fbpx

(Video) କେଡ଼େ ସୁନ୍ଦର ଏ ପୃଥିବୀ… ଜହ୍ନ ରାଇଜରୁ ପୃଥିବୀର ‘ନଜାରା’ ରେକର୍ଡ କରି ପଠାଇଲା ଚନ୍ଦ୍ରଯାନ

ନୂଆଦିଲ୍ଲୀ: କି ସୁନ୍ଦର ଆହା, କି ଆନନ୍ଦମୟ, ଏହି ବିଶାଳ ସଂସାର... ଭକ୍ତକବି ମଧୁସୂଦନ ରାଓଙ୍କ ଏହି ପଂକ୍ତି ଆଜି ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି । ଭକ୍ତକବିଙ୍କ ଏହି ଗୀତକୁ ଚିତ୍ର ମାଧ୍ୟମରେ ଦର୍ଶାଇଛି ଭାରତର…

ଆଜି ୫୧,୦୦୦ ଜଣଙ୍କୁ ମିଳିବ Appointment Letter: ୪୫ଟି ଜାଗାରେ ହେବ ରୋଜଗାର ମେଳା

ନୂଆଦିଲ୍ଲୀ: ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ଆଉ ଏକ ଐତିହାସିକ କାହାଣୀ ଲେକିବେ ପ୍ରଧାନମନ୍ତ୍ରୀ । ନୂଆ କରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୪୫୦ ଟଙ୍କାରେ ଗ୍ୟାସ, ରାକ୍ଷୀ ପାଇଁ ମିଳିବ ୨୫୦ ଟଙ୍କା, ୨ ମାସ ପାଇଁ ରହିଛି ଆହୁରି ପ୍ଲାନ

ନୂଆଦିଲ୍ଲୀ: ବର୍ତ୍ତମାନ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍ ସାରା ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ମାତ୍ର ୪୫୦ ଟଙ୍କାରେ…

କୋଟାରେ କମୁନି ଛାତ୍ର ଆତ୍ମହତ୍ୟା: ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଦୁଇ ଛାତ୍ରଙ୍କ ସମାନ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଟାରେ ଅତ୍ମହତ୍ୟା ମାମଲା ଥମିବାର ନାଁ ଧରୁନି । ରବିବାର ଦିନ କୋଟାରେ ଆଉ ଦୁଇଜଣ ଛାତ୍ର ଅତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏହି ଦୁଇଜଣ ଛାତ୍ରଙ୍କ…

(Video) ଅର୍ଶଦ ନଦୀମଙ୍କ ସହ ନୀରଜଙ୍କ ଏହି ଭିଡିଓ ହେଉଛି ଭାଇରାଲ: ପଦକ ସହ ମନ କିଣିଲେ ‘ସୁନା’ ପୁଅ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଅଲିମ୍ପିକ ଏବଂ ଏସୀୟ କ୍ରୀଡ଼ା ପରେ ପୁଣିଥରେ ସେ ପାଲଟି ଯାଇଛନ୍ତି ଭାରତର ‘ସୁନା’ ପୁଅ ।…

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, କିଶୋର ଜେନା ରଚିଲେ ଇତିହାସ: ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ମାତ୍ ଦେଇ ଏହି ଇତିହାସ ରଚିଛନ୍ତି ନୀରଜ । ପାକିସ୍ତାନର…

(Video) ସତ ହେଲା କି ମାଳିକା ବଚନ? କୁମ୍ଭୀର ସହ ମିଶିଗଲା ଚିତ୍ତଳ ମାଛ… ଏବେ ପୃଥିବୀକୁ ଶେଷ କରିବ ଏହି ଯୋଡ଼ି

ଧୀରେ ଧୀରେ ସତ ହେବାରେ ଲାଗିଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ । ଚାରିଆଡେ ଦେଖିବାକୁ ମିଳୁଛି କୁମ୍ଭୀରର ଆତଙ୍କ । ମାଳିକାରେ ଲେଖା ଥିବା ପ୍ରତ୍ୟେକ କଥା ଧୀରେ ଧୀରେ ସତ ହେବାରେ ଲାଗିଛି । ସବୁଆଡେ ହୁରି…

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଡେଙ୍ଗୁ ଟେଷ୍ଟିଙ୍ଗ ସେଣ୍ଟର: ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ଆତଙ୍କ ଭୟାନକ ରୂପ ନେଉଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ…

(Video) Spaceରେ ମୃତ୍ୟୁ ହେଲେ କୁଆଡ଼େ ଯାଏ ଶବ? ପୃଥିବୀକୁ ଆସନ୍ତି ନା ଶୂନ୍ୟରେ ଲୀନ ହୋଇଯାଆନ୍ତି ମହାକାଶ ଯାତ୍ରୀ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ, ସାରା ପୃଥିବୀର ବିଭିନ୍ନ ଦେଶ ନିଜର ସ୍ପେସ ପ୍ରୋଗ୍ରାମକୁ ବୃଦ୍ଧି କରିବାରେ ଲାଗିଛନ୍ତି ।ଅନ୍ତରୀକ୍ଷରେ ଲୁଚି ରହିଥିବା ଅନେକ ରହସ୍ୟକୁ କୋଜି ବାହାର କରିବା ପାଇଁ ଚେଷ୍ଟା ଜାରି…

ବିଜେପି ସାଂସଦ ରାଜଦୀପ ରୟଙ୍କ ଘରୁ ‘ରାଜଦୀପ’ଙ୍କ ମୃତଦେହ ଉଦ୍ଧାର: ଜାଣି ନିଅନ୍ତୁ ‘ଟ୍ୱିଷ୍ଟ ଓ୍ୱାଲା ଷ୍ଟୋରୀ’

ଆସାମ: ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ନେତାଙ୍କ ଘରୁ ମିଳିଛି ଝୁଲନ୍ତା ମୃତଦେହ । ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଜଣେ ସାଂସଦଙ୍କ ଘରୁ ଏଭଳି ଭାବରେ ମୃତଦେହ ମିଳିବା…