fbpx

(video)ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ଯଶୋଭୂମି ସେଣ୍ଟର, ଜୋତା ହାତରେ ଧରି ମୋଚୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ନିର୍ମିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର(IICC)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଯଶୋଭୂମି କନଭେନସନ ସେଣ୍ଟର…

ବାହାଘରକୁ ମାତ୍ର ସପ୍ତାହେ ବାକି ଥିବା ବେଳେ କାହିଁକି ରାଗୁଛନ୍ତି ପରିଣୀତି, ଆସନ୍ତୁ ଜାଣିବା କାରଣ

ମୁମ୍ବାଇ: ପରିଣୀତି ଓ ରାଘବ ଚଢା ସେପ୍ଟେମ୍ବର୨୪ ତାରିଖରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ପରିଣୀତି ଓ ରାଘବ ଏକ ବଡ ୱେଡିଂ ସେଲିବ୍ରେସନର ପ୍ରସ୍ତୁତି କରୁଛନ୍ତି ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।…

ସନାତନ ଧର୍ମକୁ ନେଇ ବଢୁୁଥିବା ବିବାଦରୁ ବିଜେପି ଉଠାଉଛି ଲାଭ, କଂଗ୍ରେସକୁ ଚୁପ୍ ରହିବାକୁ ଦଳର ଶୀର୍ଷ ନେତାମାନେ ଦେଲେ ପରାମର୍ଶ

ହାଇଦ୍ରାବାଦ: ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ…

୭୩ ବର୍ଷରେ ଯୁବକଙ୍କୁ ବି ପଛରେ ପକାଇ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ , ରାଜ୍ କ’ଣ ରହିଛି ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୭୩ ବର୍ଷରେ ବି ତାଙ୍କ ମଧ୍ୟରେ ଏକ ଯୁବକର ଶକ୍ତି ଭରି ରହିଛି । ଗୋଟିଏ ଦିନରେ ସେ ୮ ସହରରେ ଅଲଗା ଅଲଗା ଇଭେଣ୍ଟ ଆଟେଣ୍ଡ କରିଥାନ୍ତି…

ଚାଣକ୍ୟ ନୀତି: ଭୁଲ୍‌ରେ ବି ପତ୍ନୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ପତି-ପତ୍ନୀଙ୍କ ସମ୍ବନ୍ଧ ଏତେ ସମ୍ବେଦନଶୀଳ ହୋଇଥାଏ ଯେ, ସାମାନ୍ୟ ମିଛ ଏହି ସଂପର୍କକୁ ନିମିଷକ ମଧ୍ୟରେ ଭାଙ୍ଗି ଦେଇପାରେ । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ବିବାହିତ ଜୀବନରେ ସୁଖୀ ରହିବା ଲାଗି କିଛି କଥା ଲୁଚାଇ…

(video)ବିଶ୍ୱର ସବୁଠାରୁ ବିଶାଳକାୟ ପିଆଜ ଯାହାର ଓଜନ ୯ କିଲୋ, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ପାଇବ ସ୍ଥାନ

ନୂଆଦିଲ୍ଲୀ: ପିଆଜର ବିଭିନ୍ନ କିସମ ବଜାରରେ ମିଳିଥାଏ । ଏକ ସାଧାରଣ ପିଆଜର ଓଜନ ୧୦୦ରୁ ୧୫୦ ଗ୍ରାମ ମଧ୍ୟରେ ହୋଇଥାଏ । କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତି ୯ କିଲୋ ଓଜନର ପିଆଜ ଅମଳ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି…

ପତ୍ନୀଙ୍କ ଡେଲିଭରୀ ଦେଖିବା ପରେ ଗମ୍ଭୀର ରୋଗରେ ପୀଡିତ ହେଲେ ବ୍ୟକ୍ତି, ହସ୍ପିଟାଲ ଉପରେ କଲେ ଏକ ବିଲିୟନ ଡଲାରର ମୋକଦ୍ଦମା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ହସ୍ପିଟାଲ ଉପରେ ଏକ ବିଲିୟନ ଡଲାରର ମୋକଦ୍ଦମା କରିଛନ୍ତି । ତାଙ୍କର ଅଭିଯୋଗ ପତ୍ନୀଙ୍କ ସିଜରିଆନ ଡେଲିଭରୀ ଦେଖିବା ପର ଠାରୁ ସେ ଅସୁସ୍ଥ ହୋଇପଡିଛନ୍ତି । ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆର ଏକ…

କାଶ ଓ ଛିଙ୍କରେ ବ୍ୟାପୁଛି ଚିକେନପକ୍ସର ନୂଆ ଭାରିଆଣ୍ଟ, କିପରି ସୁରକ୍ଷିତ ରହିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଚିକେନପକ୍ସ ଏକ ସଂକ୍ରାମକ ରୋଗ । ଏହି ରୋଗ ବେରିସେଲା ଜୋଷ୍ଟର ଭାଇରସ୍ କାରଣରୁ ହୋଇଥାଏ । ବୈଜ୍ଞାନିକଙ୍କୁ ଏହି ଘାତକ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି । ଏହି ନୂଆ ଭାରିଆଣ୍ଟକୁ କ୍ଲେଡ୍ ୯…

ସିଂହ ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ରାଶି ହୋଇଯିବେ ମାଲାମାଲ

ନୂଆଦିଲ୍ଲୀ: ବିଭିନ୍ନ ରାଶିରେ ଗ୍ରହ ଚଳନ ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ସେହିପରି ଧନ, ସୁଖ ଓ ଐଶ୍ୱର୍ଯ୍ୟର କାରକ ମନେ କରାଯାଉଥିବା ଶୁକ୍ର ଗ୍ରହ ଖୁବ୍ ଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।…

ଏହି ରାଜ୍ୟରେ ବଢୁଛି କୋଟିପତିଙ୍କ ସଂଖ୍ୟା, ବିନା ଚାକିରୀରେ ବି ବର୍ଷା ହେଉଛି ପଇସା, କ’ଣ ରହିଛି କାରଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଭାରତରେ ଜନସଂଖ୍ୟା ଯେପରି ବୃଦ୍ଧି ପାଉଛି ସେହିପରି କୋଟିପତିଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଭାରତର ଲୋକମାନେ ଏବେ କେବଳ ଗରିବୀ ରେଖାରୁ ବାହାରକୁ ଆସିନାହାନ୍ତି ବରଂ ଉଚ୍ଚ ଦରରେ ରୋଜଗାର କରି…