fbpx

ଗାଈ ହେବ କି ଭାରତର ଜାତୀୟ ପଶୁ, ବିଜେପି ସାଂସଦଙ୍କ ଏପରି ପ୍ରଶ୍ନରେ କ’ଣ ଉତ୍ତର ରଖିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜେ କିଷନ ରେଡ୍ଡୀ ସୋମବାର ସଂସଦରେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କର ଗାଈକୁ ଜାତୀୟ ପଶୁ ଘୋଷଣା କରିବାର କୌଣସି ଯୋଜନା ନାହିଁ । ସେ ଆହୁରି କହିଥିଲେ ବାଘ ଭାରତର ଜାତୀୟ ପଶୁ…

ଏକ ଫୁଲ ପ୍ଲେଟରେ ଖାଦ୍ୟ ଅଧିକ ନା ଦୁଇ ହାପ୍ ପ୍ଲେଟରେ ଖାଦ୍ୟ ଅଧିକ ? କେମିତି ପାଇବେ ପ୍ରଶ୍ନର ଉତ୍ତର ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ଆପଣ ବାହାରକୁ ଖାଦ୍ୟ ଖାଇବାକୁ ଯାଇଥାନ୍ତି କିମ୍ବା ଅନଲାଇନରେ ଖାଦ୍ୟ ଅର୍ଡର କରିଥାନ୍ତି ସେତେବେଳେ ଆପଣଙ୍କ ମନରେ ବଡ ପ୍ରଶ୍ନ ଉଠିଥାଏ ଯେ, ଏକ ଫୁଲ ପ୍ଲେଟ୍ ଅର୍ଡର କରିବେ କି ଦୁଇ ହାପ୍ ପ୍ଲେଟ…

ଏବେ ରେଳରେ ଯାତ୍ରା କରିବେ ବିଦେଶ , ୨୦୨୬ ସୁଦ୍ଧା ଏହି ସବୁ ଦେଶ ସହ ସଂଯୋଗ ହେବ ରେଳଲାଇନ୍, ରୁଟ୍ କ’ଣ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଟ୍ରେନରେ ବସି ଆପଣ ଦେଶ ମଧ୍ୟରେ ବିଭିନ୍ନ ସ୍ଥାନକୁ ତ ଯାତ୍ରା କରିପାରୁଥିଲେ । କିନ୍ତୁ ଏବେ ଟ୍ରେନରେ ବସି ଆପଣ ବିଧୋ ଯାତ୍ରା ବି କରିପାରିବେ । ମୋଦୀ ସରକାର ଭାରତ ଓ ଭୂଟାନ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ…

ଖରାପ ଭାଷା କହିବା ପିଲାର ଅଭ୍ୟାସ ପଡିଯାଇଛି କି ? ତୁରନ୍ତ ଆପଣାନ୍ତୁ ଏହି ଉପାୟ ବଦଳିଯିବ ଅଭ୍ୟାସ

ଛୋଟ ପିଲା ଅଜ୍ଞାନ ହୋଇଥାନ୍ତି । କୁହାଯାଏ କଅଁଳ ବୟସରେ ପିଲାମାନେ କଞ୍ଚାମାଟି ପରି ହୋଇଥାନ୍ତି । ଏପରି ସ୍ଥିତିରେ ସେମାନଙ୍କୁ ଯାହା ଶିଖାଯାଏ ସେମାନେ ତାହା ଶିଖିଥାନ୍ତି । ସେମାନେ ଯାହା ଦେଖିଥାନ୍ତି ଓ ଶୁଣିଥାନ୍ତି…

ନନଭେଜ୍ ଠାରୁ ଅଧିକ ମହଙ୍ଗା ହେଲା ଭେଜ୍ ଥାଳି, ଟମାଟୋ ସହିତ ଅନ୍ୟାନ୍ୟ ପନିପରିବାର ଦରବୃଦ୍ଧି କାରଣରୁ ୩୪ ପ୍ରତିଶତ ମହଙ୍ଗା ହେଲା ଶାକାହାରୀ…

ନୂଆଦିଲ୍ଲୀ:ଶାକାହାରୀ ଭୋଜନ କରୁଥିବା ଲୋକଙ୍କ ପାଇଁ ଏବେ ଚିନ୍ତା ବଢିଯାଇଛି । ବିଭିନ୍ନ ପନିପରିବାର ମୂଲ୍ୟ ଉଚ୍ଚା ରହିଥିବା ବେଳେ ବିଶେଷକରି ଟମାଟୋର ଚଢା ଦର ଶାକାହାରୀଙ୍କ ଭୋଜନ ଥାଳି ଉପରେ ମହଙ୍ଗା ମାଡ କରିଛି ।…

ସପ୍ତାହରେ କେବଳ ୫ ଦିନ ଖୋଲିବ ବ୍ୟାଙ୍କ; ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିିଲା ପ୍ରସ୍ତାବ, ଖୁବ୍ ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ:  ଯଦି ସବୁକିଛି ଠିକ୍ ରହିବ ତେବେ ବ୍ୟାଙ୍କ ପ୍ରତି ସପ୍ତାହରେ ୫ ଦିନ ଖୋଲା ରହିବ । ବ୍ୟାଙ୍କରେ ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ଓ ୨ ଦିନ ସାପ୍ତାହିକ ଛୁଟୀ ରହିବ । ବ୍ୟାଙ୍କର ଏହି ସାପ୍ତାହିକ ଅବକାଶକୁ…

ସାମ୍ନାକୁ ଆସିଲା ଚନ୍ଦ୍ରମାର ପ୍ରଥମ ଫଟୋ, କାଳ୍ପନିକ ଓ ପ୍ରକୃତ ସ୍ୱରୂପକୁ ନେଇ ଏବେ ସମସ୍ତ ମନରେ ପ୍ରଶ୍ନ କାହିଁକି ଚନ୍ଦ୍ରରେ ଏତେ ଦାଗ

ନୂଆଦିଲ୍ଲୀ: ଆମେ କୌଣସି ସୁନ୍ଦରୀ ନାରୀର ରୂପକୁ ବର୍ଣ୍ଣନା କରିବାକୁ ଯାଇ ତାକୁ ଚନ୍ଦ୍ରମା ସହିତ ତୁଳନା କରିଥାଉ । କିନ୍ତୁ ଚନ୍ଦ୍ରଯାନ ୩ ଦ୍ୱାରା ପଠାଯାଇଥିବା ଚନ୍ଦ୍ରର ପ୍ରଥମ ଫଟୋକୁ ଦେଖିଲେ କାହିଁକି ଲାଗୁ ନାହିଁ ତ…

ଦିଲ୍ଲୀ ଏମ୍ସ ଇମର୍ଜେନ୍ସି ୱାର୍ଡ ନିକଟରେ ଲାଗିଲା ନିଆଁ, ସମସ୍ତ ରୋଗୀଙ୍କୁ ଇମର୍ଜେନ୍ସି ୱାର୍ଡରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ସୋମବାର ଅଚାନକ ନିଆଁ ଲାଗିଯାଇଛି। ଏମ୍ସର ଏଣ୍ଡୋସ୍କୋପୀ ରୁମ୍ ରେ ଅଚାନକ ଏହି ନିଆଁ ଲାଗି ଯାଇଥିଲା । ଦିଲ୍ଲୀ ଅଗ୍ନି ନିର୍ବାପନ ସେବା ପକ୍ଷରୁ…

ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ; ଜଳ, ସ୍ଥଳ, ଆକାଶ ଏକ କରି ସାରିଲେଣି ଉଦ୍ଧାରକାରୀ ଦଳ , ତଥାପି ମିଳୁନିି ୨୦ ଲୋକଙ୍କ ସନ୍ଧାନ

ଡେରାଡୁନ: ଶୁକ୍ରବାର ମଧ୍ୟରାତ୍ରୀରେ ଆସିଥିବା ଭୂୂସ୍ଖଳନରେ ନିଖୋଜ ହୋଇଥିବା ୨୦ ଲୋକଙ୍କର ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଲଗାତର ଏହି ନିଖୋଜ ଲୋକଙ୍କ ସନ୍ଧାନରେ ଜଳ,ସ୍ଥଳ, ଆକାଶ ଏକାଠି…

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା

ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ…