fbpx

IPL-2023 ସିଜନରେ ପ୍ରଥମ ସେଞ୍ଚୁରୀ ହାସଲ କଲେ ସୂର୍ଯ୍ୟକୁମାର: ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ଶତକ

ନୂଆଦିଲ୍ଲୀ: ଗୁଜୁରାଟ ବିପକ୍ଷ ମ୍ୟାଚରେ ଆଜି ଦମଦାର ଇନିଂସ ଖେଳିଛନ୍ତି ଟି-୨୦ର ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ । ମାତ୍ର ୪୯ଟି ବଲରୁ ୨୧୦ରୁ ଅଧିକ ଷ୍ଟ୍ରାଇକ ରେଟରେ ସେ IPL କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି…

ODI WC-2023 ପାଇଁ ଘୋଷଣା ହେଲା ଦଳ: ଏହି ଖେଳାଳିଙ୍କୁ ସୁଯୋଗ ଦେଲା କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । କିନ୍ତୁ ବର୍ତ୍ତମାନଠୁ ଏଥିପାଇଁ ପ୍ରସ୍ତୁତ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଭାରତରେ…

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ: ଶ୍ରମମନ୍ତ୍ରୀ ବି ଛାଡିଲେ ପଦ

ଭୁବନେଶ୍ୱର: ଅଚାନକ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ତାଙ୍କ ପରେ ପରେ ମନ୍ତ୍ରୀମଣ୍ଡଳର ଆଉ ଦୁଇ ଜଣ ମନ୍ତ୍ରୀ ମଧ୍ୟ ନିଜ ନିଜ ପଦରୁ ଇସ୍ତପା ଦେଇଛନ୍ତି । ରାଜ୍ୟର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ…

Gold Rate Today; ଆଜି ପୁଣି ଶସ୍ତା ହୋଇଗଲା ସୁନାର ଦର: ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ ରେଟ୍

ନୂଆଦିଲ୍ଲୀ: ବିବାହ ସିଜନରେ ସୁନାର ମୂଲ୍ୟରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଆଜି ପୁଣି ଥରେ ଶସ୍ତା ହୋଇଛନ୍ତି ସୁନା ଏବଂ ରୂପା । ରୂପାର ମୂଲ୍ୟ ୨୬୦୦ ବି ଅଧିକ ଟଙ୍କା ଶସ୍ତା ହୋଇଥିବା ରେକର୍ହ କରାଯାଇଛି ।…

ମାଗଣା ରାସନରେ ମିଳିବନି ଚାଉଳ-ଗହମ! ଏହି ଭୁଲ କଲେ ୧ ତାରିଖରୁ ପଡିବ ମହଙ୍ଗା

ନୂଆଦିଲ୍ଲୀ: ରାସନ କାର୍ଡରେ ମାଗଣା ରାସନ ଯୋଜନାର ଫାଇଦା ଉଠାଉଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ଖବର ଏବେ ଜାଣିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆସନ୍ତା ୧ ତାରିଖରୁ ଆପଣ ମଧ୍ୟ ଏହି ଯୋଜନାରୁ…

IPL-2023 ଭିତରେ କମିଲା ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା; ଏହି ଲିଗରେ ଖେଳାଯିବ ୧୬ଟି କମ୍ ମ୍ୟାଚ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି । ଆଉ କିଛିଟା ମ୍ୟାଚ ପରେ ଆରମ୍ଭ ହୋଇଯିବ ପ୍ଲେଅଫ୍ । ଖୁବଶୀଘ୍ର ଏଥିପାଇଁ ଶେଷ ୪ଟି ଟିମ୍ ଫାଇନାଲ ହୋଇଯିବ । ତେବେ ଆଇପିଏଲକୁ ନେଇ ସମସ୍ତ…

ଆଶ୍ଚର୍ଯ୍ୟ; ବାପା ହେବେ ଓଡିଶାର ମହିଳା ଧାବିକା ଦୂତୀ ଚାନ୍ଦ! ପ୍ରେମିକା ମୋନାଲିସାଙ୍କୁ ସିନ୍ଦୁର ଦେଇ କଲେ ସ୍ୱୀକାର

ଭୁବନେଶ୍ୱର: ସମଲିଙ୍ଗୀ ବିବାହକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ସୁପ୍ରିମକୋର୍ଟରେ ଏହି ମାମଲା ଏବେ ବି ବିଚାରାଧୀନ ରହିଛି । ଏହା ଭିତରେ ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ଆଉ ଏକ ଚର୍ଚ୍ଚାର…

ଓଡିଶାରେ ୧୮ ତାରିଖରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ; ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର: ପରିବହନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ରାଜ୍ୟ ଓଡିଶା । ଆସନ୍ତା ୧୮ ତାରିଖରୁ ଓଡିଶାର ବିଭିନ୍ନ ରୁଟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଏ ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

Record Alert; IPLରେ ଇତିହାସ ଲେଖିଲେ ଯଶସ୍ୱୀ: ହାସଲ କଲେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ

ନୂଆଦିଲ୍ଲୀ: କୋଲକାତା ବିପକ୍ଷ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି ରାଜସ୍ଥାନ ରୋୟଲ୍ସ । କୋଲକାତାର ୧୫୦ ରନର ଟାର୍ଗେଟକୁ ମାତ୍ର ୧୩.୧ ଓଭରରେ ହାତେଇ ନେଇଛି ରାଜସ୍ଥାନ । ଓପନର ଯଶସ୍ୱୀ ଜଏସ୍ୱାଲଙ୍କ ବିସ୍ପୋରକ ଇନିଂସ…

Whatsapp ସ୍କାମ କଲ୍ ଉପରେ ଆକ୍ସନ ନେବେ ସରକାର: ଚେତାବନୀ ପରେ ନିଆଯିବ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଭାରତରେ ଆନ୍ତର୍ଜାତୀୟ ସ୍କାମ କଲରେ ବଢୁଥିବା ବିପଦକୁ ନେଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କମ୍ପାନୀ ତରଫରୁ କୁହାଯାଉଛି ଯେ, ଏହି ଘଟଣାକୁ ଗୁରୁତ୍ୱ…