କଠିନ ପରିସ୍ଥିତିରେ କିପରି ନାମ ଜପ କରିବେ; ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ପ୍ରେମାନନ୍ଦ ମହାରାଜ?

ନୂଆଦିଲ୍ଲୀ: ପ୍ରବଚକ ପ୍ରେମାନନ୍ଦ ମହାରାଜ ତାଙ୍କ ଚିନ୍ତାଧାରାରେ ଅନେକ ଲୋକଙ୍କୁ ମାର୍ଗ ଦର୍ଶନ କରିଛନ୍ତି । ତାଙ୍କ ଭଜନ ଓ କୀର୍ତ୍ତନ ଶୁଣିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି। ମହାରାଜ ଜୀ ରାଧାରାଣୀଙ୍କର ଜଣେ…

ଜିଏନ୍ ସାଇବାବାଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ…

ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ ଉଦଘାଟିତ; ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ, ସମ୍ପୂର୍ଣ୍ଣ ହେଲା ଓଡ଼ିଶାର ସବୁଠାରୁ ଲମ୍ବା ‘ଯୋଡ଼ା’ ଫ୍ଲାଏଓଭର କାମ। କେନ୍ଦୁଝର ଜିଲ୍ଲା ଯୋଡ଼ାରେ ନିର୍ମାଣ ହୋଇଛି ଏହି ଦୀର୍ଘତମ ଫ୍ଲାଏ ଓଭରବ୍ରିଜ। ମୁଖ୍ୟମନ୍ତ୍ରୀ ନବୀନ…

ପାକିସ୍ତାନରୁ ଆସିଥାଏ ଆପଣଙ୍କ ଘରେ ବ୍ୟବହୃତ ହେଉଥିବା ଏହି ଜିନିଷ; ଉପବାସରେ ଖାଇଥାନ୍ତି ଲୋକେ…

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଯେତେ ଖରାପ ହେଲେ ବି ଆମ ଦେଶରେ ପାକିସ୍ତାନରୁ ଅନେକ ଜିନିଷ ଆସିଥାଏ। ଦୈନନ୍ଦିନ ଜୀବନରେ ଆମେ ଏହି ଜିନିଷଗୁଡ଼ିକୁ ବ୍ୟବହାର କରୁଛୁ। ତେବେ ସେ ପାକିସ୍ତାନରୁ…

ପିଆଜ ଷ୍ଟକ୍ ବଢ଼ାଇବା ପାଇଁ ବଡ଼ ଯୋଜନା; ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ପିଆଜ ପାଇଁ ଯେପରି ସାଧାରଣ ଲୋକ ଆଉ ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ସରକାର। ଏଥିପାଇଁ ସରକାର ପିଆଜର ସୁରକ୍ଷିତ ମହଜୁଦ ବଢ଼ାଇବା ପାଇଁ ଯୋଜନା ଉପରେ କାମ କରୁଛନ୍ତି ଏବଂ…

ଇଣ୍ଡିଆ ମେଣ୍ଟରେ ସାମିଲ ହେବା କଥାକୁ ଖଣ୍ଡନ କଲେ ମାୟାବତୀ; କହିଲେ ଏହା ଏକ ଗୁଜବ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଇଣ୍ଡିଆ ମେଣ୍ଟରେ ସାମିଲ ହେବା କିମ୍ବା ତୃତୀୟ ମୋର୍ଚ୍ଚା ଗଠନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିବା ସହ ଏକ ଗୁଜବ ବୋଲି କହିଛନ୍ତି । ତାଙ୍କ ଦଳ ଏକାକୀ…

ପଥର ଖସିଲା ବଡ଼ ଦେଉଳୁ; ସରି ଆସୁଛି କି କଳିଯୁଗ, ସତହେବ କି ମାଳିକା!

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ…

SSB ଓଡ଼ିଶା ଶିକ୍ଷକ ନିଯୁକ୍ତି; ୧୦୬୧ ପିଜିଟି ପଦବୀ ଖାଲି, ଏହିପରି କରନ୍ତୁ ଆବେଦନ

ଭୁବନେଶ୍ୱର: ପିଜିଟି (ସ୍ନାତକୋତ୍ତର ଶିକ୍ଷକ) ନିଯୁକ୍ତି ପାଇଁ ଓଡ଼ିଶା ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଦରଖାସ୍ତ ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶିତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ।…

ଆଜିଠୁ କୁମ୍ଭ ରାଶିରେ ଅବସ୍ଥାନ କରୁଛନ୍ତି ଶୁକ୍ର ଓ ଚନ୍ଦ୍ର; ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଗଣନା ଅନୁଯାୟୀ ଆଜି ଅର୍ଥାତ୍ ମାର୍ଚ୍ଚ ୯, ୨୦୨୪, ଶନିବାର ଅତ୍ୟନ୍ତ ଶୁଭ ଗ୍ରହ ସ୍ଥିତି ସୃଷ୍ଟି ହେଉଛି। ଧନ-ବିଳାସର ପ୍ରତୀକ ଶୁକ୍ର ଭ୍ରମଣ କରି ଶନିଙ୍କ ସ୍ୱରାଶି କୁମ୍ଭ ରାଶିରେ ଅଛନ୍ତି।…

BIG BREAKING…ପୁରୀ: ବଡ଼ଦେଉଳରେ ଅଘଟଣ, ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର

ପୁରୀ: ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର । ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା । ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା । ASI ପକ୍ଷରୁ…