fbpx

ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ : ସୁରକ୍ଷା ଦୃଷ୍ଟିରୁ ୭୪,୦୦୦ ଲୋକ ଓ ୨୦,୦୦୦ ପଶୁଙ୍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ:ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଗୁଜୁରାଟ ଉପକୂଳରୁ ଏହା ଏବେ ୧୮୦ କିଲୋମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ବିପର୍ଯ୍ୟୟ ଆଜି…

ଆଜି ଶ୍ରୀଜୀଉଙ୍କ ସୁସ୍ଥତାର ସମ୍ବାଦ ଗଜପତି ମହାରାଜାଙ୍କୁ ଦେବେ ଦଇତାପତି ସେବାୟତ: ଅଣସର ପ୍ରସାଦ ବି ପାଇବେ ଗଜପତି

ଭୁବନେଶ୍ୱର:୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଅଣସର ଘରେ ରହି ଦଇତାପତିଙ୍କ ସେବା ଶୁଶ୍ରୁଷାରେ ଏବେ ସୁସ୍ଥ ହୋଇଛନ୍ତି ପ୍ରଭୁ । ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁସ୍ଥତାର…

ଗାଁଠୁ ସହର ସବୁଠି ଜମିଛି ରଜର ଆସର: ପାନ ଓ ପୁର ପିଠା ବାସ୍ନାରେ ମହକୁଛି ସବୁରି ଘର

ଓଡିଶାର ଗଣପର୍ବ ରଜ ଉତ୍ସବର ଆଜି ଦ୍ୱିତୀୟ ଦିନ । ଅର୍ଥାତ୍ ଆଜି ରଜ ସଂକ୍ରାନ୍ତି । ରଜ ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ…

ରାତି ଅଧରେ ରହସ୍ୟଜନକ ଭାବରେ ଘର ଭିତରେ ଲାଗିଗଲା ନିଆଁ, ଶୋଇଥିବା ଅବସ୍ଥାରେ ଜଳିଗଲେ ମା ସହ ୫ ଶିଶୁ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ସଂପୂର୍ଣ୍ଣ ରହସ୍ୟମୟ ପରିସ୍ଥିତିରେ ଏକ ଘରେ ନିଆଁ ଲାଗିଯାଇ ଗୋଟିଏ ପରିବାରର ୬ ଜଣ ଲୋକ ଜୀବନ୍ତ ଜଳି ଯାଇଛନ୍ତି ।…

ଛାତ୍ରଛାତ୍ରୀଙ୍କ ଲାଗି ଲକି ଚାର୍ମ ଏହି ଲାଇବ୍ରେରୀ, ୬ ମାସ ପଢି ପାଉଛନ୍ତିି ବଡ ପଦପଦବୀରେ ନିଯୁକ୍ତି

ନୂଆଦିଲ୍ଲୀ:ବିହାରର ବକ୍ସର ଜିଲ୍ଲାରେ ଏପରି ଏକ ଲାଇବ୍ରେରୀ ଖୋଲାଯାଇଛି ଯେଉଁଠାରେ ପଢି ଏବେ ପ୍ରାୟ ପିଲା ବଡ ବଡ ସରକାରୀ ପଦ ପଦବୀରେ ଆସୀନ ହୋଇ ପାରିଛନ୍ତି । ଏଠି ପଢୁଥିବା  ବହୁ ଛାତ୍ର ଛାତ୍ରୀ  ମାତ୍ର ୬ ମାସର…

ଇମର୍ଜେନ୍ସିରେ ତତ୍କାଳ ଟିକେଟ୍ ନ ମିଳିଲେ ବି ଟ୍ରେନରେ ଯାତ୍ରା ସମ୍ଭବ, କ’ଣ ରହିଛି ରେଳବିଭାଗର ନିୟମ

ନୂଆଦିଲ୍ଲୀ:ଯଦି କୌଣସି ବ୍ୟକ୍ତିଙ୍କୁ ଅଚାନକ କେଉଁଠାକୁ ଯିବାକୁ ପଡିଲା ତେବେ ସେ ଟ୍ରେନ୍ ରେ ତତ୍କାଳ ଟିକେଟ୍ କରି ବାହାରି ପଡନ୍ତି । କିନ୍ତୁ ଯଦି ତତ୍କାଳ ବିକଳ୍ପ ବି ତାଙ୍କ ପାଇଁ ନାହିଁ ଏବଂ ତାଙ୍କ ପାଇଁ ଏହି…

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ସମ୍ମାନ, ବ୍ୟାଙ୍କିଂ ସେବା କ୍ଷେତ୍ରରେ…

ନୂଆଦିଲ୍ଲୀ:ଭାରତର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ ଗଭର୍ଣ୍ଣର ଅପ୍ ଦି ଇୟର ସମ୍ମାନ ଦିଆଯାଇଛି । ଏଠାରେ ସୂଚାଇ…

ରଖେ ହରି ତ ମାରେ କିଏ: ବାପା-ମା’ଙ୍କ ମୃତଦେହ ସହିତ ରହିଥିଲା ୪ଦିନର ଶିଶୁ , ୩ ଦିନ ପରେ ଜୀବନ୍ତ ଉଦ୍ଧାର

ଡେରାଡୁନ୍:ଉତ୍ତରାଖଣ୍ଡ ଡେରାଡୁନ୍ ରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ଏଠାରେ ଏକ ଘରୁ ପତିପତ୍ନୀଙ୍କ ମୃତଦେହ ମିଳିଛି । ତିନି ଦିନ ତଳେ ଏମାନଙ୍କ ମୃତ୍ୟୁ ହୋଇଥିବାରୁ ମୃତଦେହ ସଢି ଯାଇଛି । କିନ୍ତୁ…

ପୁରୁଷଙ୍କୁ ଲୁଙ୍ଗି ଓ ମହିଳାଙ୍କୁ ନାଇଟ୍ ପିନ୍ଧି ବାହାରକୁ ଆସିବା ମନା, କେଉଁଠାରେ ଲାଗୁ ହେଲା ଏପରି ନିୟମ ଆସନ୍ତୁ ଜାଣିବା

ଗ୍ରେଟର ନୋଏଡା:ବେଳେ ବେଳେ ବିଭିନ୍ନ ସମାଜ ପକ୍ଷରୁ ଅଜବ ନିୟମ ସବୁ ଲାଗୁ କରାଯାଏ । ଏହିପରି ଏକ ନିୟମ ଏବେ ଲାଗୁ କରାଯାଇଛି ଗ୍ରେଟର ନୋଏଡାରେ । ଗ୍ରେଟର ନୋଏଡା ସ୍ଥିତ ହିମସାଗର ଆପାର୍ଟମେଣ୍ଟ ସୋସାଇଟି ପକ୍ଷରୁ ସେଠାରେ…

(Video) ଇଂଜିନରୁ ଅଲଗା ହୋଇଗଲା ଟ୍ରେନ୍ , ପ୍ରାୟ ୩୦୦ ମିଟର ଅଲଗା ହେବା ପରେ ଅଟକାଇଲେ ଲୋକୋପାଇଲଟ୍

ଭୁବନେଶ୍ୱର: ରାଜ୍ୟରେ ଯେମିତି ଟ୍ରେନ୍ ଦୁର୍ଘଟଣା ଥମିବାର ନା ଧରୁନାହିଁ । ବାହ।ନଗା ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହା ପରେ ପରେ ମଧ୍ୟ ରାଜ୍ୟର କେଉଁଠି ନା କେଉଁଠି ଛୋଟ ମୋଟ ଦୁର୍ଘଟଣା…