fbpx

୩୮ ବର୍ଷ ତଳେ ମାତ୍ର ୧୦,୦୦୦ ଟଙ୍କା ନିବେଶରେ ଆରମ୍ଭ ହୋଇଥିବା ସଂସ୍ଥା ଏବେ ଦେଶରେ ୩୦୦କୋଟିର କାରବାର କରୁଛି: ଉଦୟ କୋଟାକ

ନୂଆଦିଲ୍ଲୀ: ବିଲିଓନେୟାର ତଥା ପ୍ରତିଷ୍ଠିତ ବ୍ୟାଙ୍କର ଉଦୟ କୋଟାକ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ସେପ୍ଟେମ୍ବର ୨ରେ ଇସ୍ତଫା…

ଖୁଦୁରୁକୁଣୀ ଓଷାରେ ଆସିଲା ଦୁଃଖଦ ଖବର, ସାଙ୍ଗମାନଙ୍କ ସହ ନଦୀକୁ ବାଲୁକା ପୂଜା ପାଇଁ ଯାଇଥିବା ସମୟରେ ଭାସିଗଲେ ନାବାଳିକା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଝିଅମାନଙ୍କ ଖୁଦୁରୁକୁଣୀ ଓଷା ପର୍ବ । ଏହିଦିନ ଝିଅମାନେ ମା’ ମଙ୍ଗଳାଙ୍କ ଓଷା କରିଥାନ୍ତି । କିନ୍ତୁ ପର୍ବ ଆରମ୍ଭରୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି ସକାଳେ ଖୁଦୁରୁକୁଣୀ…

‘ସନାତନ ଧର୍ମ ଡେଙ୍ଗୁ ମ୍ୟାଲେରିଆ ପରି , ଏହାକୁ ବିରୋଧ ନ କରି ସମାପ୍ତ କରିଦେବା ଉଚିତ ବୋଲି କହିଲେ ଏହି ମନ୍ତ୍ରୀ’

ନୂଆଦିଲ୍ଲୀ:ତାମିଲନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଏକ ସଭାରେ…

ପ୍ରଗତି ମଇଦାନ ନିକଟରେ ଲାଇନଚ୍ୟୁତ ହେଲା ଟ୍ରେନ, ଅଳ୍ପକେ ରକ୍ଷା ହୋଇଗଲା ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ଏକ ବଡ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି । ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଏକ ଲୋକାଲ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହି ସମୟରେ ଟ୍ରେନରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ ।…

ଆଗକୁ କିପ୍ୟାଡ ମୋବାଇଲ ଫୋନରେ ମଧ୍ୟ କରିହେବ ୟୁପିଆଇ ପେମେଣ୍ଟ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଲେ ଆରବିଆଇ ଗଭର୍ଣ୍ଣର

ଇନ୍ଦୋର:ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଆଗକୁ ଫିଚର ଫୋନ୍ (କିପ୍ୟାଡ ମୋବାଇଲ ଫୋନ)ରେ ମଧ୍ୟ ୟୁପିଆଇ ପେମେଣ୍ଟ ସିଷ୍ଟମ ଅପରେଟ୍ କରିହେବ । ଏଥିପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି ।…

ଆଉ ନାହାନ୍ତି ଏହି ସୁପ୍ରସିଦ୍ଧ ତାମିଲ ଅଭିନେତା, ୬୬ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ:ଦକ୍ଷିଣ ଭାରତୀୟ ସିନେମା ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାମିଲ ସିନେମାର ସୁପ୍ରସିଦ୍ଧ ଅଭିନେତା ଆରଏସ୍ ଶିବାଜୀ ଶୁକ୍ରବାର (୨ ଡିସେମ୍ବର) ଦିନ ଚେନ୍ନାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…

କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ବଡ ପରିବର୍ତ୍ତନ: ସିଇଓ ପଦରୁ ଇସ୍ତଫା ଦେଲେ ଉଦୟ କୋଟାକ, କ’ଣ ରହିବ ପ୍ରଭାବ ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ପ୍ରତିଷ୍ଠିତ ବ୍ୟାଙ୍କର ଉଦୟ କୋଟାକ ଘରୋଇ ସେକ୍ଟରର କୋଟାକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କ କହିଛି…

ବ୍ୟାଙ୍କ ଲକର ସମ୍ବନ୍ଧିତ ଆରବିଆଇର ନୂଆ ନିୟମ, କୌଣସି କାରଣରୁ ଲକରରେ ରଖାଯାଇଥିବା ଆପଣଙ୍କ ବହୁମୂଲ୍ୟ ଜିନିଷ ପ୍ରତି କ୍ଷତି ପହଞ୍ଚିଲେ କିଏ…

ନୂଆଦିଲ୍ଲୀ: ଘରର ଟ୍ରେଜେରୀ ଠାରୁ ଅଧିକ ସୁରକ୍ଷିତ ବ୍ୟାଙ୍କ ଲକର ବୋଲି ଦେଶର ବହୁ ଲୋକ ମନେ କରିଥାନ୍ତି । କାରଣ ସେମାନେ ଭାବିଥାନ୍ତି ଏଠାରେ ସେମାନଙ୍କ ପଇସା, ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଧିକ ସୁରକ୍ଷିତ…

ଏଣିକି ଆଉ କରିପାରିବେ ନାହିଁ ଏକରୁ ଅଧିକ ବିବାହ, ବହୁବିବାହ ଉପରେ ପ୍ରତିବନ୍ଧ ଲଗାଇବାକୁ ୪୫ ଦିନ ମଧ୍ୟରେ ସରକାର ଆଣିବେ ଆଇନ

ନୂଆଦିଲ୍ଲୀ: ଆସାମ ସରକାର ବହୁ ବିବାହ(ଏକରୁ ଅଧିକ ବିବାହ) ଉପରେ ପ୍ରତିବନ୍ଧ ଲଗାଇବାକୁ ଖୁବ୍ ଶୀଘ୍ର ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିସୱା ସରମା ଏ ବିଷୟରେ ସୂଚନା ଦେଇଛନ୍ତି ।…

ପଇସା ରୋଜଗାର କରିବାର ସ୍ମାର୍ଟ ଉପାୟ , ଭିଡିଓ ଦେଖି ଆପଣ ବି ଆପଣାଇ ପାରିବେ

ସୋସିଆଲ ମିଡିଆରେ ଏବେ ଏକ ଭିନ୍ନ ପ୍ରକାରର ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ସ୍ୱତନ୍ତ୍ର ପ୍ରକାରର କାର୍ଯ୍ୟ ସଂପନ୍ନ କରୁଥିବାର ଦେଖିବାକୁ ମିଳୁଛି । ଏହା ଏପରି ଏକ କାମ ଯାହା…