fbpx

ସାନ୍ ଫ୍ରାନସିସକୋରେ ରାହୁଲଙ୍କ ମୋଦୀଙ୍କୁ ନିଶାନା, କହିଲେ ଆମେ ପ୍ରେମ ବଦଳରେ ଘୃଣାକୁ ହରାଇବା

ସାନ୍ ଫ୍ରାନସିସକୋ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଆମେରିକା ଗସ୍ତରେ ଯାଇ ସାନ୍ ଫ୍ରାନସିସକୋରେ ପହଞ୍ଚିଛନ୍ତି । ସେଠାରେ  ସେ ଭାରତୀୟଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଅବସରରେ…

ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ, ସ୍ୱତନ୍ତ୍ର ନୀତି ଲାଗି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର:ଅପରାହ୍ମ ୧ଟାରୁ ୫ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । କାରଣ ଆଜି ହେଉଛି ଏକାଦଶୀ ତିଥି । ଏହି ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ…

ସୌରମଣ୍ଡଳ ବାହାରେ ବୃହତ୍ତ ଗ୍ରହର ସନ୍ଧାନ, ବୃହସ୍ପତିି ଠାରୁ ୧୩ ଗୁଣ ବଡ

ନୂଆଦିଲ୍ଲୀ:ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆର୍ ଏଲ୍) ଅହମ୍ମଦାବାଦର ପ୍ରଫେସର ଅଭିଜିତ୍ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ଟିମ୍ ଏକ ବିଦେଶୀ ଗ୍ରହର ଠାବ କରିଛନ୍ତି । ଏହାର ଆକାର ବୃହସ୍ପତି ଠାରୁ ୧୩…

ଚିହ୍ନି ରଖନ୍ତୁ ଏହି ବୃକ୍ଷକୁ, ଆକର୍ଷଣୀୟ କିନ୍ତୁ ମାରାତ୍ମକ

ନୂଆଦିଲ୍ଲୀ: ଆମ ଏହି ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଲତା ରହିଛନ୍ତି । ଏହା ମଧ୍ୟରୁ କେତେକଙ୍କୁ ଆମେ ଘରର ଶୋଭା ବଢାଇବା ଲାଗି ଲଗାଇଥାଉ । ଅନ୍ୟ କିଛି ଗଛ ଲତା ଜଙ୍ଗଲୀ ହୋଇଥାଏ । ଏହି ସବୁ ଜଙ୍ଗଲୀ ଗଛ ଲତା ଆପେ ଆପେ…

ନିର୍ମାଣ କାର୍ଯ୍ୟ ସମୟରେ ବାରମ୍ବାର ଘଟୁଥିଲା ଅଘଟଣ, କେତେବେଳେ ଅର୍ଥାଭାବ ତ ଆଉ କେତେବେଳେ ବିଲ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ସ୍ପେନର ଭାଲେନସିଆକୁ ଆର୍ଟସ୍ ଓ ସାଇନ୍ସର ସହର କୁହାଯାଏ । ଏଠାରେ ବିଭିନ୍ନ ପ୍ରକାର ଐତିହାସିକ କୀର୍ତ୍ତିରାଜି ରହିଛି ଯାହା ପୁରା ବିଶ୍ୱରେ ପ୍ରସିଦ୍ଧ । ତେବେ ସହରର ଗୌରବ ବୃଦ୍ଧି ଲାଗି ଏଠାରେ ଦୁନିଆର…

ଜୁନ୍ ମାସରେ ନିମ୍ନୋକ୍ତ ୬ ରାଶିର ଆୟ ବଢିବା ସହ ଆର୍ଥିକ ସଙ୍କଟ ଦୂର ହେବ

ଆସିବାକୁ ଯାଉଛି ଜୁନ୍ ମାସ । ଏହି ମାସଟି କିଭଳି କଟିବ ସମସ୍ତଙ୍କ ମନରେ ତାହାକୁ ନେଇ ଉକ୍ରଣ୍ଠା ଭରି ରହିଥିବ । ଆୟ ସ୍ତର କିଭଳି ରହିବ, ଆସନ୍ତା ମାସରେ କୌଣସି ସୂତ୍ରରୁ ଧନଲାଭ ହେବ କି ନାହିଁ । ଏବେର ଆର୍ଥିକ…

ଆସନ୍ତାକାଲି ପୂର୍ବାହ୍ନ ୧୧ ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଯେଉଁ ଆଶଙ୍କା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଲାଗି ରହିଥିଲା ତାହାର ଅନ୍ତ ଘଟିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ…

ଶିବଙ୍କ ଉପାସକ ଅଦୀନମ୍ ଙ୍କ ପଛରେ ରହିଛି ଏକ ଗୌରବମୟ ଇତିହାସ

ନୂଆଦିଲ୍ଲୀ:ଗତ ରବିବାର ନୂଆ ସଂସଦ ଭବନ ଉଦଘାଟନ ହୋଇଯାଇଛି । ଏହି ନୂଆ ସଂସଦ ଭବନ ଉଦଘାଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ସେନଗୋଲ ବା ରାଜଦଣ୍ଡର ସ୍ଥାପନ କରିଥିଲେ । କିନ୍ତୁ ଏହି…

ସାକ୍ଷୀ ହତ୍ୟାକାଣ୍ଡ ପଛର ରହସ୍ୟ ସାମ୍ନାକୁ ଆଣିଲା ପୋଲିସ, ତ୍ରିକୋଣୀୟ ପ୍ରେମ ହିଁ ହତ୍ୟାର କାରଣ

ନୂଆଦିଲ୍ଲୀ:ରାଜଧାନୀ ନୂଆଦିଲ୍ଲୀରେ ସୋମବାର ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଜଣେ ନାବଳାଳିକାଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ନୃଶଂସ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ କେବଳ…

ପ୍ରତି ପର୍ବତାରୋହୀ ଜମା କରୁଛନ୍ତି ୮ କିଲୋ ଆବର୍ଜନା

ନୂଆଦିଲ୍ଲୀ:ବରଫର ଚାଦରରେ ଆବୃତ୍ତ ହୋଇ ରହିଥିôବା ବିଶ୍ୱର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟ ଏବେ ଅଳିଆର ପାହାଡ ରୂପ ନେବାକୁ ଯାଉଛି । ଏବେ ସେଠାରେ ଯେଉଁଠି ଦେଖିବ ସେଠି ଖାଲି ଅଳିଆ ହିଁ ଅଳିଆ । ବେସ୍ କ୍ୟାମ୍ପ…