fbpx

ମା’ ତୁଝେ ସଲାମ୍… ସ୍ୱାଧୀନ ଭାରତ ପାଳୁଛି ୭୮ତମ ସ୍ୱାଧୀନତା ଦିବସ: ସବୁରି ମୁହଁରେ ‘ଭାରତ ମାତା’ର ଜୟଗାନ

ଓଡ଼ିଶା ଭାସ୍କର: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୮ତମ ବର୍ଷ । ପ୍ରତ୍ୟେକ ନାଗରିକଙ୍କ ମୁହଁରେ ବୀର ପୁରୁଷ ତଥା ଭାରତମାତାର ଜୟ ଜୟ ଗାନ । କାରଣ ଆଜିର ଦିନରେ ହିଁ ଭାରତକୁ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ । ୧୯୪୭…

ଅଗଷ୍ଟ ୧୫-ଜାନୁୟାରୀ ୨୬ର ପତାକା ଉତ୍ତୋଳନରେ କ’ଣ ଥାଏ ପାର୍ଥକ୍ୟ? ଜାଣନ୍ତୁ ଉଭୟ ଦିନରେ ‘ତ୍ରିରଙ୍ଗା’ର ବିଶେଷତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ସାରା ଭାରତରେ ପାଳନ ହେବ ୭୮ତମ ସ୍ୱତନ୍ତ୍ରତା ଦିବସ । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛି ଭାରତ । ବ୍ରିଟିଶ ଶାସନ ଉପରେ ଭାରତର…

ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ…

ଘରେ ‘ତ୍ରିରଙ୍ଗା’ ଉଡ଼ାଇବା ନେଇ କ’ଣ କହୁଛି ଭାରତୀୟ ଆଇନ୍? ପତାକା ଉତ୍ତୋଳନ ପୂର୍ବରୁ ଜାଣି ରଖନ୍ତୁ ପ୍ରକୃତ ନିୟମ

ନୂଆଦିଲ୍ଲୀ: ରାତି ପାହିଲେ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ । ସାରା ଭାରତବର୍ଷ ପାଳନ କରିବ ଦେଶ ସ୍ୱାଧୀନତା ପାଇବାର ୭୮ ତମ ବାର୍ଷିକ ଉତ୍ସବ । ଦେଶର ଏହି ପବିତ୍ର ଦିବସ ଉପଲକ୍ଷେ କୋଣ ଅନୁକୋଣରେ ଫର ଫର ହୋଇ ଉଡ଼ିବ…

AIIMS ଭୁବନେଶ୍ୱରକୁ ଶ୍ରେଷ୍ଠ ମେଡିକାଲ୍ କଲେଜ ମାନ୍ୟତା: ରୋଗୀସେବା-ଗବେଷଣା କ୍ଷେତ୍ରରେ ସଫଳତା

ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତାର ଆନନ୍ଦ ଆଣି ଦେଇଛି ଏମ୍‌ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା…

(Video) ଲଗାତାର ଦଳରୁ ବାଦ୍ ପଡ଼ିବା ପରେ ଚହଲଙ୍କ ବଡ଼ ନିଷ୍ପତ୍ତି: ଇଂଲଣ୍ଡକୁ ଯାଇ ଖେଳିବେ ଷ୍ଟାର ସ୍ପିନର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ । ଲଗାତାର ଦଳରୁ ବାଦ୍ ପଡ଼ୁଥିବା ବେଳେ ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତ ଛାଡ଼ି ଇଂଲଣ୍ଡକୁ ଯାଇ ଏବେ ସେ…

Rape ନୁହେଁ Gang Rape! କୋଲାକାତା ମାମଲାରେ ଆସିଲା ନୂଆ ମୋଡ଼: ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆସିଛି ଏକ ନୂଆ ମୋଡ଼ । ଏହି ଘଟଣାରେ ପୀଡ଼ିତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହାକୁ ନେଇ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି ।…

ସ୍ୱାଧୀନତାର ପୂର୍ବ ରାତିରେ କେମିତି ଥିଲା ଭାରତ? ଅଗଷ୍ଟ ୧୪ ଅଧ ରାତିରେ କମ୍ପୁଥିଲା ରାଇସିନା ହିଲ୍ସ

ଓଡ଼ିଶା ଭାସ୍କର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଆମ ଦେଶ ଭାରତ । ୨୦୦ ବର୍ଷର ବ୍ରିଟିଶ ଛାଟରୁ ସେଦିନ ମୁକ୍ତ ହୋଇଥିଲେ ଦେଶ ପ୍ରତ୍ୟେକଟି ନାଗରିକ । ମୁକ୍ତ ଆକାଶରେ ଡେଣା ମେଲାଇ ଉଡ଼ି…

ICC ODI Rankingରେ ହିଟମ୍ୟାନ୍ ରୋହିତଙ୍କ ଜଲୱା: ପୁଣିଥରେ ଟପ୍ ପୋଜିସନ ଉପରେ କଲେ କବଜା

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପୁଣିଥରେ ନିଜ ଜଲୱା ଦେଖାଇଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟପ୍ ପୋଜିସନରେ ଏଣ୍ଟ୍ରି କରିଛନ୍ତି ରୋହିତ । ସାଥୀ ଓପନର ତଥା ଦଳର ନୂଆ…

Team Indiaର ବୋଲିଂ କୋଚ୍ ହେବେ ଏହି ଖେଳାଳି: ଗମ୍ଭୀରଙ୍କ ଜିଦି ମାନିଲା BCCI

ନୂଆଦିଲ୍ଲୀ: ଟିମ ଇଣ୍ଡିଆରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ମିଳିବା ପରେ ବଦଳି ଯାଇଛି ଦଳର ରୂପରେଖ । ଗମ୍ଭୀରଙ୍କ ଜିଦିକୁ ମାନିବାକୁ ବାଧ୍ୟ ହୋଇଛି ଭାରତୀୟ କ୍ରିକେଟ ବୋର୍ଡ । ଅଭିଷେକ ନାୟର ଏବଂ ରିୟାନ୍…