fbpx

(Video) ଇସ୍ରୋକୁ ଆଉ ଏକ ବଡ଼ ସଫଳତା: ଡିଜାଷ୍ଟର ୱାର୍ଣ୍ଣିଙ୍ଗ ସାଟେଲାଇଟ INSAT-3DSର ଲଞ୍ଚ୍ ସଫଳ

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ଇସ୍ରୋ । ଜିଓସିନକ୍ରୋନସ ଲଞ୍ଚ୍ ଭେହିକିଲ (GSLV) ରକେଟରୁ ଇନସେଟ-୩ଡିଏସ ମୌସୂମୀ ସାଟେଲାଇଟକୁ ପ୍ରକ୍ଷେପଣ କରିବାରେ ସଫଳତା ହାସଲ କରିଛି ଭାରତର ଅନ୍ତରୀକ୍ଷ…

Badminton Asia Team Championships; ଇତିହାସ ରଚିଲା ଭାରତୀୟ ମହିଳା ଦଳ: ପ୍ରଥମ ଥର ଫାଇନାଲରେ ଏଣ୍ଟ୍ରି

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଇତିହାସରେ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛନ୍ତି ଦେଶର ନାରୀଶକ୍ତି । ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ…

ଦ୍ୱିତୀୟ ଇନିଂସରେ ଯଶସ୍ୱୀଙ୍କ ବିସ୍ଫୋରକ Century: ଇଂଲଣ୍ଡକୁ ଦେଖାଇଲେ ‘Bazzball’ ବ୍ୟାଟିଂର ଝଲକ

ନୂଆଦିଲ୍ଲୀ: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡ ଦଳ ଉପରେ ଭାରୀ ପଡ଼ିଛି । ବ୍ୟାଟିଂ ଏବଂ ବୋଲିଂ ଉଭୟ କ୍ଷେତ୍ରରେ ଇଂଲଣ୍ଡକୁ ପଛରେ ପକାଇଛି ରୋହିତ ସେନା । ଦ୍ୱିତୀୟ ଇନିଂସରେ ଓପନର ରୋହିତ ଫେଲ ହେବା ପରେ ଦମଦାର ଶତକ ହାସଲ…

ଅଶ୍ୱୀନଙ୍କ କ୍ଲବରେ ରୋୟଲ ଏଣ୍ଟ୍ରି କଲେ ସାର୍ ଜାଡେଜା: ୫୦୦ ଶିକାରରେ ବିରାଟ ଇତିହାସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ନିଜର ୫୦୦ତମ ୱିକେଟ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ମଧ୍ୟ ଏହି…

ସବୁ SHG ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ମହିଳା ବିକାଶକୁ ନେଇ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ନବୀନ ସରକାର । ବର୍ତ୍ତମାନ ଓଡ଼ିଶାର ସମସ୍ତ ଏସଏଚଜି ସଦସ୍ୟାମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ଏସଏଚଜି…

ଜେଲରେ ବନ୍ଦୀ ଅବସ୍ଥାରେ ‘ନେତା’ଙ୍କ ମୃତ୍ୟୁ: କାରଣ ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଅବସ୍ଥାରେ ଥାଇ ପ୍ରାଣ ହରାଇଛନ୍ତି ଋଷର ବିରୋଧୀ ନେତା ଏଲେକ୍ସି ନବଲନୀ । ୟମାଲୋ-ନେନେଟ୍ସ ଅଞ୍ଚଳର ଜେଲ ସେବା ଏ ନେଇ ସୂଚନା ଦେଇଛନ୍ତି । ୱେବସାଇଟରେ ଏ ନେଇ ଏକ ବୟାନରେ ୟମାଲୋ-ନେନେଟ୍ସ…

ଇଂଲଣ୍ଡ ଟେଷ୍ଟ ସିରିଜ ଭିତରେ ଅବସର ଘୋଷଣା କଲେ ଷ୍ଟାର କ୍ରିକେଟର: ଧୋନୀଙ୍କ ପାଇଁ ଥିଲେ ମାଷ୍ଟରକାର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ କେଳୁଥିବା ବେଳେ ଅଚାନକ ଅବସର ନେଇ ଘୋଷଣା କରିଛନ୍ତି ଭାରତର ଷ୍ଟାର ଖେଳାଳି । କ୍ୟାପଟେନ୍ କୁଲ ମାହିଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ପ୍ଲେୟର…

ଅନିଲ କୁମ୍ବଲେଙ୍କ ମହାରେକର୍ଡ ଭାଙ୍ଗିଲେ ଅଶ୍ୱୀନ: ଟେଷ୍ଟ କ୍ରିକେଟରେ ୫୦୦ ଶିକାର କରି ରଚିଲେ ଇତିହାସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଏକ ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଟେଷ୍ଟ କ୍ରିକେଟରେ ସେ ନିଜ ନାମରେ ଏକ ଐତିହାସିକ ରେକର୍ଡ ସ୍ଥାପନ…

ଜରିମାନା ଦେବ Team India: ଆଶ୍ୱୀନଙ୍କ ଭୁଲ ପାଇଁ ଭାରତୀୟ ଦଳକୁ Punishment

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତୀୟ ଦଳକୁ ବଡ଼ ସମସ୍ୟାରେ ପକାଇ ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଏବେ ତାଙ୍କ ସହ ସମ୍ପୂର୍ଣ୍ଣ ଟିମ ଉପରେ ପଡ଼ିଛି ଏହାର ପ୍ରଭାବ । ରାଜକୋଟ ଟେଷ୍ଟରେ ଅଶ୍ୱୀନଙ୍କର…

ଏହି ଭୁଲ ପାଇଁ ଜାଡେଜା କରୁଛନ୍ତି ପଶ୍ଚାତାପ… Instagramରେ କ୍ଷମା ମାଗିଲେ ଅଲରାଉଣ୍ଡର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସହ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦମଦାର ଶତକ ଅର୍ଜନ କରିଛନ୍ତି । ଏହାବ୍ୟତୀତ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ…