fbpx

ରାତି ଅଧରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବଢାଇଦେଲେ ସରକାର, ଦେଶରେ ଖେଳିଯାଇଛି ହାହାକାର

ନୂଆଦିଲ୍ଲୀ:ଆର୍ଥିକ ସଙ୍କଟ ମଧ୍ୟରେ ଫସିରହିଥିବା ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପୁଣି ଦେଶର ଜନତାଙ୍କ ଉପରେ ଦରବୃଦ୍ଧିର ବଡ ଏକ ବିସ୍ଫୋରଣ ଘଟିଛି । ଶାହବାଜ ସରିଫ ସରକାରଙ୍କ କାର୍ଯ୍ୟକାଳ…

ଗାଁରେ ଗାଁରେ ବୁଲି ବିକୁଥିଲେ ମାଛ, ୧୫ ଅଗଷ୍ଟ କାର୍ଯ୍ୟକ୍ରମରେ ବିଶେଷ ଅତିଥି ହେବା ଲାଗି ଆସିଲା ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ଖଗଡିଆ:  ବିହାରର ବହୁ ଜିଲ୍ଲାର ମାଛ ଚାଷୀ ଓ ମନରେଗା ଯୋଜନାରେ ଜଡିତ ଶ୍ରମିକଙ୍କୁ ଦିଲ୍ଲୀରେ ଆୟୋଜିତ ହେଉଥିବା ସ୍ୱାଧୀନତା ଦିବସ ସମାରୋହରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ମିଳିଛି । ଖଗଡିଆ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିଲେ ନିଶ୍ଚୟ ଜିତିବେ, ଏହି ନେତାଙ୍କ ଦାବୀ

ନୂଆଦିଲ୍ଲୀ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ ତେବେ ନିଶ୍ଚିତ ରୂପରେ ସେ ବିଜୟ ଲାଭ କରିବେ । ଶିବସେନା ନେତା ସଞ୍ଜୟ ରାୱତ ଏହି ଦାବୀ କରିଛନ୍ତି । ସେ…

ମୋବାଇଲ୍ ବ୍ୟବହାରକାରୀ ସାବଧାନ , ଆଣ୍ଡ୍ରଏଡ୍ ର ଏହିସବୁ ଭର୍ସନରେ ଥିବା ଦୋଷ ଦୂର୍ବଳତାକୁ ନେଇ ସତର୍କ କରାଇଲା ସିଇଆରଟି

ନୂଆଦିଲ୍ଲୀ: କମ୍ପ୍ୟୁଟର ଏମର୍ଜେନ୍ସୀ ରେସପନ୍ସ ଟିମ୍ (ସିଇଆରଟି-ଇନ୍) ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ସତର୍କ ବାଣୀ ଶୁଣାଇଛି । ବିଭିନ୍ନ ଆଣ୍ଡ୍ରଏଡ୍ ଫୋନ୍ ର ବିଭିନ୍ନ ଭର୍ସନରେ ରହିଥିବା ଦୋଷ ଦୂର୍ବଳତାକୁ ନେଇ ଏହି…

“କରାଚୀ ଟୁ ନୋଏଡା’ ଲାଗି ମିଳିଗଲେ ସୀମାଙ୍କ ପ୍ରତିରୂପ, ଦିଲ୍ଲୀରେ ରହୁଥିବା ଏହି ନାୟିକା କିଏ ଆସନ୍ତୁ ଜାଣିବା

ମୁମ୍ବାଇ: ପାକିସ୍ତାନରୁ ନିଜର ୪ଟି ସନ୍ତାନଙ୍କୁ ସାଥିରେ ଧରି ଭାରତ ନିଜର ପ୍ରେମିକ ସଚିନ ପାଖକୁ ଚାଲି ଆସିଥିବା ସୀମା ହେଇଦରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଏବେ ସୀମା ଓ ସଚିନଙ୍କ ଉପରେ ନିର୍ମାଣ ହେବାକୁ…

ଘରର ଛାତ ଉପରେ ଏପରି ଭାବରେ ଲଗାଇଦେଲେ ଟମାଟୋ, ଏବେ ଅମଳ କରିଛନ୍ତି ଅଢେଇ କ୍ୱିଣ୍ଟାଲ

ଲକ୍ଷ୍ନୌ: ଏଇ ମାତ୍ର ଦିନେ କି ଦୁଇଦିନ ହେବ ଟମାଟୋ ଦର ହ୍ରାସ ପାଇଛି । କିନ୍ତୁ ଏହା ପୂର୍ବରୁ ଟମାଟୋ ଦର ଆକାଶ ଛୁଆଁ ଥିଲା । ବହୁ ରାଜ୍ୟରେ ଟମାଟୋ କିଲୋ ୩୦୦ଟଙ୍କା ଛୁଇଁଥିଲା । ଏହାରି ମଧ୍ୟରେ ଟମାଟୋକୁ ନେଇ ଦେଶର…

ଶିବଙ୍କ ଭକ୍ତିରେ ତଲ୍ଲୀନ ଥିଲେ ଶ୍ରଦ୍ଧାଳୁ, ମନ୍ଦିର ଉପରେ ଅଚାନକ ଅଜାଡି ହୋଇପଡିଲା କାଳ ପାହାଡ, ତା’ ପରେ…

ସିମଳା: ଆଜି ଥିଲା ଶ୍ରାବଣ ମଳମାସର ସୋମବାର । ବହୁସଂଖ୍ୟାରେ ଭକ୍ତ ଶିବମନ୍ଦିରରେ ପ୍ରଭୁଙ୍କୁ ପୂଜା କରିବା ଲାଗି ଭିଡ ଜମାଇଥିଲେ । ଏହି ସମୟରେ କାଳ ରୂପରେ ଅଚାନକ ପାହାଡ ଅଜାଡି ହୋଇପଡିଲା ପ୍ରଭୁ ଆଶୁତୋଷଙ୍କ ମନ୍ଦିର…

ଲାଲକିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ସମାରୋହ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର; ଏଥରର ବିଶେଷ ଅତିଥି ୪୦୦ ସରପଞ୍ଚ, ୨୫୦ କୃଷକ ଓ ବହୁ ନିର୍ମାଣ…

ନୂଆଦିଲ୍ଲୀ: ୭୭ ତମ ସ୍ୱାଧୀନତା ଦିବସର ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟାର ସମୟ ବାକି । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡ ୧୦ମ ଥର ଲାଗି ଲାଲକିଲ୍ଲାର ପ୍ରାଚୀରରୁ…

ବିଜେପିକୁ ଭୋଟ ଦେଉଥିବା ରାକ୍ଷସ, ଏହି ମହାଭାରତ ମାଟିରେ ମୁଁ ତୁମକୁ ଅଭିଶାପ ଦେଉଛି , କଂଗ୍ରେସ ସାଂସଦ ଦେଲେ ବିବାଦୀୟ ବୟାନ

ଚଣ୍ଡୀଗଡ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ରଣଦୀପ ସିଂହ ସୁରଜେୱାଲା ଏକ ଜନସଭାକୁ ସମ୍ବୋଧିିତ କରିବା ସମୟରେ ବିଜେପିକୁ ଭୋଟ ଦେଉଥିବା ବ୍ୟକ୍ତିଙ୍କୁ ରାକ୍ଷାସ ବୋଲି କହିଛନ୍ତି । କଂଗ୍ରେସ ପକ୍ଷରୁ…

ବୟସ୍କ ବ୍ୟକ୍ତି ଅନଲାଇନରେ କରୁଥିଲେ ଟିକେଟ କ୍ୟାନସେଲ, କଟିିଗଲା ୪ ଲକ୍ଷ ଟଙ୍କା, ଆପଣ ବି ସାବଧାନ ରୁହନ୍ତୁ

ନୂଆଦିଲ୍ଲୀ: ଜଣେ ୭୮ ବର୍ଷୀୟ ବ୍ୟକ୍ତିଙ୍କୁ ଟ୍ରେନ ଟିକେଟ କ୍ୟାନସେଲ କରିବା ଭାରି ପଡିଛି । ଲମ୍ବା ଧାଡିରେ ଛିଡା ହୋଇ ଟିକେଟ କ୍ୟାନସେଲ କରିବା ପରିବର୍ତ୍ତେ ଅନଲାଇନରେ କ୍ୟାନସେଲ କରିଦେବାକୁ ଉଚିତ ମଣିଥିବା ଏହି…