କଲ୍ ଉଠାଇଲାନି ନାବାଳିକା, ବାରଣାସୀରୁ ମୁମ୍ୱାଇ ପହଞ୍ଚିଗଲା ନାବାଳକ, ଝିଅର ମୁଣ୍ଡକୁ ଇଟାରେ ଛେଚି ଛେଚି…
ମହାରାଷ୍ଟ୍ର: ସାମ୍ନାକୁ ଆସିଲା ଅଜବ ଘଟଣା। ବାରମ୍ୱାର କଲ କଲା ୧୯ବର୍ଷୀୟ ନାବାଳକ ଯୁବକ। ହେଲେ ଇଗନୋର କରି ଯୁବକର କଲ ଉଠାଇଲାନି ୧୭ ବର୍ଷୀୟା ନାବାଳିକା ଯୁବତୀ। ଶେଷରେ ବାରଣାସୀରୁ ମୁମ୍ୱାଇ ପହଞ୍ଚିଗଲା ଯୁବକ। ଆଉ…