ବିଂଝାରପୁର; ଲାଞ୍ଚ ନେଲା ବେଳେ ଧରା ପଡ଼ିଗଲେ ଏସ୍ଆଇ, ସରକାରୀ କ୍ୱାଟରରୁ ଧରିଲା ଭିଜିଲାନ୍ସ
ଯାଜପୁର: (ଓଡ଼ିଶା ଭାସ୍କର) ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସ. ଆଇ । ବିଂଝାରପୁର ଥାନା ଏସ ଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…