ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ମୁସଲମାନ ଦେଶର ସମର୍ଥନ

ନୂଆଦିଲ୍ଲୀ:  ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ପରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ଏହି ସମୟରେ ଅନ୍ୟ ଏକ ଦେଶ…

୧୩ ବର୍ଷର ନାବାଳିକା ଝିଅକୁ ଜୋରଜବରଦସ୍ତି ବିବାହ କରାଇଦେଲେ ବାପା-ମା’

ବାଲେଶ୍ୱର:  ଏବେବି ଚାଲିଛି ସେଇ ପୁରୁଣା। ତାହା ପୁଣି ବାଲ୍ୟ ବିବାହ ପ୍ରଥା। ଯେଉଁ ପ୍ରଥା ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। କି ପ୍ରାପ୍ତ ବୟସ୍କ ନହେବା ପର୍ଯ୍ୟନ୍ତ କୌଣସି ପୁଅ କିମ୍ୱା ଝିଅଙ୍କର ବିବାହ…

ବ୍ୟାପୁଛି କରୋନା, ୪୦୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫ ମୃତ୍ୟୁ, ହୋଇପାରେ ଲକଡଉନ୍ !

ନୂଆଦିଲ୍ଲୀ:  ଭାରତରେ ପୁଣି ବେକାବୁ ହେଲାଣି ମହାମାରି କରୋନା। ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି କରୋନା ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରି ପୁଣି ୫ ଜଣଙ୍କ ମୁଣ୍ଡ ନେଇଛି। ଏହାସହ ୪୦୦୦ ପାର୍ କରିଛି ସକ୍ରିୟ…

ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର, କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଶିଷ ଠାକରେ

ନୂଆଦିଲ୍ଲୀ:  ଡେପୁଟେସନରେ ଆଶିଷ ଠାକରେ। ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର। ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି। ଠିକ୍ ସେହପରି ଏବେ ଆଉ ଜଣେ IAS ଅଫିସର। କେନ୍ଦ୍ରୀୟ…

ଆଜି ଜାତୀୟ ଅଣ୍ଡା ଦିବସ, ହେଲେ ଅଣ୍ଡା ଆମିଷ ନୁହେଁ କ୍ଷୀର ପରି ସୁଦ୍ଧ ନିରାମିଷ !

ନୂଆଦିଲ୍ଲୀ:  ପ୍ରତିବର୍ଷ ଜୁନ୍ ୩ ତାରିଖକୁ ଜାତୀୟ ଅଣ୍ଡା ଦିବସ ଭାବେ ପାଳନ କରାଯାଏ। ଅଣ୍ଡାକୁ ସବୁଠାରୁ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ। ସାରା ବିଶ୍ୱରେ ଅଣ୍ଡା ଏକ ମୁଖ୍ୟ ଖାଦ୍ୟ, ଯେଉଁଥିରେ ପ୍ରୋଟିନ୍ ଓ…

“ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”, ଓଡ଼ିଶା ପୋଲିସ

ଭୁବନେଶ୍ୱର:  ଓଡ଼ିଶା ପୋଲିସର ସୂଚନା, ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ 'ଏକ୍ସ' ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। କାରଣ ଆଜିକା ଦିନରେ…

ଭାରତରେ ତିଆରି ହେବ ଇଲେକ୍ଟ୍ରିକ୍ କାର, ଏହିସବୁ କମ୍ପାନୀ କରିବେ ନିବେଶ !

ନୂଆଦିଲ୍ଲୀ: ଭାରତରେ ତିଆରି ହେବ ଇଲେକ୍ଟ୍ରିକ୍ କାର୍।  ଏନେଇ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ କହିଛନ୍ତି ଯେ ମର୍ସିଡିଜ୍ ବେଞ୍ଜ, ସ୍କୋଡା-ଭକ୍ସୱାଗେନ୍, ହୁଣ୍ଡାଇ ଏବଂ କିଆ ସମେତ ଅନେକ…

ହ୍ୱାଟ୍ସଆପକୁ ମାତ୍ ଦେବ ଏଲନ ମସ୍କଙ୍କ ‘XChat’, ବନ୍ଦ ହୋଇପାରେ WhatsApp !

ନୂଆଦିଲ୍ଲୀ:  ଏବେ ଘରେ ଘରେ ପରିଚିତ ହ୍ୱାଟ୍ସଆପ୍ ଆପ୍। ଯାହାକି ସ୍ମାର୍ଟଫୋନ ୟୁଜର୍ସଙ୍କ ପ୍ରଥମ ପସନ୍ଦ ଭାବରେ ସ୍ଥାନ ପାଇଛି। ହେଲେ ଏବେ ସେହି ହ୍ୱାଟ୍ସଆପର ଚିନ୍ତା ବଢ଼ିଛି। କାରଣ ଏବେ ଏଲନ ମସ୍କ ଲଞ୍ଚ କରିଛନ୍ତି…

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ୬ ନୁହେଁ ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ

ଭୁବନେଶ୍ୱର:  ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଚିଠି ଲେଖି ସମସ୍ତ ଡିଇଓ ଓ…

ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ମରିଗଲେ ୪ ଶ୍ରମିକ

ନବରଙ୍ଗପୁର:  ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଏକାଥରେ ୪ ଶ୍ରମିକଙ୍କ ଜୀବନ। ପାଇଖାନା ଟାଙ୍କି କାମ କରିବା ପାଇଁ ଟାଙ୍କି ଭିତରେ ପଶିଥିଲେ ୪ ଶ୍ରମିକ। ହେଲେ ଟାଙ୍କି ଭିତରକୁ ଯିବା ପରେ ଆଉ ନିଶ୍ୱାସ ନେଇ ପାରିନଥିଲେ।…