ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା, ମହିଳା, ଭିନ୍ନକ୍ଷମ ମାନଙ୍କୁ ୫୦% ରିହାତି
ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ। ଉପକୃତ ହେବେ ରାଜ୍ୟବାସୀ। ଗଡ଼ିବ ନୂଆ ବସ୍। ହେଲେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ମିଳିବ ୫୦…