fbpx

ଅତ୍ୟନ୍ତ ବୀଭତ୍ସ: ଜମି ପାଇଁ ବଡ ଭାଇକୁ କଟୁରୀରେ ହାଣି ମାରିଲା ସାନ ଭାଇ

ପଟ୍ଟାମୁଣ୍ଡାଇ :ଜମିଜମା କଳହକୁ କେନ୍ଦ୍ର କରି ବଡ ଭାଇକୁ ହାଣିଲା ସାନଭାଇ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ୩୭ ବର୍ଷିୟ ଅନୁପମ ବେହେରାକୁ ତାଙ୍କ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ…

କମାଲ କରିଦେଲା ଲିଓ, ମାତ୍ର ଗୋଟିଏ ମିନଟ୍ ରେ ଏପରି କାମ କରି ଦେଖାଇଲା ଯାହା ଆପଣ ଚିନ୍ତା ବି କରିପାରିବେ ନାହିଁ

ନୂଆଦିଲ୍ଲୀ:ଏହି କୁକୁର ଏକ ମିନିଟ୍ ରେ ଏପରି କିଛି କରି ଦେଖାଇଛି ଯାହା କେହି କେବେ ଚିନ୍ତା ବି କରିପାରିବେ ନାହିଁ । ସେ ସମସ୍ତ ପୁରୁଣା ୱାର୍ଲ୍ଡ ରେକର୍ଡକୁ ଭାଙ୍ଗି ଗିନିଜ୍ ବୁକ୍ ରେ ଏବେ ନିଜ ନାମ ଦାଖଲ କରିପାରିଛି…

ପ୍ରଭାବ ଦେଖାଇଲାଣି ବିପର୍ଯ୍ୟୟ, ଗୁଜୁରାଟର ବିଭିନ୍ନ ସ୍ଥାନରେ ଗଛ ପଡି ୪ ଜଣଙ୍କ ଜୀବନହାନୀ

ନୂଆଦିଲ୍ଲୀ: ୧୫ ଜୁନ୍ ରେ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଏହି ପ୍ରବଳ ଘୂର୍ଣ୍ଣିଝଡ ସଂପୂର୍ଣ୍ଣ ଭାବରେ ପହଞ୍ଚିବାକୁ ଆହୁରି ସମୟ ବାକି ଥିବା ବେଳେ…

ଜମିଲାଣି ରଜର ଆସର, ଗାଁଠୁ ସହର ସବୁଠି ମନମତାଣିଆ ରଜ ଦୋଳି ଗୀତକୁ ପାନ ଆଉ ପୋଡପିଠାର ମହକ

ଓଡିଶା ଭାସ୍କର:ଓଡିଶାରେ ଏବେ ପାଳିତ ହେଉଛି ରଜପର୍ବ । ଏହି ପର୍ବକୁ ନେଇ ସମସ୍ତଙ୍କ ମନରେ ବର୍ଷକ ସାରା ବେଶ୍ ଉତ୍ସାହ ଭରି ରହିଥାଏ । ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ…

ପ୍ରଳୟ ରଚିବ ବିପର୍ଯ୍ୟୟ, କେରଳ ଓ ମୁମ୍ବାଇ ସମୁଦ୍ରରେ ଦେଖାଦେଲାଣି ପ୍ରଭାବ, ୧୦,୦୦୦ଲୋକ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ଅଧିକାରୀଙ୍କ ସୂଚନା ଅନୁଯାୟୀ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ଗୁଜୁରାଟର…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରିୟଙ୍କାଙ୍କ ଜୋରଦାର ପ୍ରଚାର, ୬ ପ୍ରତିଶ୍ରୁତି ମଧ୍ୟରେ ରହିଛି ୫୦୦ ଟଙ୍କାରେ ସିଲିଣ୍ଡର ଓ ୧୦୦…

ଜବଲପୁର: ରାଜସ୍ଥାନ, ଛତିଶଗଡ ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଜବଲପୁରରୁ…

କୋୱିନ୍ ଟୀକା ଲାଗି ପଞ୍ଜିକରଣ ନିମନ୍ତେ ଦିଆଯାଇଥିବା ତଥ୍ୟ ଲିକ୍ , ହ୍ୟାକର ହାତରେ ପଡିଗଲେ ଶୂନ ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ:କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡାଟା ଏବେ ଲିକ୍ ହୋଇ ଯାଇଛି । ଏହି ଡାଟା ଏବେ ଟେଲିଗ୍ରାମରେ ଉପଲବ୍ଧ । କୋୱିନ୍ ଟୀକା ଲାଗି ପଞ୍ଜିକରଣ ନିମନ୍ତେ ଦିଆଯାଇଥିବା ତଥ୍ୟ ଲିକ୍ ହୋଇଯାଇଛି ।…

ଜି ୨୦ରେ ଜୟଶଙ୍କରଙ୍କ ଟିପ୍ପଣୀ:ଜନତାଙ୍କ ସହ ସଂକଟରେ ଛିଡା ହୋଇଥାଏ ଭାରତ କିନ୍ତୁ ଭଗବାନଙ୍କ ଭରସାରେ ଲୋକଙ୍କୁ ଛାଡି ଦେଇଥାନ୍ତି ବିକଶିତ ଦେଶ

ବାରଣାସୀ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ସଂକଟ ସମୟରେ ଭାରତ ନିଜ ନାଗରିକଙ୍କ ସହ ବିଦେଶରେ ସବୁବେଳେ ଛିଡା ହୋଇଥାଏ । କିନ୍ତୁ ବିଶ୍ୱର ବିକଶିତ ଦେଶମାନେ ନିଜ ନାଗରିକଙ୍କୁ ସର୍ବଦା ଭଗବାନଙ୍କ ଭରସାରେ ଛାଡି…

ରାସ୍ତା କଡରେ ଛିଡା ହୋଇଥିବା ଲରୀକୁ ପିଟିଲା କାର୍, ୨ ମହିଳା ଓ ଜଣେ ଶିଶୁକୁ ମିଶାଇ ଗୋଟିଏ ପରିବାରର ୬ ମୃତ

ରାଜାମହେନ୍ଦ୍ରଭରମ୍:ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଏକ ଲରୀକୁ ଧକ୍କା ଦେବାରୁୁ ଏହି ମର୍ମନ୍ତୁଦ…

ବିଦ୍ୟୁତ୍ କାଟ୍ କୁ ବିରୋଧ କରି ଛାତ୍ର କଂଗ୍ରେସର ଶକ୍ତି ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର:ରାଜ୍ୟରେ ଏବେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି । କିନ୍ତୁ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହାର ବିରୋଧ କରି ଆଜି ଛାତ୍ର କଂଗ୍ରେସ…