fbpx

ଘରେ ରାମ ମନ୍ଦିରର ପ୍ରତିମା ପ୍ରତିଷ୍ଠା କଲେ ମୁସଲମାନ ମହିଳା; ଜାନୁଆରୀ ୨୨ ପର୍ଯ୍ୟନ୍ତ କରିବେ ପୂଜା 

ଅଲିଗଡ଼: ଅଲିଗଡ଼ର ଜଣେ ମୁସଲମାନ ମହିଳା ନିଜ ଘରେ ରାମ ମନ୍ଦିରର ପ୍ରତିମା ପ୍ରତିଷ୍ଠା କରିଛନ୍ତି। ତାଙ୍କର ଇଚ୍ଛା ପୂରଣ ହେବା ପରେ ସେ ରାମ ମନ୍ଦିରର ପ୍ରତିମା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ରୁବି ଆସିଫ୍…

ପିକନିକ୍ ପାଇଁ ଜାରି ହେଲା SOP; RTOରୁ ସ୍ୱତନ୍ତ୍ର ଅନୁମତି ଆଣିବେ ବାହନ ମାଲିକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପିକନିକ୍ ପାଇଁ ଜାରି ହେଲା SOP । ପିକନିକ୍ ପାଇଁ SOP ଜାରିକଲା ରାଜ୍ୟ ପରିବହନ ବିଭାଗ। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗର ପ୍ରୟାସ୍। ଅମାନିଆଙ୍କ ପାଇଁ ହେବ କଠୋର…

ଜାନୁଆରୀ ୬ରୁ ଆରମ୍ଭ ହେବ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୬ରୁ ଆରମ୍ଭ ହେବ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ । ଜାନୁୟାରୀ ୧୬ ତାରିଖ ଯାଏଁ ହେବ ଅନ୍‌ଲାଇନ୍‌ ପଞ୍ଜୀକରଣର । କାର୍ଡ ଲାଗି ଯୋଗ୍ୟ ଆଶାୟୀ ଅନ୍‌ଲାନ୍‌ରେ…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆଇନ ଅନୁଯାୟୀ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଗୋଲ୍ଡି ବ୍ରାର…

‘ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ’; କାହିଁକି ଏପରି କହିଲେ ଅରବିନ୍ଦ କେଜ୍ରିୱାଲ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି କାର୍ଯ୍ୟ ସମ୍ବନ୍ଧୀୟ ରାଜନୀତି କରିଛି ଏବଂ ଦଳୀୟ କର୍ମୀମାନେ ଜେଲ୍ ଯିବାକୁ ପ୍ରସ୍ତୁତ ରହିବା ଉଚିତ୍।…

ଲାରିପାଲି ଜଙ୍ଗଲ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା; ବୁର୍ଲା ହସ୍‌ପିଟାଲ୍‌ରେ ହେଲା ଏକୋଇଶିଆ-ନାମକରଣ

ବୁର୍ଲା: (ଓଡ଼ିଶା ଭାସ୍କର) ଚର୍ଚ୍ଚିତ ଖବର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲ ଶିଶୁକନ୍ୟା ଉଦ୍ଧାର ଘଟଣା। ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା ଶିଶୁକନ୍ୟା।…

ବୁଲିବାକୁ ନା ‘ଯୁଦ୍ଧ’ କରିବାକୁ ଆସିଛନ୍ତି; ଯାଞ୍ଚ ବେଳେ ଜବତ ହେଲା ଶହ ଶହ ବାଡ଼ି-ଲୁହା ରଡ୍

ସିମଲା: ନୂଆବର୍ଷ ପାଳନ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶର ରାଜଧାନୀ ତଥା କୁଇନ୍ ଅଫ୍ ହିଲ୍ସ ଶିମଲା କୁ ଆସୁଛନ୍ତି। ଶିମଲାର ରିଜ୍ ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷ ପାଳନ କରିବେ ବୋଲି ଆଶା…

ଭୁବନେଶ୍ୱର: ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଘଟିଥିବା ହୋଇଥିବା ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି । ଗତ ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ…

‘ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ଠୁରତା ଦେଖି କଷ୍ଟ ଲାଗୁଛି’; ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର କର୍ତ୍ତବ୍ୟ ପଥରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଥୋଇ ଭିନେଶ ଫୋଗଟ ନିଜର ପ୍ରତିବାଦ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଭିନେଶ ଫୋଗଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

୨୦୨୪ରେ ଆଉ ୩ଟି ଗୁପ୍ତଚର ଉପଗ୍ରହ ଲଞ୍ଚ୍ କରିବ ଉତ୍ତର କୋରିଆ

ଓଡ଼ିଶା ଭାସ୍କର: ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଉତ୍ତର କୋରିଆ ନିଜର ସେନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂଆ ବର୍ଷ 2024 ରେ ଆଉ ତିନୋଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଘୋଷଣା କରିଛି । ଗତ…