ପହଲଗାମ୍ ଆକ୍ରମଣ, କାଶ୍ମୀର ଖାଁ ଖାଁ, ପର୍ଯ୍ୟଟନ କ୍ଷେତ୍ର ଉପରେ ବଡ଼ ପ୍ରଭାବ

ପହଲଗାମ୍: ସବୁଠି ଖାଁ ଖାଁ। ଯେଉଁଠି ଦୁଇ ଦିନ ତଳେ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ଆଜି ସେହି ସ୍ଥାନ ପୁରା ଶୂନ ଶାନ। ଯେଉଁ ସ୍ଥାନରେ ଦୋକାନମାନଙ୍କରେ ଭିଡ଼ ଲାଗୁଥିଲା, ସେହି ଦୋକାନରେ ଏବେ କବାଟ ବନ୍ଦ। ହଁ…

ଆହୁରି ବଢ଼ିବ ଖରା, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦିନ ଯେତେ ବଢୁଛି ତାତି ସେତେ ବଢୁଛି। ସକାଳ ୭ରୁ ଅନୁଭୂତ ହେଉଛି ଟାଣ ଖରା। ସେପଟେ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ…

BREAKING: ଦ୍ୱିତୀୟ ବିବାହ କରିବା ପାଇଁ ୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା !

ଯାଜପୁର: ପୁଅର ହତ୍ୟାକାରୀ ବାପା। ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର…

ଭାରତର ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍

ନୂଆଦିଲ୍ଲୀ: ପାକିସ୍ତାନକୁ ବଡ଼ ଝଟକା। ପହଲଗାମ୍ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର। ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ…

୯ ବର୍ଷର କୁନି ପୁଅ, ଖଇ-କୋଉଡ଼ି ବିଞ୍ଚି, ବାପା ପ୍ରଶାନ୍ତଙ୍କୁ ଦେଲେ ଅନ୍ତିମ ବିଦାୟ

ବାଲେଶ୍ୱର: କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି। ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ'ଣ କହୁଛି କ'ଣ କରୁଛି କିଛି ଜାଣିପାରୁନି। ଖାଲି…

ନ୍ୟାସନାଲ ହେରାଲ୍ଡ ମାମଲା: ସରଦାର ପଟେଲଙ୍କ ଚେତାବନୀ ଓ ଗାନ୍ଧୀ ପରିବାର ଉପରେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: ସ୍ୱାଧୀନତା ପରବର୍ତ୍ତୀ ରାଜନୀତି ଧଳା ଚାଦର ତଳେ ଦୀର୍ଘ ଦିନ ଧରି ଚାପି ରହିଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି। ଏଥର ଆର୍ଥିକ ଦୁର୍ନୀତିର ଏକ ଅଭିଯୋଗ ସିଧାସଳଖ…

ଭଦ୍ରକ ମେଡିକାଲର ଲିପ୍ଟରେ ଚାପି ହୋଇ ମରିଗଲେ ବୁଦ୍ଧା ରୋଗୀ

ଭଦ୍ରକ: ହସ୍ପିଟାଲକୁ ଭଲ ହେବାକୁ ଆସିଥିଲେ। ହେଲେ ହସ୍ପିଟାଲ ଲିପ୍ଟ ଭିତରେ ଯମ ଜଗି ବସିଥିଲା। ଆଉ ଷ୍ଟେଚର ସହ ଚାପି ହୋଇ ଲିପ୍ଟ ଭିତରେ ମରିଗଲେ ମହିଳା। ହଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ…

ସାମ୍ନାରେ ବନ୍ଧୁକ ଧରି ଛିଡା ହୋଇଥିଲେ ଆତଙ୍କବାଦୀ, କଲମା ପାଠ ପାଇଁ ହିନ୍ଦୁ ପ୍ରଫେସରଙ୍କୁ ମାରିଲେନି ଗୁଳି

ପହଲଗାମ୍: ପହଲଗାମ୍ ଆତଙ୍କୀ ଆକ୍ରମଣ। ଏବେସୁଦ୍ଧା ୨୬ ଜଣ ଲୋକଙ୍କର ଜୀବନ ଯାଇଥିବା ସୂଚନା ମିଳିଥିବା ବେଳେ, ସମସ୍ତ ମୃତ ବ୍ୟକ୍ତି ହିନ୍ଦୁ ବୋଲି ଜଣାପଡିଛି। ବିଶେଷ କରି ଆତଙ୍କବାଦୀ ମାନେ ଧର୍ମ ପଚାରି ହିନ୍ଦୁମାନଙ୍କୁ…

ଭାରତର ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପରେ ପାକିସ୍ତାନ ଚିନ୍ତାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଡ଼ାକିଲେ ବଡ଼ ବୈଠକ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ଭାରତ ପାକିସ୍ତାନ ସହିତ ୧୯୬୦ ମସିହାରୁ କାର୍ଯ୍ୟକାରୀ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ…

ଦଶମ ନୁହେଁ ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସ୍ନାତକ ଡିଗ୍ରୀ ଆବଶ୍ୟକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଅଙ୍ଗନବାଡି ସୁପରଭାଇଜର ହେବାକୁ ହେଲେ ଆବଶ୍ୟକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ୱା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।…