“ପହଲଗାମ୍ ହମଲା ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟଙ୍କ ହାତ”

ପହଲଗାମ୍: ସାମ୍ନାକୁ ଆସିଲା ବଡ଼ ସତ। ପହଲଗାମରେ ହୋଇଥିବା ନରସଂହାର ବା ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟଙ୍କ ହାତ। ପାକିସ୍ତାନ ସେନା ମୁଖ୍ୟ ଆସିଫ୍ ମୁନିଙ୍କ ସମ୍ପୃକ୍ତି ଅଭିଯୋଗରେ ବଡ଼ ବୟାନ…

Breaking: ୪୮ ଘଣ୍ଟା ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସରିଲା ସିସିଏସ୍ ବୈଠକ। ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ପ୍ରେସମିଟ୍। ସରକାରଙ୍କ ବଡ଼ ନିଷ୍ପତ୍ତି। ସୀମା ପାର ହୋଇ ଆତଙ୍କୀ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…

Breaking: ପହଲଗାମ୍ ନରସଂହାରରେ ସମ୍ପୃକ୍ତ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ପୁରସ୍କାର

ପହଲଗାମ୍: ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା। ଜମ୍ମୁକାଶ୍ମୀର ପୋଲିସର ବଡ଼ ଘୋଷଣା। ପହଲଗାମ୍ ଆତଙ୍କୀ ଆକ୍ରମଣ ସମ୍ପର୍କରେ ଯେଉଁମାନେ ଅୂଗତ ଅଛନ୍ତି, କିମ୍ୱା ଆତଙ୍କବାଦୀଙ୍କ ସୁରାକ ଜାଣିଛନ୍ତି ତାହାଲେ…

ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଯାତ୍ରା କଳି, ସମାଧାନ କରିବେ ମୋହନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଯାତ୍ରା କଳି। ସମାଧାନ ହେଲାନି ଯାତ୍ରା କଳାକାର ଓ ଯାତ୍ରା ମାଲିକ କଳି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଯାତ୍ରା କଳାକାର। ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

RI, ଅମିନ ପରୀକ୍ଷା, ସମସ୍ତେ ପ୍ରିଲିମ୍ ପାସ୍, ଦେଇପାରିବେ ମେନ୍ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ରେଜଲ୍ଟ। ସବୁ ପରୀକ୍ଷାର୍ଥୀ ପାସ୍। ହଁ ଆପଣ ଭାବୁଥିବେ କେଉଁ ପରୀକ୍ଷାରେ ସମସ୍ତେ ପାସ୍। ଆଉ ଆମେ କେଉଁ ପରୀକ୍ଷା କଥା କହୁଛୁ। ତେବେ ଆଜି ପ୍ରକାଶ ପାଇଛି RI, ଅମିନ ପ୍ରିଲିମ୍ ପରୀକ୍ଷାର…

ପୁଣି ଓ୍ୱକଫ ଝଡ଼, ସୁଲତା କହିଲେ ମୁଁ ଓ୍ୱକଫ ସପକ୍ଷରେ ଭୋଟ୍ ଦେଇଛି

ଭୁବନେଶ୍ୱର: ପୁଣି ତେଜିଲା ଓ୍ୱକଫ ଚର୍ଚ୍ଚା। କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା କହିଥିଲେ। ଯାହା ପରେ ଉଠିଥିଲା ବିବାଦ। ବିଜେଡି ଦୁଇ ଫାଳ ହୋଇଯାଇଥିବା…

୨ ଦିନ ଯାଏଁ ସିଭିୟର ହିଟଓ୍ୱେଭ୍ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆହୁରି ୩ ଦିନ ଅସହ୍ୟ ତାତି। ଦିନକୁ ଦିନ ବଢିବ ଖରାର ପ୍ରକୋପ। 3 ଦିନ ଯାଏଁ ଆକାଶରୁ ନିଆଁ ବର୍ଷା ହେବ। ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏବେ ରାଜ୍ୟରେ ଜାରି ରହିଛି…

ପହଲଗାମ୍ ଆତଙ୍କୀ ଆକ୍ରମଣ, ବାୟୁସେନା ଯବାନ ସହିଦ୍

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା, କେବଳ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ ନୁହେଁ ଏହି ହମଲାରେ ମଧ୍ୟ ଭାରତୀୟ ବାୟୁ ସେନାର ଜଣେ ଅଧିକାରୀ ପ୍ରାଣ ହରାଇ ସହିଦ୍ ହୋଇଛନ୍ତି। ପହଲଗାମ ଆତଙ୍କବାଦୀ…

ପହଲଗାମ ଆତଙ୍କୀ ହମଲା, ବନ୍ଦ ହୋଇଯିବ ଭାରତ-ପାକିସ୍ତାନ ମ୍ୟାଚ୍ !

ନୂଆଦିଲ୍ଲୀ:  କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନକେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଆଉ ଏହି ଆତଙ୍କୀ ଆକ୍ରମଣ ପରେ ପୁରା ଦେଶ ସ୍ତବ୍ଧ ହୋଇ ପଡିଛି। ଯାହା ଉପରେ ଅନେକ…

ପହଲଗାମ ଆକ୍ରମଣ, ପ୍ରଶାନ୍ତଙ୍କ ସ୍ତ୍ରୀ-ପୁଅକୁ ଲୁହ ଭିଜା ଆଖିରେ କୋଳେଇ ନେଲେ ଅପରାଜିତା

ପହଲଗାମ୍: ଲୋମହର୍ଷଣକାରୀ ଘଟଣା। ସ୍ତ୍ରୀ ଓ ପୁଅ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡକୁ ଗୁଳି କରି ମାରିଦେଲେ ଆତଙ୍କବାଦୀ। ହଁ ଆମେ କହୁଛୁ ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡିଶାର ପୁଅ…