fbpx

ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ…

ଭୟଙ୍କର ବସ୍ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ: ବିବାହ ଉତ୍ସବ ସାରି ଘରକୁ ଫେରୁଥିଲେ ପରିବାର

ଗଞ୍ଜାମ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖଦ ଘଟଣାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଓଡିଶାବାସୀ । ଏହାକୁ ମାସେ ନ ପୁରୁଣୁରୁ ଆଉ ଏକ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ପୁଣି କିଛି ନିରୀହ ଜୀବନ । ସକାଳୁ ସକାଳୁ ବସ୍…

RBI କୁ ଫେରିଛି ଏତିକି ୨୦୦୦ ଟଙ୍କିଆ ନୋଟ: ସୂଚନା ଦେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେ' ୧୯ ତାରିଖରୁ ଭାରତରେ ଅଚଳ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ । ଏହି ନିଷ୍ପତ୍ତିକୁ ୟା ଭିତରେ ଏକ ମାସରୁ ଉଦ୍ଧାର ବିତି ସାରିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ…

ବାହାନଗା ଦୁର୍ଘଟଣା ପରେ ଓଡିଶାକୁ ମିଳିବ ‘କବଚ’ ବ୍ୟବସ୍ଥା! କ’ଣ ନିଷ୍ପତ୍ତି ନେବେ ରେଳମନ୍ତ୍ରୀ?

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦୁର୍ଘଟଣା ମଧ୍ୟରୁ ଅତି ଭୟଙ୍କର ହୋଇଛି । ଦୁର୍ଘଟରାରେ ୨୯୨ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଦିକ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବି…

(Video) ପୁଣି ବଡ଼ ଧରଣର ରେଳ ଦୁର୍ଘଟଣା, ଭରା ନଦୀରେ ଭାଙ୍ଗିଲା ବ୍ରିଜ… ପାଣିରେ ବୁଡିଗଲା ଟ୍ରେନ

ନୂଆଦିଲ୍ଲୀ: ପୁଣି ଘଟିଯାଇଛି ଆଉ ଏକ ରେଳ ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣା ପରେ ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟି ଚାଲିଛି । ଯାହାକି ରେଳଯାତ୍ରୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । କେତେବଳେ ଟ୍ରେନ…

ନୂଆ ପରିଚୟ ପାଇବ ରାଜଧାନୀ ମହାବିଦ୍ୟାଳୟ: ସରକାର କରୁଛନ୍ତି ନୂଆ ଯୋଜନା

ଖଣ୍ଡଗିରି: ଭୁବନେଶ୍ୱରର ରାଜଧାନୀ ଡିଗ୍ରୀ କଲେଜ ପାଇଁ ପ୍ରସ୍ତୁତ ହେଉଛି ନୂଆ ପ୍ରୋଜେକ୍ଟ । କଲେଜର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଅନୁସାରେ, କଲେଜର ନୂତନ ନାମଫଳକ ସମେତ…

କାହିଁକି ଅଶୁଭ ହୋଇଥାଏ ଦକ୍ଷିଣମୁଖୀ ଘର? ଜାଣନ୍ତୁ କିପରି ଦୂର ହେବ ଏହି ସମସ୍ୟା

ନୂଆଦିଲ୍ଲୀ: ଘର ତିଆରି କରିବା ପାଇଁ ଯୋଜନା କରୁଥିବା ଲୋକମାନେ ଅନେକ କିଛି କଥା ଉପରେ ଧ୍ୟାନ ଦେଇଥାନ୍ତି । ବାସ୍ତୁ ଶାସ୍ତ୍ରରୁ ଆରମ୍ଭ କରି ଘରର ଦ୍ୱାରମୁହଁର ଦିଗ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ଉପରେ ବିଚାର କରାଯାଏ ।…

ରେଲୱେ ଷ୍ଟେସନରେ ବିରାଟ ଦୁର୍ଘଟଣା: ବର୍ଷା ଯୋଗୁଁ ପୋଲ୍ ରେ କରେଣ୍ଟ, ଷ୍ଟେସନରେ ମହିଳା ମୃତ

ନୂଆଦିଲ୍ଲୀ: ଦେଶରେ ଟ୍ରେନ ଜନିତ ଦୁର୍ଘଟଣା ଥମିବାର ନାଁ ନେଉନି । ବାରମ୍ବାର ରେଲୱେର ଅବହେଳା ଯୋଗୁଁ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଘେରି ରହୁଛି । ଏଭଳି ଏକ ସଙ୍ଗୀନ ମାମଲା ବର୍ତ୍ତମାନ ସାମନାକୁ ଆସିଛି ।…

ଦିନିକିଆ ବିଶ୍ୱକପ ପୂର୍ବରୁ ବାଦ୍ ପଡିଲେ ୩ଟି ଦେଶ: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଲାଗିଲା ଝଟକା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜନ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଚଳିତବର୍ଷ ବିଶ୍ୱବିଜେତା ହେବାର ସବୁଠାରୁ ବଡ ଦାବିଦାର ପାଲଟିଛି ଟିମ ଇଣ୍ଡିଆ । ୧୨ ବର୍ଷ ପରେ ପୁଣିଥରେ ଚମ୍ପିଆନ ହେବାର…

ଶାରୀରିକ ସମ୍ବନ୍ଧ ରଖିବା ଉପରେ ନିଷ୍ପତ୍ତି ନେଇପାରନ୍ତି ୧୬ ବର୍ଷର ଝିଅ: ରଦ୍ଦ ହେଲା ପୋକ୍ସୋ କେସ

ନୂଆଦିଲ୍ଲୀ: ୧୬ ବର୍ଷୀୟା ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଏକ ବଡ ଶୁଣାଣି କରିଛନ୍ତି ମେଘାଳୟ ହାଇକୋର୍ଟ । ଯୌନ ଅପରାଧରୁ ନାବାଳିକାଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଥିବା ପୋକ୍ସୋ ଅଧିନିୟମ ୨୦୧୨ ର ଧାରା…