IPL-2023ରୁ ମାର୍କ ଉଡ ନେବେ ବିଦାୟ: ଟୁର୍ଣ୍ଣାମେଣ୍ଟ ମଝିରେ ସୁପର ଜିଆଣ୍ଟସକୁ ଝଟକା
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଦମଦାର ବୋଲିଂର ଜଲୱା ଦେଖାଉଛନ୍ତି ଲକ୍ଷେ୍ନø ସୁପର ଜିଆଣ୍ଟସର ଷ୍ଟାର ବୋଲର ମାର୍କ ଉଡ୍ । କିନ୍ତୁ ଆଇପିଏଲ ଶେଷ ହେବା ପୂର୍ବରୁ ସେ ଦଳ ଛାଡି ପାରନ୍ତି ବୋଲି ଜଣାଯାଇଛି । ଏହି ଖବର ପରେ…