ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ଜଳେଶ୍ୱର: ଏବେ ବି ଝିଅ ଅଲୋଡ଼ା। ଝିଅ ଜନ୍ମ କରିବା ପାପ। ଏକଥା ମେ କହୁନାହୁଁ ଆଜ୍ଞା ଏପରି ଏକ ଘଟଣା ଓଡ଼ିଶାର ଜଳେଶ୍ୱରରେ ଘଟିଛି। ଝିଅ ଜନ୍ମ କରିବା ଜଣେ ମା' ପାଇଁ ଅଭିଶାପ ପାଲଟିଯାଇଛି। କାରଣ ମାଆ ଟି ଏକ କନ୍ୟା…

Breaking: ଅସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ଜୁନ୍ ୨୨ରେ ଚିକିତ୍ସା ପାଇଁ ଯିବେ ମୁମ୍ୱାଇ

ଭୁବନେଶ୍ୱର: ଅସୁସ୍ଥ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ବିଜେଡି ସୁପ୍ରିମୋ। ଆସନ୍ତା ୨୨ ଜୁନରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ। ମୁମ୍ୱାଇର କୋକିଲାବେନ୍ ଧିରୁଭାଇ ଅମ୍ୱାନୀ…

ଭିଡ଼ିଓ ଭାଇରାଲ, ମୁହଁ ଲୁଚାଇ କୁଆଡ଼େ ଚାଲିଗଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତାଙ୍କ ବୟଫ୍ରେଣ୍ଡ !

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିର କ୍ରଶ୍ ରଶ୍ମିକା ମନ୍ଦାନା ଆଜିକାଲି କେବଳ ତାଙ୍କ ଆଗାମୀ ଫିଲ୍ମ 'କୁବେରା' ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଶେଖର…

ଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ଆହୁରି ୧୫୦ଟି ନୂଆ ଟ୍ରେନ୍

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଚାଲିବ ଆହୁରି ୧୫୦ଟି ନୂଆ ଟ୍ରେନ୍। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଆଗାମୀ ସମୟରେ ସାରା ଦେଶରେ ୧୫୦ଟି ନୂଆ ଟ୍ରେନ ଚଲାଇବାକୁ ନିଷ୍ପତ୍ତି…

ପ୍ରକାଶ ପାଇଲା T20 ୨୦୨୬ର କାର୍ଯ୍ୟସୂଚୀ, ଏହି ଦିନ ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ

ନୂଆଦିଲ୍ଲୀ: ICC ଦ୍ୱାରା ୨୦୨୬ T20 ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ବିଶ୍ୱକପ୍ ଆସନ୍ତା ବର୍ଷ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ପ୍ରକାଶ ପାଇବା ସହିତ, କେଉଁ ଦଳକୁ କେଉଁ ଗ୍ରୁପରେ ରଖାଯାଇଛି ତାହା ମଧ୍ୟ…

ବିବାହ ପାଇଁ ବେଙ୍ଗାଲୁରରୁ ଗୋଆରେ ପହଞ୍ଚିଲେ ପ୍ରେମୀଯୁଗଳ, ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକ

ବେଙ୍ଗାଲୁରୁ: ଚାଲ ଆମେ ବାହା ହୋଇଯିବା। ପ୍ରମିକର ପ୍ରତିଶୃତିକୁ ସତ ବୋଲି ଭାବି ପ୍ରେମିକା ନିଜ ଘର ଦ୍ୱାର ଛାଡ଼ି ବୟଫ୍ରେଣ୍ଡ ସାଙ୍ଗରେ ବେଙ୍ଗାଲୁରରୁ ଗୋଆ ଚାଲିଆସିଲା। ଆଖିରେ ଆଖିଏ ସ୍ୱପ୍ନ। ହେଲେ ସେ କ'ଣ ଜାଣିଥିଲା…

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ସବୁକିଛି ଜଳିଗଲା, ହେଲେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତିର ପାଖ ମାଡ଼ିଲାନି ନିଆଁ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଯଦି ଧରାଯାଏ ଏହା ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ବୋଲି ଧରାଯିବ। ଯାହାକି ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଇଥିଲା। ପାଖାପାଖି ୩୦୦ ପରିବାରକୁ ଛାରଖାର…

କେଦାରନାଥ ଯାତ୍ରା ବେଳେ ଅଘଟଣ, ଘାଇରେ ପଡ଼ି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩ ଗୁରୁତର

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରା ପାଲଟିଲା ଶେଷ ଯାତ୍ରା। ମହାଦେବଙ୍କ ଦର୍ଶନ ପାଇଁ ଯିବାବେଳେ ଘଟିଲା ବଡ଼ ଅଘଟଣ। ଘାଇକୁ ଖସି ପଡ଼ିଲେ ତାର୍ଥଯାତ୍ରୀ। ତେଣୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି।…

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଆସିଲା ବର୍ତ୍ତିଯାଇଥିବା ଯାତ୍ରୀଙ୍କ ନିଆଁରୁ ବାହାରୁଥିବା ନୂଆ ଭିଡ଼ିଓ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା 11A ସିଟ୍ ନମ୍ୱରର ଲକି ବ୍ୟକ୍ତି ରମେଶ ବିଶ୍ୱାସଙ୍କ କୁମାରଙ୍କର ଆଉ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ବିମାନ ଦୁର୍ଘଟଣା ସମୟରେ…

ନାସିକରେ ବି ସୋନମ, ସ୍ୱାମୀକୁ ହାଣି ଗାତ ଖୋଳି ପୋତିଦେଲା ସ୍ତ୍ରୀ, ପୋଲିସ ବି ପାଇଲାନି ଟେର୍

ମହାରାଷ୍ଟ୍ର: ଯେବେଠାରୁ ମେରଠରେ ସ୍ୱାମୀକୁ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେବା ଏବଂ ସିଲଂରେ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି... ସେବେଠାରୁ ସାରା ଦେଶରେ ପ୍ରଶ୍ନ ଉଠୁଛି କି ଦେଶରେ ଏମିତି କେତେ…