HIV ଏବଂ AIDS ଭିତରେ ପାର୍ଥକ୍ୟ କ’ଣ? କିଏ ବେଶୀ ଭୟଙ୍କର? ଜାଣନ୍ତୁ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ AIDS Day ପାଳନ କରାଯାଉଛି । ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରସାର କରିବା ଏହି ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ । ତେବେ ଏଡସ୍ ଏକ ଘାତକ ବିମାରୀ ହୋଇଥିବା ବେଳେ ଆଜି ବି ଅନେକ…