ପହଲଗାମ ଆକ୍ରମଣ, IPL ମ୍ୟାଚରେ ଆଜି କଳା ବ୍ୟାଚ୍ ପିନ୍ଧିବେ କ୍ରିକେଟର

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ସାରା ବିଶ୍ୱ ସ୍ତବ୍ଧ ପାଲଟିଯାଇଛି। ସାରା ବିଶ୍ୱରେ ଦେଖାଦେଇଛି ପହଲଗାମ୍ ଆକ୍ରମଣ ବିରୋଧରେ ପ୍ରତିବାଦ। ଆଉ ଏହି ପହଲଗାମ୍ ଆକ୍ରମଣକୁ ଦୃଷ୍ଟିରେ ରଖି IPLରେ ମଧ୍ୟ କିଛି…

ପହଲଗାମ ଆତଙ୍କୀ ହମଲା, ମାଷ୍ଟରମାଇଣ୍ଡ ପାକିସ୍ତାନର ଚିହ୍ନଟ !

ନୂଆଦିଲ୍ଲୀ: ଚିହ୍ନଟ ହେଲା ଜମ୍ମୁ-କଶ୍ମୀର ବୈସାରନ ଦ୍ୱୀପ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ।  ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗୁଇନ୍ଦା ସଂସ୍ଥାଗୁଡ଼ିକ ପହଲଗାମ ହତ୍ୟାକାଣ୍ଡର…

ଆଜି ସନ୍ଧ୍ୟାରେ ପହଲଗାମ୍ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ମୋଦୀ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଚହଳ। ପହଲଗାମ ଆତଙ୍କୀ ହମଲା। ସବୁଠି ଚର୍ଚ୍ଚା ଆଉ ଭୟ। ଯେଉଁଥିରେ ଯବାନ ନୁହେଁ ସାଧାରଣ ଲୋକଙ୍କ ଉପରେ ହମଲା କରିଛନ୍ତି ଆତଙ୍କବାଦୀ। ଆଉ ଏହି ଆକ୍ରମଣରେ ବିଶେଷ କରି ଭାରତୀୟ ଲୋକଙ୍କ ଜୀବନ…

Breaking: ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଆଉ ଏହି ବୈଠକରେ ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିଲା। ଦୀର୍ଘ ଅଢେଇ…

ସୈତାନ ବାପ, ଜନ୍ମ କଲା ଝିଅ ଓ ସ୍ତ୍ରୀ ଉପରକୁ ଏସିଡ୍ ଫୋପାଡ଼ି ଚମ୍ପଟ ମାରିଲା

ଉତ୍ତରପ୍ରଦେଶ: ଆପଣମାନେ ଅନେକ ଏସିଡ୍ ମାଡ଼ ଘଟଣା ସମ୍ପର୍କରେ ଶୁଣିଥିବେ। କେହି ପରକ୍ରିୟା ପ୍ରୀତି କିମ୍ୱା ଏକ ତରଫା ପ୍ରେମରେ ବିଫଳତା କିମ୍ୱା ଅନ୍ୟ କୌଣସି ଶତ୍ରୁତା କାରଣରୁ ଏସିଡ୍ ମାଡ଼ କରିଥାନ୍ତି। ହେଲେ ଏଠି…

ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ୯୮ ହଜାର ପାର କଲା ସୁନା, ରୂପା ହେଲା ଲକ୍ଷେ

ଭୁବନେଶ୍ୱର: ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ଏକଥା ଆମେ କହୁନୁ, ପୂର୍ବରୁ ଯାହା ଆକଳନ କରାଯାଉଥିଲା କି, ସୁନା ଲକ୍ଷେ ପାର କରିବ। ତାହା ଧିରେ…

BREAKING: ସିଝୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ

ଝାରସୁଗୁଡ଼ା: ଆକାଶରୁ ନିଆଁ ବର୍ଷା। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ। ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଘରୁ ବାହାରିଲେ ଅଂଶୁଘାତର ଭୟ ରହୁଛି। ଯଦିଓ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି…

ATMରେ ଟଙ୍କା ଭର୍ତ୍ତି କରିବାକୁ ନେଇ, ସେହି ଟଙ୍କାକୁ ଚୋରି କରିନେଲେ କର୍ମଚାରୀ

କଣ୍ଟାବାଞ୍ଜି: କାହା ଉପରେ କରିବ ଭରସା। ଯାହା ଉପରେ ଦାୟିତ୍ୱ ସେ ସାଜୁଛି ଚୋର। ଏବେ ଯେମିତି ଦେଖୁନାହାନ୍ତି, ATMରେ ଟଙ୍କା ଭରିବା ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱ। ହେଲେ ଯଦି ସେହି କର୍ମଚାରୀ ଚୋର ସାଜିବେ ତାହାଲେ…

ଶିବ ଲିଙ୍ଗରେ ଭୁଲରେ ବି ଚଢ଼ାନ୍ତୁନି ଏହି ଜିନିଷ, ନ ହେଲେ ଭୋଳାବାବାଙ୍କ କ୍ରୋଧର ଶିକାର ହେବେ

ନୂଆଦିଲ୍ଲୀ: ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଶିବ ଜଣେ ଏମିତି ଦେବତା ଯିଏ ସହଜରେ ଭକ୍ତଙ୍କ ଭକ୍ତିରେ ପ୍ରସନ୍ନ ହୋଇଯାଆନ୍ତି। ଆଉ ବୋହୁତ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଯାଆନ୍ତି। ଏହାସହ ଭକ୍ତମାନେ ଭଗବାନ ଶିବଙ୍କୁ…

ମଙ୍ଗଳ ଗ୍ରହରେ ସୁନା, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ନାସାର ପରସିଭରନ୍ସ ରୋଭର ମଙ୍ଗଳ ଗ୍ରହ ଉପରେ ନିରନ୍ତର ଆଶ୍ଚର୍ଯ୍ୟଜନକ ଖୁଲାସା କରୁଛି। ଏଥର ସେ ସେଠାରେ ଅନେକ ଭିନ୍ନ ପଥର ପାଇଛନ୍ତି, ଯାହା ମଙ୍ଗଳ ଗ୍ରହର ପୁରୁଣା ଦିନର କାହାଣୀ କୁହେ। ଏହି ରୋଭରଟି…