Breaking; ଭୟଙ୍କର ଦୁର୍ଘଟଣା: ସ୍କୁଲ ବସ୍ –ଟ୍ରକ୍ ଧକ୍କାରେ ୧୭ ଛାତ୍ରଛାତ୍ରୀ ଆହତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶକ୍ତି ସୁଗର ନିକଟରେ ଘଟିଯାଇଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ପିଲାଙ୍କୁ ନେଇ ସ୍କୁଲକୁ ଯିବା ବେଳେ ସ୍କୁଲ ବସକୁ ଧକ୍କା ଦେଇଛି ଏକ ଟ୍ରକ । ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗର…