(Video) ‘ଏଠାକାର କୁଜି ନେତାଙ୍କ ସ୍ୱାର୍ଥ ପାଇଁ ରାସ୍ତା କାମ ବନ୍ଦ ରହୁଛି’…
ସାଲେପୁର: ୨ବର୍ଷ ହେଲା ଗୋଟିଏ ରାସ୍ତାକୁ ବନାଉଛନ୍ତି, ସାଲେପୁରରେ ରାସ୍ତା ସମସ୍ୟା । ତାତିଲେ ଗାଁ ଲୋକେ । ଟେଣ୍ଡର ହେଉଛି, ଫଳକ ଲାଗୁଛି ହେଲେ ରାସ୍ତା ନାହିଁ । ଟଲି ଯିବାକୁ ରାସ୍ତା ନାହିଁ ହେଲେ ତିଆରି ହୋଇଗଲାଣି…