ବେରୁତରେ ହମାସ ନେତାଙ୍କ ହତ୍ୟାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଲା ଇରାନ

ଓଡ଼ିଶା ଭାସ୍କର: ବେରୁତରେ ସନ୍ଦିଗ୍ଧ ଇସ୍ରାଏଲ ଆକ୍ରମଣରେ ହମାସ ନେତା ସାଲେହ ଅଲ-ଅରାଉରିଙ୍କ ମୃତ୍ୟୁକୁ ଇରାନର ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନି ଅମୀର ଅବଦୁଲ୍ଲାନ୍ ଏକ୍ସ…

(Video) କଲେଜ ଲାଇବ୍ରେରୀରେ ଅଧ୍ୟାପକ-ଛାତ୍ରୀଙ୍କ ଅଡିଓ ଭାଇରାଲ… ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବାଲେଶ୍ୱର: ଫିଜିସ୍କ ଅଧ୍ୟାପକ ଛାତ୍ରୀଙ୍କ ସହ କଲେଜ ଲାଇବେରିରେ ଏମିତି କହୁଛନ୍ତି । ଯାହାକୁ ଶୁଣିଲେ ଆପଣମାନେ ଚକିତ ହୋଇଯିବେ । ଫିଜିକ୍ସ ଅଧ୍ୟାପକ ଜଣଙ୍କ ଯୁକ୍ତ ୩ ବିଜ୍ଞାନ ଛାତ୍ରୀଙ୍କୁ ବହି ଦେବାକୁ ଲାଇବେରିରେ…

୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ଅନୁରୋଧ କଲା ASI; ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛନ୍ତି ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା।  ସେମାନେ ଜ୍ଞାନବାପୀ ଉପରେ ସିଲ୍ କଭରରେ ଦାଖଲ…

ନୂଆ ବର୍ଷରେ ଓଡ଼ିଶା ପିଇଲା ୬୦ କୋଟି ଟଙ୍କାର ମଦ; କଟକରେ ସବୁଠୁ ଅଧିକ ମଦୁଆ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ-OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଯାଇଛି ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ୩୧ ତାରିଖ ରବିବାର…

ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର:ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଜି ସକାଳୁ ସକାଳୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧ…

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା GI ଟ୍ୟାଗ୍‌; ମାନ୍ୟତାରେ ରହିଛି ନୟାଗଡ଼ର ସ୍ୱତନ୍ତ୍ର କିସମର ‘କଣ୍ଟେଇମୁଣ୍ଡି ବାଇଗଣ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାର ୮ ଉତ୍ପାଦକୁ ମିଳିଲା GI ଟ୍ୟାଗ୍‌ । GI ଟ୍ୟାଗ୍‌ ମିଳିବା ନେଇ Xରେ ସୂଚନା ଦେଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ…

ଘର ଉପରକୁ କେଉଁ ବିପଦ ଆସିଲେ ଗୋମାତା ଆଖିରୁ ଲୁହ ବାହାରିଥାଏ….

ଓଡ଼ିଶା ଭାସ୍କର: ଗାଈକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ ଆଖ୍ୟାନ । କିମ୍ବଦନ୍ତୀ କହେ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଆପେ ଆପେ ଦୂର ହୋଇଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ…

ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହେବ ବାଜ୍ୟାପ୍ତ; କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ହୋଇଛି । ୧୧୦ ଏକର ଜମି, ୧୧ଟି ଦାମୀ ଗାଡ଼ି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ । ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ…

ଅଯୋଧ୍ୟା ରାମ ମନ୍ଦିରର ପ୍ରତିମୂର୍ତ୍ତିକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପ୍ରଶ୍ନ; ‘କାହିଁକି ନୂଆ ପ୍ରତିମୂର୍ତ୍ତିର ଆବଶ୍ୟକତା…

ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂହ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରତିମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ ସିଂହ କହିଛନ୍ତି, ରାମ ଲାଲାଙ୍କ ପ୍ରତିମୂର୍ତ୍ତି କେଉଁଠି ଅଛି, ଯାହାକୁ…

ବଦଳିଲେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର; ଅରିନ୍ଦମ ବାଗଚୀଙ୍କ ସ୍ଥାନରେ ରଣଧୀର ଜୟସ୍ୱାଲ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅରିନ୍ଦମ ବାଗଚୀଙ୍କ ସ୍ଥାନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇବେ ରଣଧୀର ଜୟସ୍ୱାଲ। ଜୟସ୍ୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ…