ଓଡ଼ିଶାରେ ସବୁଠୁ ଅଧିକ କୁକୁର: ଫେଲ୍ ମାରିଲା ଏବିସି; ବନ୍ଧ୍ୟାକରଣ ପରେ କିପରି ହେଉଛି ବଂଶବୃଦ୍ଧି?
ଓଡ଼ିଶା ଭାସ୍କର: ରାଜ୍ୟର ପ୍ରତ୍ୟେକ ଯାଗାରେ ଆପଣ କେଉଁଠି ନା କେଉଁଠି କୁକର ଦେଖିବାକୁ ପାଉଥିବେ। ତେବେ ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା କେତେ ରହିଛି ଏହାର ହିସାବ ଆପଣଙ୍କ ପାଖରେ ଅଛି କି? କୁକରଙ୍କ ସଂଖ୍ୟାକୁ ନେଇ…