fbpx

ନିଜକୁ ଆତ୍ମସମପଣ କଲା ଅମୃତପାଲ: ପଞ୍ଜାବ ମୋଗା ପୋଲିସ ଆଗରେ ସରେଣ୍ଡର

ନୂଆଦିଲ୍ଲୀ: ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କରିଛି ଅମୃତପାଲ ସିଂହ । ମାର୍ଚ୍ଚ ୧୮ ତାରିଖରୁ ପୋଲିସକୁ ଲୁଚି ଏଣେତେଣେ ବୁଲୁଥିଲା ଅମୃତପାଲ । କିନ୍ତୁ ଆଜି ପଞ୍ଜାବର ମୋଗା ପୋଲିସ ନିକଟରେ…

ହେ ବନ୍ଧୁ ବିଦାୟ… ପଞ୍ଚଭୂତରେ ଲୀନ ହେଲେ ବୀର ଦେବାଶିଷ: ଗାଁ ଶ୍ମଶାନରେ ଶେଷକୃତ୍ୟ

ପୁରୀ: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଭାରତ । କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ଦେବାଶିଷ ବିଶ୍ୱାଳ । ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି…

ବିଶ୍ୱକପରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି: ବିସିସିଆଇ ଦେଲା ସଂକେତ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ନେଇ ଏକ ବଡ ସଂକେତ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ୱିକେଟ କିପର ଋଷଭ ପନ୍ତଙ୍କ ସ୍ଥାନରେ କେଉଁ ଖେଳାଳି ପାଇବେ ବିଶ୍ୱକପ ଟିକେଟ, ସେ ନେଇ ଏକ ବଡ ସୂଚନା ଦେଇଛି ବିସିସିଆଇ ।…

ଯେଉଁ ବୟସରେ ପିତା ଦେଶ ପାଇଁ ସହିଦ ହୋଇଥିଲେ, ପୁଅ ମଧ୍ୟ ସେହି ବୟସରେ ଭାରତ ମା ପାଇଁ ଦେଲେ ଜୀବନ

ଚଣ୍ଡୀଗଡ: ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ଦେଶର ୫ ଜଣ ବୀର ଯବାନ ସହୀଦ ହୋଇଛନ୍ତି । ଭାରତୀୟ ସେନାର ଏହି ସହୀଦମାନଙ୍କ ଭିତରେ ଅଛନ୍ତି ଯବାନ ଲାନ୍ସନାୟକ କୁଲୱନ୍ତ ସିଂହ । ପଞ୍ଜାବର ମୋଗା ଜିଲ୍ଲା ଚରିକ ଗାଁର…

ଓଃ ହୋ… ଏତେ ଦିନ ପରେ ଆଜି ସନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍: ୯ ଦିନରୁ ଥିଲା ବନ୍ଦ

ସମ୍ବଲପୁର: ଆଜି ସନ୍ଧ୍ୟା ସୁଦ୍ଧା ସମ୍ବଲପୁରରେ ପୁଣି ଥରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ୯ ଦିନ ପରେ ଆଜି ପୁଣିଥରେ ଇଣ୍ଟରନେଟ ବ୍ୟବହାର କରିପାରିବେ ସମ୍ବଲପୁରର ବାସିନ୍ଦା । ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାରେ…

ଧୋନୀଙ୍କ ନାଁରେ ବିଶ୍ୱ ରେକର୍ଡ: ସମସ୍ତଙ୍କୁ ପଛରେ ପକାଇଲେ କ୍ୟାପଟେନ କୁଲ ମାହି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଗୋଟିଏ ପରେ ଗୋଟିଏ ରେକର୍ହ ସୃଷ୍ଟି କରୁଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀ । ସିଏସକେର ଅଧିନାୟକ ଭାବେ ୨୦୦ ତମ ମ୍ୟାଚ ଖେଳି ଏକ ବିରଳ ମାଇଲଷ୍ଟୋନ ସୃଷ୍ଟି କରିଥିଲେ…

ଅଜବ ସୃଷ୍ଟି! ଏହି ଜୀବ ପାଖରେ ରହିଛି ୨୪ଟି ଆଖି, ମାତ୍ର ୩ ମିନିଟରେ ନେଇପାରେ ଜୀବନ

ନୂଆଦିଲ୍ଲୀ: ଭଗବାନଙ୍କ ଏହି ସୃଷ୍ଟିରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ଏହାପରେ ଆଜି ବିଜ୍ଞାନ ମଧ୍ୟ ବିଭିନ୍ନ ପ୍ରଜାତିର ଜୀବ ଆବିଷ୍କାର କରିବା ପାଇଁ ସକ୍ଷମ ହୋଇପାରିଛି । ତେବେ ଏହି ବିଜ୍ଞାନ ବଳରେ ଏକ ନୂଆ…

ସହୀଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର: ରାଜ୍ୟପାଳ ଦେଲେ ଶ୍ରଦ୍ଧା ସୁମନ

ଭୁବନେଶ୍ୱର: ଓଡିଶା ମାଟିରେ ପହଞ୍ଚିଛି ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ବୀର ଯବାନଙ୍କୁ ଦିଆଯାଇଛି ମହା ସମ୍ମାନ । ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସେଠାରେ ପହଞ୍ଚି…

“ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ”, IPLରୁ ଅବସର ନେଇ ବଡ ବୟାନ ଦେଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ଜାଡେଜା ଏବଂ ଡିଭନ୍ କନୱେଙ୍କ ଦମଦାର ପ୍ରଦର୍ଶନ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ଭେଟି ଦେଇଛି । ତେବେ ମ୍ୟାଚ ପରେ ନିଜ…

ମିଳିଲା ଶ୍ରୀମନ୍ଦିର ପ୍ରଶାସନର ଉଭୟ ଫାଇଲ: ହଜି ନଥିଲା ବୋଲି କହିଲେ ସଚିବ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ହଜି ଯାଇଥିବା ଦୁଇଟି ଯାକ ଫାଇଲ ମିଳିଥିବା ନେଇ ସୂଚନା ମିଳିଛି । ଏ ନେଇ ଆଇନ ବିଭାଗର ପୁରୁଣା ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫାଇଲ ଅନ୍ୟ କେଉଁଠି ହଜି…