ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲା: ନାବାଳକର ଜେଜେବାପାଙ୍କୁ ଗିରଫ କଲା ପୋଲିସ

ପୁଣେ: ମହାରାଷ୍ଟ୍ରର ପୁଣେରେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ଜେଜେବାପାଙ୍କୁ ଗିରଫ କରିଛି ପୋଲିସ। କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ନାବାଳକର ଜେଜେବାପା ପରିବାର…

ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ

ନୟାଗଡ଼: (ଓଡ଼ିଶା ଭାସ୍କର) ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍‌କୁ ଭୋଟ ଦେବାକୁ ଆସିଥିଲେ ବୃଦ୍ଧା । ଭୋଟ୍‌ ଦେବା ବେଳେ ବୃଦ୍ଧା ଜଣଙ୍କ…

ମେ’ ୩୧ରେ ବୃଷ ରାଶିରେ ପ୍ରବେଶ କରିବେ ବୁଧ; ଏହି ୫ଟି ରାଶି ପାଇଁ ଆସିବ ଭୟଙ୍କର ପରିସ୍ଥିତି

ଓଡ଼ିଶା ଭାସ୍କର: ମେ ମାସରେ ବୁଧଙ୍କର ଦ୍ବିତୀୟ ପରିକ୍ରମା ହେବାକୁ ଯାଉଛି। ୨୦୨୪ ମେ' ୩୧ ତାରିଖ ଶୁକ୍ରବାର ଦିନ ବୁଧ ଗୋଚର ହେବ। ଶୁକ୍ରବାର ଦିନ ୧୨.୨୦ ମିନିଟରେ ବୁଧ ବୃଷ ରାଶିରେ ପ୍ରବେଶ କରିବେ। ବୁଦ୍ଧ ଗ୍ରହକୁ…

ମତଦାତା ଏବଂ ବୁଥ ସ୍ତରୀୟ ଅଧୀକାରୀଙ୍କୁ ପୋଲଂ ବୁଥକୁ ମୋବାଇଲ ମନା; ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ସବୁ ପୋଲିଂ ବୁଥରେ ଭୋଟର ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଓଡିଶାରେ ତୃତୀୟ ପର୍ଯ୍ୟୟ ମତଦାନର ମହାପର୍ବ ଚାଲିଛି । ମତଦାତାଙ୍କ ଭିତରେ ଭୋଟ ଦେବାକୁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।…

(Video) ବଦଳିପାରେ ବାତ୍ୟା ‘ରେମାଲ’ର ଲ୍ୟାଣ୍ଡଫଲ ଗତିପଥ; ସୁନ୍ଦରବନରୁ ଆରମ୍ଭ କରି ଓଡ଼ିଶାର ସମୁଦ୍ରତଟରେ ହୋଇପାରେ ଲ୍ୟାଣ୍ଡଫଲ!

ଭୁବନେଶ୍ୱର: ତାରିଖ ଗଡିବା ସହ ବାତ୍ୟାର ପ୍ରଭାବ କେମିତି ରହିବ ସେ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି । ଓଡିଶାରେ ବି ବାତ୍ୟାର ପ୍ରଭାବ ପଡିବ ବୋଲି କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାରେ ହେବ…

ଶୋଇଥିବା ବେଳେ ହଠାତ ହେଲା ଭୂସ୍ଖଳନ: କିଛି ଭାବିବା ଆଗରୁ, ଚାଲିଗଲା ଶହଶହ ନିରୀହ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ପପୁଆ ନ୍ୟୁ ଗିନିର କାଓକାମ ଗ୍ରାମ ଓ ଆଖପାଖ ଗାଁ ଗୁଡିକରେ ଆଜି ସକାଳୁ ଘଟିଛି ବଡ ଧରଣର ଅଘଟଣ । ଏହା ନ୍ୟୁ ଗିନିର ରାଜଧାନୀ ଠାରୁ ୫ରୁ ୬ କିଲେମିଟର ଦୂର ହେବ । ଘଟଣାଟି ଭୋର ୩ଟା ପରେ ହୋଇଥିଲା । ସେଠାକାର…

ରଦ୍ଦ ହୋଇପାରେ ପ୍ରଜ୍ୱଲ ରେଭନ୍ନାଙ୍କ ପାସପୋର୍ଟ; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବୈଦେଶିକ ମନ୍ତ୍ରଣାଳୟ

ବାଙ୍ଗାଲୁର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରଜ୍ୱାଲ ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ବୈଦେଶିକ…

ବିୟର ବି ହୋଇଥାଏ ଏକ୍ସପାୟର; ଯଦି ନ ଦେଖି ପିଅନ୍ତି ତେବେ ଶରୀର ଉପରେ ପଡ଼ିବ ଏଭଳି ପ୍ରଭାବ…

ଓଡ଼ିଶା ଭାସ୍କର: ମଦ ବିଷୟରେ କୁହାଯାଏ ଯେ ଏହା ଯେତେ ପୁରୁଣା ହେବ, ଏହାର ମୂଲ୍ୟ ସେତେ ଅଧିକ ବଢିଥାଏ । କିନ୍ତୁ ବିୟର କ୍ଷେତ୍ରରେ ଏହା ହୁଏ ନାହିଁ । ଯଦି ବିୟର ଅତ୍ୟଧିକ ପୁରୁଣା ହୋଇଯାଏ କିମ୍ବା ଶେଷ ହୋଇଯାଏ, ତେବେ…

ଟିଟିଲାଗଡ଼: ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଟିଟିଲାଗଡ଼: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ପାଖାପାଖି ସମସ୍ତ ଦେକାନ ଥିବାରୁ…

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ; ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ । ହରିୟାଣାର…