fbpx

INDIA ଏକ ଘମଣ୍ଡିଆ ମେଣ୍ଟ,ଏନଡିଏରେ ଦୁଇଟି ‘ଆଇ’ ଯୋଡି ଦେଇ ମେଣ୍ଟ ଗଢିଛନ୍ତି ବିରୋଧୀ

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଆଜି ଗୃହରେ ବିରୋଧୀ ମେଣ୍ଟକୁ କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଏହା ଇଣ୍ଡିଆ ମେଣ୍ଟ ନୁହେଁ ଏକ ଘମଣ୍ଡିଆ ମେଣ୍ଟ । ଏହା…

ବିରୋଧୀଙ୍କ ଉଦ୍ଦେଶ୍ୟରେ ଚୁଟକୀ ଲଗାଇଲେ ପ୍ରଧାନମନ୍ତ୍ରୀ, କହିଲେ ଗୁଡକୁ ଗୋବର କରିବାରେ ବେଶ୍ ମାହିର ଅଧୀର

ନୂଆଦିଲ୍ଲୀ: ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚାକୁ ନେଇ ଲୋକସଭାରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଏକ ମଜାଦାର ମନ୍ତବ୍ୟ ରଖିଛନ୍ତି ।…

ସଫେଇବାଲାଙ୍କୁ ଅପଶବ୍ଦ କହି ହରଡଘଣାରେ ମୌଲାନା, ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଅଞ୍ଚଳରୁ ଉଠିବନି ଅଳିଆ

ଇନ୍ଦୋର: ଏଠାରେ ଜଣେ ମୌଲାନାଙ୍କ ବିବାଦୀୟ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଫେଇ କର୍ମଚାରୀଙ୍କ ବିରୋଧ ପରେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅନୁସୂଚୀତ ଜାତି ଓ ଜନଜାତି ଅଧିନିୟମ ଆଧାରରେ ମାମଲା ରୁଜୁ…

ହାଇକୋର୍ଟ ପରିସରରେ ଘଟିଲା ଅଲୌକିକ ଘଟଣା, ଶିବଲିଙ୍ଗ ହଟାଇବାକୁ ନିର୍ଦ୍ଦେଶ ଦେଇ ମହାଦେବଙ୍କ କୋପର ଶିକାର ହେବା ପରେ ବଦଳିଲା ନିଷ୍ପତ୍ତି

କୋଲକାତା: କୋଲକାତାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । ଏଠିକାର ହାଇକୋର୍ଟରେ ଜମି ବିବାଦକୁ ନେଇ ଏକ ମାମଲା ଚାଲୁଥିଲା । ଦୁଇ ପକ୍ଷର ଓକିଲ ବିଚାରପତିଙ୍କ ସାମ୍ନାରେ ନିଜ ନିଜର ମୋହକିଲ ପକ୍ଷରୁ ଯୁକ୍ତି ଉପସ୍ଥାପନ…

ଜିମେଲ୍ ୟୁଜର୍ସଙ୍କ ଲାଗି ଗୁଗଲ ଜାରି କଲା ଆଲର୍ଟ, ଡିଲିଟ୍ କରୁଛି ଏହି ଲୋକଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ:ଗୁଗଲ ଜିମେଲ୍ ୟୁଜର୍ସଙ୍କୁ ପୁଣି ଥରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେଉଁ ବିଷୟରେ ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । ଯଦି ଆପଣଙ୍କ ପାଖରେ ଏପରି ଏକ ଜିମେଲ୍ ଆକାଉଣ୍ଟ ରହିଛି ଯାହାକୁ ଆପଣ କେବେ…

ଟମାଟୋ ପରେ ବଢିଲାଣି ପିଆଜର ମୂଲ୍ୟ, ଏବେ ୩୦ କିନ୍ତୁ ଆଉ କିଛି ଦିନରେ ୭୦ରେ ପହଞ୍ଚିବ

ନୂଆଦିଲ୍ଲୀ: ଟମାଟୋର ଆକାଶ ଛୁଆଁ ଦରକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟୀଙ୍କ ଲାଗି ଏବେ ଏକ ଖରାପ ଖବର । ଟମାଟୋ ପରେ ଏବେ ପିଆଜର ଦାମ୍ ବି ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ କିଲୋ ୧୫ ଟଙ୍କା ଥିବା ବେଳେ ଏବେ…

୧.୩୫ କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ସେବା, ସରକାରଙ୍କର ଏହି ଯୋଜନାରେ କେଉଁମାନେ ହେବେ ଉପକୃତ ଆସନ୍ତୁ ଜାଣିବା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଇନ୍ଦିରା ଗାନ୍ଧୀ ସ୍ମାର୍ଟଫୋନ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ରାଜ୍ୟରେ ୪୦୦ରୁ ଅଧିକ ମୋବାଇଲ ବିତରଣ କ୍ୟାମ୍ଫର ଉଦଘାଟନ କରିବେ । ଜନ ଆଧାର…

ଶସ୍ତା ହେଲା ଦୁଃଶ୍ଚିନ୍ତା, ଅପସ୍ମାର ଓ ଡାଇବେଟିସ ରୋଗର ମେଡିସିନ, ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ହ୍ରାସ କଲା ଏନପିପିଏ

ନୂଆଦିଲ୍ଲୀ: ଦୁଃଶ୍ଚିନ୍ତା, ଅପସ୍ମାର ଓ ଡାଇବେଟିସ ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ମେଡିସିନ ଗୁଡିକର ଦାମ୍ ଏବେ ହ୍ରାସ ପାଇଛି । କେନ୍ଦ୍ର ସରକାର ଏହି ସମସ୍ତ ମେଡିସିନକୁ ନିଜର ମୂଲ୍ୟ ନିୟନ୍ତ୍ରଣ ଅଧୀନକୁ…

ନୁହଁ ହିଂସାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର, ଗୋଡରେ ବାଜିଛି ଗୁଳି

ନୁହଁ:ନୁହଁ ହିଂସା ପରେ ହରିୟାଣା ପୋଲିସ ଲଗାତର ଆକ୍ସନ ମୁଡ୍ରେ ରହିଛି । ପୋଲିସ ଏବେ ନୁହଁ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଏହି ସମୟରେ ଜଣେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଛି । ଅଭିଯୁକ୍ତକୁ ଆହତ…

କାଖରେ ଛୋଟ ଛୁଆ ଧରି ନେପାଳରେ ଭିକ ମାଗୁଛନ୍ତି ଭାରତର କିଛି ଲୋକ, ପଚାରିଲେ କହୁଛନ୍ତି ଭାରତରେ ପଡିଛି ବିପର୍ଯ୍ୟୟ

କାଠମାଣ୍ଡୁ: ନେପାଳ ପୋଲିସ ଏବେ ଏକ ଡର୍ଜନରୁ ଅଧିକ ଭାରତୀୟଙ୍କୁ ଗିରଫ କରିଛି । ପୋଲିସର ଅଭିଯୋଗ ଏମାନେ ନିଜକୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି ବୋଲି କହି ନେପାଳରେ ଲୋକଙ୍କ ଠାରୁ ଭିକ ମାଗୁଥିିଲେ । ଏହି…