଓ ରୋଭର…

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌, ବିପର୍ଯ୍ୟୟ ପରିଚାଳନା ଲାଗି ସର୍ବାଧିକ ୪୬୯୮ କୋଟିର ବ୍ୟୟ ବରାଦ

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ୍ ।  ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୨୮ ହଜାର ୨୦୦ କୋଟିର…

ପାକିସ୍ତାନର ବିଭିନ୍ନ ସଂଗଠନ ଓ ଖାଲିସ୍ତାନୀ ସଂସ୍ଥାର ନେତାଙ୍କ ମଧ୍ୟରେ ଚାଲିଛି ଗୁପ୍ତ ବୈଠକ, ଭାରତ ଲାଗି ଦୁଇପଟୁ ବଢିଲା ବିପଦ

ନୂଆଦିଲ୍ଲୀ: ଭାରତର ଗୁପ୍ତଚର ସଂସ୍ଥାକୁ ଏବେ ଏଭଳି ଏକ ଖବର ମିଳିଛି ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଭାରତ । ପାକିସ୍ତାନରେ ଥିବା ବିଭିନ୍ନ ସଂଗଠନ ଓ ପ୍ରୋ ଖାଲିସ୍ତାନୀ ସଂସ୍ଥାର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ…