ଯିଏ ଖୋଜିଦେବ, ୧୦,୦୦୦ ଟଙ୍କା ପାଇବ: ‘ମିଟୁ’ ଖୋଜିବା ପାଇଁ ଇନାମ ଲଗାଇଲେ ମାଲିକ
ଓଡ଼ିଶା ଭାସ୍କର: ଅନେକ ଲୋକ ନିଜ ପାଳିତ ପଶୁପକ୍ଷୀ ମାନଙ୍କୁ ବେଶ୍ ଭଲ ପାଆନ୍ତି । ପରିବାରର ସଦସ୍ୟ ଭଳି ସେମାନଙ୍କ ଯତ୍ନ ନିଅନ୍ତି ଏବଂ ସେମାନଙ୍କ ଦାୟିତ୍ୱ ନେଇଥାନ୍ତି । ପାଳିତ ପଶୁପକ୍ଷୀଙ୍କ ପ୍ରତିଟି ଚାଲିଚଳଣ ଏବଂ…