fbpx

ବର୍ଷାଦିନେ ଖାଆନ୍ତୁନି ଏହିସବୁ ଖାଦ୍ୟ, ଅନ୍ୟଥା ଖୁବ୍ ଶୀଘ୍ର ହୋଇପଡିିବେ ବିଭିନ୍ନ ସଂକ୍ରମଣର ଶିକାର

ନୂଆଦିଲ୍ଲୀ:ବର୍ଷା ଦିନ ଆସିଲେ ଗରମରୁ ମୁକ୍ତି ମିଳିଯାଏ ଏହା ସତ କିନ୍ତୁ ବର୍ଷା ଦିନ ନିଜ ସହିତ ବହୁ ରୋଗ ସାଥିରେ ଧରି ଆସିଥାଏ । ଏପରି ସ୍ଥିତିରେ ପ୍ରତି ବ୍ୟକ୍ତି ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏହି…

ବର୍ଷା ଦିନେ ଓଦାଳିଆ ହୋଇଯାଉଛି କି ଚିନି, ଆପଣାନ୍ତୁ ଏହି ଉପାୟ ଦେଖିବେ ଗୋଟା ଗୋଟା ରହିବ ଚିନି

ବର୍ଷା ଦିନେ ଚିନି ଓ ଲୁଣ ଶୀଘ୍ର ଖରାପ ହୋଇଯାଏ । ବର୍ଷା ଋତୁରେ ଜଳବାୟୁ ଅଧିକ ଆର୍ଦ୍ର ରହୁଥିବା କାରଣରୁ ଏପରି ହୋଇଥାଏ । ଚିନି ଓଦାଳିଆ ହୋଇଯିବାରୁ ଏହା ଡବା ଢାଙ୍କୁଣୀରେ ଲାଖି ରହିଯାଏ ଫଳରେ ଡବାକୁ ଟାଇଟ୍ କରି ବନ୍ଦ…

କର୍ମଚାରୀଙ୍କୁ ରିଲାକ୍ସ ଓ ରିଚାର୍ଜ କରିବା ଲାଗି କମ୍ପାନୀ ଦେଲା ଲଗାତର ୯ ଦିନ ଛୁଟି, ମଉଜ ମସ୍ତୀ କରିବେ ଓ ଦରମା ବି ପାଇବେ

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି କେଉଁ କମ୍ପାନୀ ଦାମୀ ଉପହାର କିମ୍ବା ମଝିରେ ମଝିରେ ଫେଷ୍ଟିଭାଲ୍ ସମୟରେ ଉପହାର ଦେବା କଥା ଆପଣ ଜାଣିଥିବେ । କିନ୍ତୁ ଏବେ କର୍ମଚାରୀଙ୍କୁ ଖୁସି ରଖିବା ଲାଗି…

ଇସ୍ତଫା ଏକ ଗୁଜବ, ତାଙ୍କ ବିରୋଧରେ କିଏ ଏଭଳି ଅପପ୍ରଚାର କରୁଛି ବୋଲି ଦଳୀୟ ସଦସ୍ୟଙ୍କୁ କହିଲେ ସିନ୍ଦେ

ମୁମ୍ବାଇ: ଅଜିତ ପାୱାରଙ୍କ ଏଣ୍ଟ୍ରୀ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ବଢିଯାଇଥିବା ଅଶାନ୍ତି ଏବେ ଶାନ୍ତ ପଡିବାକୁ ଯାଉଛି । ପାର୍ଟି କହିଛି ସରକାରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)…

ପୁଣି ଚର୍ଚ୍ଚାକୁ ଆସିଲା ଦଳ ବଦଳ ବିରୋଧୀ ଆଇନ, ୯ ଘଣ୍ଟାରେ ୩ ଥର ଦଳ ବଦଳାଇଥିବା ବିଧାୟକଙ୍କ ଠାରୁ ଆରମ୍ଭ ହୋଇଥିଲା ଆୟା ରାମ ଗୟା ରାମ କାହାଣୀ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ପରେ ପୁଣି ଥରେ ଦଳ ବଦଳ ବିରୋଧୀ ଆଇନକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଏନସିପିର ୮ ଜଣ ବିଧାୟକଙ୍କୁ ଧରି…

କପିଲ ଶର୍ମା ଶୋରେ ପଡିଲା ତାଲା, ଅର୍ଚ୍ଚନାଙ୍କୁ ଛାଡି ଟିମ୍ ର ଅନ୍ୟ ସଦସ୍ୟଙ୍କୁୁ ଧରି କେଉଁଆଡେ ଗଲେ କପିଲ

ମୁମ୍ବାଇ:କପିଲ ଶର୍ମା ଶୋର ଦର୍ଶକଙ୍କ ଲାଗି ଏବେ ଏକ ଖରାପ ଖବର ଆସିଛି । କପିଲ ନିଜ ଶୋରେ ତାଲା ଲଗାଇ ଦେଇଛନ୍ତି । ଗତ ରାତିରେ ସେ ନିଜ ଟିମ୍ ସହ ଆମେରିକା ବାହାରିଛନ୍ତିି । କପିଲ ଏବଂ ତାଙ୍କ ଟିମ୍ ଆମେରିକାର ଅଲଗା…

ମୋଟର ଭେଇକିଲ୍ ଆକ୍ଟ ୧୯୮୮ ଅନୁଯାୟୀ ୧୬ ବର୍ଷରେ ବି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କଣ ରହିଛି ତରିକା

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଛୁ ଯେ, ଗାଡି ଚଳାଇବାକୁ ଡ୍ରାଇଭିଂ ଲାଇସେନ୍ସ ଥିବା ନିହାତି ଜରୁରୀ । ଅନ୍ୟପକ୍ଷରେ ୧୮ ବର୍ଷ ପୂର୍ବରୁ ଏହି ଡ୍ରାଇଭିଂ ଲାଇସେନ୍ସ କରିହେବ ନାହିଁ । ତେବେ ୧୮ ବର୍ଷରୁ କମ୍ ବୟସରେ କିପରି…

ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ର ବଡ ନିଷ୍ପତ୍ତି, ଆସିଷ୍ଟାଣ୍ଟ ପ୍ରଫେସର ହେବାକୁ ଏଣିକି ଆଉ ପିଏଚଡି କରିଥିବା ଅନିବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ପାଇବାକୁ ପିଏଚଡି ଯୋଗ୍ୟତା ୧ ଜୁଲାଇ ୨୦୨୩ରୁ କେବଳ ଏକ ବିକଳ୍ପ ଭାବରେ ବିଚାର କରାଯିବ । ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ…

ଚକ୍ରି ଦୋଳିରେ ୩ ଘଣ୍ଟା ପର୍ଯ୍ୟନ୍ତ ଓଲଟା ଝୁଲି ରହିଲେ ୭ ଶିଶୁ , ସାମ୍ନାକୁ ଆସିଲା ଭୟାବହ ଭିଡିଓ

ନୂଆଦିଲ୍ଲୀ: ପିଲାଦିନେ ସମସ୍ତେ ଚକ୍ରି ଦୋଳିରେ କେବେ ନା କେବେ ବସିଥିବେ ନିଶ୍ଚୟ । କିନ୍ତୁ ସହରରେ ଆଡଭେନଚର୍ ପାର୍କମାନଙ୍କରେ ଥିବା ଏହି ଚକ୍ରି ଦୋଳିରେ ବହୁ ସମୟରେ ଦୁର୍ଘଟଣାମାନ ଘଟିଯାଏ । ଏବେ ଆମେରିକାରେ ଏପରି…

ବିନା ବିଜୁଳିରେ ବି ସହଜ ଉପାୟରେ କରିପାରିବେ ଡ୍ରେସ୍ ଆଇରନ୍, କଣ ସବୁ ଉପାୟ ରହିଛି ଆସନ୍ତୁ ଜାଣିନେବା

ଡ୍ରେସ୍ ଆଇରନ୍ କରିିବା ବହୁ ଲୋକଙ୍କ ଲାଗି ଏକ ବଡ କଠିନ କାମ ହୋଇଥାଏ । ବହୁ ଲୋକ ନିଜେ ଆଇରନ୍ ନ କରି ବାହାରେ ଆଇରନ୍ ଦୋକାନରେ କପଡା ଦେଇ ଦିଅନ୍ତି । କିନ୍ତୁ ଯଦି ଦୋକାନୀ ଠିକ୍ ସମୟରେ ଆପଣଙ୍କୁ କପଡା ଆଇରନ୍ କରି ଦେଇ…