ଅଧିକ ସମୟ ଗୋଟିଏ ଜାଗାରେ ବସି ରହୁଥିଲେ ହୋଇଯାଆନ୍ତୁ ସାବଧାନ, ଯାଇପାରେ ଆପଣଙ୍କ ଜୀବନ!
ଓଡିଶାଭାସ୍କର: ଡିଜିଟାଲ୍ ଯୁଗରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଲାପଟପ୍ ସାମ୍ନାରେ ବସି କାମ କରିବାକୁ ପଡୁଛି। କାମ କରିବା ସମୟରେ ଲୋକମାନେ ପ୍ରାୟତଃ ଡେସ୍କରେ ବହୁ ସମୟ ଧରି ବସି ରହୁଛନ୍ତି।
ଗୋଟିଏ ସ୍ଥାନରେ ଦୀର୍ଘ ସମୟ…