ଆଉ ପାଦେ ଦୂରରେ ପଦକ; ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ପାଇଁ ଅନେକ ରେକର୍ଡ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଦ୍ୱିତୀୟ ଅଲିମ୍ପିକ୍ସରେ ନିଜ ଜାଭେଲିନ ଜରିଆରେ ପୁଣି ଥରେ ଇତିହାସ ରଚିବାକୁ ଯାଉଛନ୍ତି । ହରିୟାଣାର ଏହି ୨୬ ବର୍ଷୀୟ ଖେଳାଳି…