fbpx

ଆଉ ଏକ ବଡ ଟ୍ରେନ୍ ଦୁର୍ଘଟଣା, ସର୍ଟ ସର୍କିଟ୍ ଯୋଗୁ ଫାଲକନୁମା ଏକ୍ସପ୍ରେସ୍ ରେ ଲାଗିଗଲା ନିଆଁ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଏବେବି ଲୋକଙ୍କୁ ମନରୁ ଲିଭିନାହିଁ । ଏହା ପରେ ପରେ ଦେଶରେ କେଉଁଠି ନା କେଉଁଠି ଟ୍ରେନ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏବେ ହାୱଡାରୁ…

ପାକିସ୍ତାନକୁ ଝଟକା, ସିନ୍ଧୁ ଜଳ ଆବଣ୍ଟନ କ୍ଷେତ୍ରରେ ମଧ୍ୟସ୍ଥତା କରୁଥିବା ଅଦାଲତର ନିଷ୍ପତ୍ତିକୁ ମାନିବନି ଭାରତ

ନୂଆଦିଲ୍ଲୀ: ସିନ୍ଧୁ ନଦୀ ଜଳ ଆବଣ୍ଟନ କ୍ଷେତ୍ରରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଗତ ଗୁରୁବାର ପାକିସ୍ତାନ ଆଶା ପ୍ରକାଶ କରିଥିଲା ଯେ, ଭାରତ ସିନ୍ଧୁ ଜଳ ସନ୍ଧି ସଦଭାବନାକୁ ଲାଗୁ…

 (video) ମା’ କୋଳରେ ଥିଲେ ଭୟ କାହାକୁ, ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓଟି ଆପଣଙ୍କୁ ଭାବୁକ କରିଦେବ ନିଶ୍ଚୟ

ନୂଆଦିଲ୍ଲୀ: ଦୁନିଆରେ ଆମକୁ ସବୁଠାରୁ ଅଧିକ ମା’ ହିଁ ଭଲ ପାଇଥାଏ । କେବଳ ଭଲ ପାଇଥାଏ ନୁହେଁ ସନ୍ତାନ ଲାଗି ମା ନିଜ ଜୀବନକୁ ବାଜି ଲଗାଇ ଦେବାକୁ ବି ପଛାଏ ନାହିଁ । ସେଥିପାଇଁ ମାକୁ ଭଗବାନଙ୍କ ଠାରୁ ବି ଉଚ୍ଚା ଆସନ…

ଘରେ ସାଇତି ରଖନ୍ତୁନି ଏହିସବୁ ଅବ୍ୟବହୃତ ପୁରୁଣା ଜିନିଷ, ବାସ୍ତୁ ଦୋଷ ଲାଗି ହୋଇଯିବେ କାଙ୍ଗାଳ

ଆମ ମଧ୍ୟରେ ଏପରି ସ୍ୱଭାବର ବହୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଘରେ ବହୁ ବର୍ଷ ତଳର ପୁରୁଣା ଅଦରକାରୀ ଜିନିଷକୁ ସାଇତି କରି ରଖିଥାନ୍ତି । ଏହିସବୁ ଜିନିଷ ସେମାନଙ୍କର କିଛି କାମରେ ନ ଆସୁଥଇଲେ ବି ସେମାନେ ତାହା ନିଜ…

ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହେଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ବସ୍, ୨ ମୃତ ବହୁ ଲୋକ ଗୁରୁତର

ବିଳାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ସାମିଲ ହେବାକୁ ରାୟପୁର ଯାଉଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ବସ୍ ବେଲତରା ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହୋଇ ଯିବା ଫଳରେ ୨ ଜଣଙ୍କର…

ରାହୁଲଙ୍କ ବିରୁଦ୍ଧରେ ‘ମୋଦୀ ସରନେମ୍’ ମାନହାନି ମାମଲା, ସଜା କାଏମ ରହିବ କି ମିଳିବ ମୁକ୍ତି?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦୀ ସରନେମ୍ ମାନହାନି ମାମଲାରେ ୨ ବର୍ଷ ସଜା ଶୁଣାଇଥିଲେ । ତେବେ ଏହା ବିରୁଦ୍ଧରେ ରାହୁଲ ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ…

ଜାତକରେ ଗ୍ରହ ସମ୍ବନ୍ଧିତ କିଛି ଦୋଷ ରହିଛି କି ? ପବିତ୍ର ଶ୍ରାବଣରେ ଦାନ କରନ୍ତୁ ଏହିସବୁ ଜିନିଷ ଦୂର ହୋଇଯିବ ଗ୍ରହଦୋଷ

ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି…

ବିଲରୁ ଚୋରୀ ହେଲା ୨.୫ ଲକ୍ଷ ଟଙ୍କାର ଟମାଟୋ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ବାଙ୍ଗାଲୁର: ଏବେ ଦେଶରେ ଟମାଟୋ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଗତ କିଛି ଦିନ ହେବ ଟମାଟୋର ଚଢା ମୂଲ୍ୟ ଯୋଗୁ ଲାଭଖୋର ବେପାରୀମାନେ ବି ଏହାର କଳାବଜାରୀ କରିବା ଆରମ୍ଭ କରି ଦେଇଛନ୍ତି । ଦାମ୍ ଚଢା ରହିଥିବାରୁ ଲୋକମାନେ…

ଆମେରିକା, ଚୀନ୍, ବ୍ରିଟେନ ପରି ବିଶ୍ୱର ବଡ ବଡ ଦେଶକୁ ପଛରେ ପକାଇ ଦେଲା ଭାରତ, ତେବେ ଏହା କେଉଁ ମାମଲାରେ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ସାମିଲ ହୋଇଛି । ଆର୍ଥିକ କ୍ଷେତ୍ରରେ ଭାରତର ଏହି ଦ୍ରୁତ ପ୍ରଗତି ଲାଗି ଭାରତ ବିଶ୍ୱସ୍ତରରେ ପ୍ରଶଂସା ବି ସାଉଁଟିବାରେ ଲାଗିଛି । ଏବେ ଭାରତର…

ଗ୍ରେଟା ଥନବର୍ଗଙ୍କ ଉପରେ ପୋଲିସ ଆଦେଶ ଅବମାନନା ଅଭିଯୋଗ, ୬ମାସ ଜେଲ୍ କିମ୍ବା ଦେବାକୁ ପଡିପାରେ ମୋଟା ରକମର ଜୋରିମାନା

ଷ୍ଟକହୋମ୍: ସ୍ୱିଡେନର ଖ୍ୟାତନାମା ପରିବେଶବିତ୍ ତଥା ଜଳବାୟୁ ସୁରକ୍ଷା କର୍ମୀ ଗ୍ରେଟା ଥନବର୍ଗଙ୍କ ଉପରେ ପୋଲିସ ଆଦେଶ ଅବମାନନା କରିଥିବାର ଅଭିଯୋଗ ଲାଗିଛି । ସ୍ୱିଡେନର ଏକ ସମ୍ବାଦପତ୍ରର ରିପୋର୍ଟ ଅନୁଯାୟୀ ଗତ ଜୁନ୍…